କେବଳ ସଚ୍ଚା ହନୁମାନ ଭକ୍ତ ହିଁ ଦେଖନ୍ତୁ, 24 ଘଣ୍ଟାରେ ହିଁ ଦୂର ହେଇଯିବ ଆପଣଙ୍କର ସବୁ ସମସ୍ଯା, ନିଜେ ଦେଖନ୍ତୁ ଚମତ୍କାର

ବନ୍ଧୁଗଣ ଏକ ସପ୍ତାହରେ ସାତଟି ବାର ରହିଥାଏ ଓ ସମସ୍ତ ବାରର ନାମ ଗ୍ରହ ମାନଙ୍କ ଆଧାରରେ ରଖାଯାଇଛି ।

ବନ୍ଧୁଗଣ ଏହା ସହିତ ସମସ୍ତ ବାର ଦେବୀଦେବତା ମାନଙ୍କ ସହ ଜଡିତ ହୋଇ ରହିଥାଏ । ଯେଉଁ ବାର ଯେଉଁ ଦେବୀ ଦେବତାଙ୍କର ହୋଇଥାଏ ସେହି ଦିନ ସେହି ଦେବତାଙ୍କ ଶକ୍ତି ଅଧିକ ରହିଥାଏ । ବନ୍ଧୁଗଣ ମଙ୍ଗଳବାର ହେଉଛି ଭଗବାନ ହନୁମାନଙ୍କ ବାର । ହନୁମାନଙ୍କ କୃପା ଯେଉଁ ମଣିଷଙ୍କ ଉପରେ ରହିଥାଏ ସେହି ମଣିଷ ଜୀବନରେ କୌଣସି ସମସ୍ୟା ଆସିନଥାଏ ଓ ଯେଉଁ ମଣିଷଙ୍କ ଉପରେ ହନୁମାନ ରୁଷ୍ଟ ହୋଇଯାଇଥାନ୍ତି ସେହି ମଣିଷ ମାନଙ୍କ ଜୀବନ ନର୍କରେ ବଦଳିଯାଇଥାଏ ।

ବନ୍ଧୁଗଣ ମଙ୍ଗଳବାର ହେଉଛି ହନୁମାନଙ୍କ ବାର ଏହି ବାରରେ ଲୋକମାନେ ହନୁମାନଙ୍କ ଉପାସନା କରିଥାନ୍ତି । ହେଲେ ବନ୍ଧୁଗଣ ଏମିତି କିଛି ଭୁଲ କାର୍ଯ୍ୟ ରହିଛି ଯାହା ଏହି ବାରରେ କରିବା ଉଚିତ ନୁହେଁ । ଯଦି କୌଣସି ମଣିଷ ଏହିସବୁ ଭୁଲ କାର୍ଯ୍ୟ କରିବ ତା ହେଲେ ସେହି ମଣିଷର ଜୀବନରେ ବିଭିନ୍ନ ପ୍ରକାରର ସମସ୍ୟା ଆସିବ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ମଙ୍ଗଳବାର ଦିନ କେଉଁ ସବୁ ଭୁଲ କାମ ଗୁଡିକ କରିବା ଉଚିତ ନୁହେଁ ତାହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଭୁଲ କାର୍ଯ୍ୟ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ମଙ୍ଗଳବାର ଦିନ ଭୁଲ ସେ ମଧ୍ୟ ସମ୍ବନ୍ଧ ସ୍ଥାପନ କରିବା ଉଚିତ ନୁହେଁ । ଏହି ଦିନଟି ହେଉଛି ହନୁମାନଙ୍କ ଦିନ ଯଦି ଆପଣ ଏହି ଦିନରେ ସମ୍ବନ୍ଧ ସ୍ଥାପନ କରିବେ ତା ହେଲେ ଛୁଆ କିନ୍ନର ରୂପରେ ଜନ୍ମ ହୋଇପାରେ । ତେଣୁ ବନ୍ଧୁଗଣ ଭୁଲ ସେ ମଧ୍ୟ ଏହି ଭୁଲ କରନ୍ତୁ ନାହିଁ । ଏହା ସହିତ ବନ୍ଧୁଗଣ ଆପଣଙ୍କ ଉପରେ ହନୁମାନ ରୁଷ୍ଟ ମଧ୍ୟ ହୋଇପାରନ୍ତି ଯାହାଫଳରେ ଆପଣଙ୍କୁ ନିଜ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ତେଣୁ ବନ୍ଧୁଗଣ ମଙ୍ଗଳବାର ଦିନ ଏହି ଭୁଲ କରନ୍ତୁ ନାହିଁ ।

୨. ବନ୍ଧୁଗଣ ମଙ୍ଗଳବାର ଦିନ କ୍ଷୀର ଜାତୀୟ ଖାଦ୍ୟ ତଥା ମିଠା, ଛେନା ଓ ଦହି ଆଦି କିଣନ୍ତୁ ନାହିଁ । କାରଣ କ୍ଷୀରକୁ ଚନ୍ଦ୍ରମାର କାରକ ମନା ଯାଇଛି ଚନ୍ଦ୍ରମା ଓ ମଙ୍ଗଳ ପରସ୍ପରର ବିରୋଧୀ ଅଟନ୍ତି । ଏହି ସବୁ ଜିନିଷ କିଣିବା ଦ୍ଵାରା ଆପଣଙ୍କ ଉପରେ ହନୁମାନ ରୁଷ୍ଟ ହୋଇପାରନ୍ତି ଯାହାଦ୍ୱାରା ପଣଙ୍କ ଜୀବନରେ ବିଭିନ୍ନ ପ୍ରକାରର ସମସ୍ୟା ଆସିପାରେ । ତେଣୁ ବନ୍ଧୁଗଣ ମଙ୍ଗଳବାର ଦିନ କୌଣସି କ୍ଷୀର ଜାତୀୟ ଦ୍ରବ୍ୟ କିଣନ୍ତୁ ନାହିଁ ।

୩. ବନ୍ଧୁଗଣ ଏହି ଦିନରେ କୌଣସି ଲୁହା ଜିନିଷ କିଣିବା ଅଶୁଭ ଅଟେ । ଶନିବାର ପରି ମଙ୍ଗଳବାର ଦିନ କୌଣସି ଲୁହା ଜିନିଷ କିଣନ୍ତୁ ନାହିଁ । ଏହା ସହିତ ମଙ୍ଗଳବାର ଦିନ ନଖ ଓ କେଶ ଆଦି କାଟିବା ମଧ୍ୟ ଅଶୁଭ ଅଟେ । ଏହି ଭୁଲ କରିବା ଦ୍ଵାରା ଆପଣଙ୍କ ଉପରେ ହନୁମାନ ରୁଷ୍ଟ ହୋଇପାରନ୍ତି ଓ ଆପଣଙ୍କୁ ଆଜୀବନ ଦରିଦ୍ରତା ଭୋଗ କରିବାକୁ ପଡିପାରେ ।

୪. ବନ୍ଧୁଗଣ ମଙ୍ଗଳବାର ଦିନ ଭୁଲ ସେ ମଧ୍ୟ ମ-ଦ ଓ ମାଂ-ସ ଆଦିର ସେବନ କରନ୍ତୁ ନାହିଁ । ହନୁମାନ ଏହି ସବୁ ଲୋକ ମାନଙ୍କ ଉପରେ ରୁ-ଷ୍ଟ ହୋଇଯାଇଥାନ୍ତି । ଯଦି ଆପଣ ଏହି ଭୁଲ କରିବେ ତା ହେଲେ ଆପଣ ନିଜ ଜୀବନରେ କେବେହେଲେ ଉନ୍ନତି କରିପାରିବେ ନାହିଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *