ବନ୍ଧୁଗଣ, ମନୁଷ୍ୟ ସମସ୍ତ ଦେବୀଦେବତା ତଥା ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବାକୁ ବିଭିନ୍ନ ଉପାୟ ମାନ କରିଥାଏ । କାରଣ ତାହାର ଜୀବନରେ ସମସ୍ତ ସୁଖ ସୁବିଧା ସହିତ ଧନର ଆଗମନ ଲାଗି ମନୁଷ୍ୟ ଏହିଭଳି ପ୍ରୟାସ କରିଥାଏ ।
ମନୁଷ୍ୟ ପୂଜାପାଠ କରିବା ସମୟରେ ଦୀପ ଜଳାଇବା କୁ ବିଶେଷ ଗୁରୁତ୍ଵ ଦେଇଥାଏ । କାରଣ ଦୀପ ଜଳାଇ ସେ ଦେବୀ ଦେବତା ଙ୍କୁ ପ୍ରସନ୍ନ କରିବା ସହିତ ସେ ମନରେ ଜିଜ୍ଞାସା କରି ରଖିଥାଏ ଯେ ଦୀପକ ର ପ୍ରଭାବ ତାହାର ଜୀବନରେ ପଡିବ । ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯଦି ଆପଣ ପୂଜାପାଠ କରୁଛନ୍ତି ତେବେ, ପୂଜାପାଠ ରେ ଯଦି ଆପଣ ସଫଳ ହୋଇପାରୁ ନାହାନ୍ତି ତେବେ, ଆପଣ ଜଳାଉଥିବା ଦୀପ ରେ କେବଳ ଏହି ଗୋଟିଏ ଜିନିଷ ପକାଇ ଦିଅନ୍ତୁ ।
ଆପଣ ଦେଖିବେ ଯେ ନିଶ୍ଚିତ ରୂପରେ ଆପଣଙ୍କର କିସ୍ମତ ବଦଳିଯିବ । ଯଦି ଆପଣ ଚାହୁଁଞ୍ଚନ୍ତି ଯେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତୁ ତେବେ ଆପଣଙ୍କୁ ଘୀଅ ର ଦୀପ ଲଗାଇବାକୁ ହେବ । ଏହାପରେ ଦୀପ ମଧ୍ୟରେ ଗୋଟିଏ ଲବଙ୍ଗ ପକାଇ ଦିଅନ୍ତୁ । ଏହା କରିବା ଦ୍ଵାରା ଏହା ସକାରାତ୍ମକତା କୁ ଅଧିକ ଭଲ ଭାବରେ ବିକଶିତ କରି ପାରିବ । ଏହା ସହିତ ଏହା ନକାରାତ୍ମତା କୁ କ୍ଷୟ କରିବାରେ ସକ୍ଷମ ହୋଇଥାଏ ।
ଏହା ଛଡା ଆପଣ ନିଜ ଗୃହରେ ଆରତି କରୁଥିବା ସମୟରେ ଅଥବା ଘରେ ଠାକୁରଙ୍କ ନିକଟରେ ଦୀପା ଅର୍ପଣ କରୁଥିବା ସମୟରେ ନିଶ୍ଚିତ ରୂପେ ସେହି ଦୀପ କୁ ନେଇ ସଂପୂର୍ଣ୍ଣ ଘର ଭିତରେ ବୁଲିବା ଆବଶ୍ୟକ । ଏହା ସହିତ ଆପଣଙ୍କ ହାତରେ ଘଣ୍ଟି ନିଶ୍ଚିତ ରହିବା ଆବଶ୍ୟକ ।ଏହାଦ୍ଵାରା ସମସ୍ତ ନକାରାତ୍ମ ଶକ୍ତି ଘରୁ ଚାଲି ଯାଇଥାଏ ।
ଯଦି ଆପଣ ସମ୍ପୂର୍ଣ ଘରେ ଦୀପ ସହିତ ଘଣ୍ଟି ବଜାଇ ଘୁମନ୍ତି ତେବେ ଆପଣଙ୍କ ଘରେ ବସ୍ତୁ ଦୋଷ ସମାପ୍ତ ହେବା ସହିତ ଆପଣଙ୍କ ଘରେ ଥିବା ଦୁଷ୍ଟ ଶକ୍ତି ମଧ୍ୟ ଚାଲିଯାଇଥାଏ । ସେହିଭଳି ଅନେକ ଲୋକେ କହିଥାନ୍ତି ଯେ ଆମ୍ଭେ ବିମାର ବହୁତ ହେଉଅଛୁ । ଏହା ସହିତ ଘରେ ନାନା ପ୍ରକାରର କଳହ ସହିତ ଅଶାନ୍ତି ର ବାତାବରଣ ସୃଷ୍ଟି ହୋଇଥାଏ । ସେହି ସମୟରେ ଆପଣ କଣ କରିବେ ନା ମାତା ଲକ୍ଷ୍ମୀ ଏବଂ ମାତା ଦୂର୍ଗା ଙ୍କର ଧ୍ୟାନ କରନ୍ତୁ । ମାତା ଦୂର୍ଗା ସମସ୍ତ ସଙ୍କଟ ର ସମାପ୍ତ କରିଥାନ୍ତି । ଆପଣଙ୍କ ନିଜ ଘରେ ସର୍ବଦା କର୍ପୁର ମାଧ୍ୟମରେ ଆରତୀ କରନ୍ତୁ ।
ଏହାଫଳରେ ଆପଣଙ୍କ ଘରେ ଆପେ ଆପେ ସକାରାତ୍ମ ମାହୋଲ ବଣିବାକୁ ଲାଗିଥାଏ । ଏହା ସହିତ ସମସ୍ତ ଦରିଦ୍ରତା ତଥା ସମସ୍ତ ଦୁଖ ର ଅବଶାନ ଘଟିଥାଏ । ବନ୍ଧୁଗଣ ଆପଣ ଏହି ଉପାୟ ମାନ ନିଜ ଘରେ ପ୍ରୟୋଗ କରି ଦେଖନ୍ତୁ ଆପଣଙ୍କୁ ଏହାର ସୁଫଳ ଅବଶ୍ୟ ମିଳିବ । ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।