ସାବିତ୍ରୀ ବ୍ରତରେ ବାପା ଘରୁ ଆଣନ୍ତୁ ନାହିଁ ଏହି 5 ଜିନିଷ, ସ୍ଵାମୀ କାଙ୍ଗାଳ ହୋଇଯିବେ, Savitri Vrat

ବନ୍ଧୁଗଣ ଜେଷ୍ଠ ମାସ ଅମାବାସ୍ୟା ତିଥିରେ ସାବିତ୍ରୀ ଓଷା ପଡିଥାଏ । ଅନେକ ସ୍ଥାନରେ ଏହି ଓଷାକୁ ବଟ ସାବିତ୍ରୀ ବୋଲି ମଧ୍ୟ କୁହାଯାଇଥାଏ । ଏହି ଦିନରେ ନାରୀ ମାନେ ନିଜ ସ୍ଵାମୀ ମାନଙ୍କର ଦୀର୍ଘାୟୁ କାମନା କରି ନିଷ୍ଠା ସହକାରେ ଏହି ଓଷାର ପାଳନ କରିଥାନ୍ତି । ଏହି ଦିନରେ ମାତା ସାବିତ୍ରୀ ଯମ ମୁଖରୁ ନିଜ ସ୍ଵାମୀକୁ ଛଡାଇ ଆଣିଥିଲେ । ସେହି କାରଣରୁ ଏହି ଦିନକୁ ସାବିତ୍ରୀ ଅମାବାସ୍ୟା ରୂପେ ପାଳନ କରାଯାଉଛି । ଯେଉଁ ବିବାହିତା ମହିଳା ମାନେ ଏହି ଓଷାକୁ ନିଷ୍ଠା ସହକାରେ କରିଥାନ୍ତି ।

ସେମାନଙ୍କ ସ୍ଵାମୀର ଆୟୁଷ ଦୀର୍ଘାୟୁ ହୋଇଥାଏ । ଏଥିସହ ଭଗବାନ ତାଙ୍କ ସ୍ଵାମୀକୁ ଦୀର୍ଘାୟୁ କରିବା ସହ ତାଙ୍କର ସବୁ ମନବାଞ୍ଛା ପୂରଣ ମଧ୍ୟ କରିଥାନ୍ତି । ତେବେ ଏହି ସାବିତ୍ରୀ ଅମାବାସ୍ୟାରେ ସବୁ ବିବାହିତା ମହିଳାଙ୍କ ବାପା ଘରୁ ଝିଅ ମାନଙ୍କ ପାଇଁ ସାବିତ୍ରୀ ଓଷା ଉପଲକ୍ଷେ ବହୁତ କିଛି ଭାର ଜିନିସ ସବୁ ଝିଅର ବାପା ଘର ଲୋକ ନେଇକି ଆସିଥାନ୍ତି । ତେବେ କେଉଁ 5 ଟି ଜିନିଷ ବିବାହିତା ଝିଅ ମାନେ ନିଜ ବାପାଙ୍କ ଘରୁ ଆଣିକି ସାବିତ୍ରୀ ପୂଜା କରିବା ଉଚିତ ନୁହେଁ ଚାଲନ୍ତୁ ସେ ସମ୍ପର୍କରେ ଆଜି ଏଠାରେ ଜାଣିବା ।

ସାବିତ୍ରୀ ଓଷା ସମୟରେ ଅନେକ ବିବାହିତା ଝିଅ ମାନେ ନିଜ ବାପାଙ୍କ ପାଖରେ ଓ ନିଜ ସ୍ଵାମୀଙ୍କ ପାଖରେ ଅନେକ ସବୁ ଜିନିଷ ସାବିତ୍ରୀ ଓଷା ପାଇଁ କିଣିକି ଆଣିବାକୁ ଜିଦ କରି ବସିଥାନ୍ତି । ହେଲେ ସେପରି ବିଲୁକଲ ମଧ୍ୟ କରିବା ଉଚିତ । ମହିଳା ମାନଙ୍କର ବାପା ହେଉ ଅବା ତାଙ୍କ ସ୍ଵାମୀଙ୍କର ଯେତିକି ମଧ୍ୟ ସମ୍ବଳ ରହିଥିବ । ସେହି ଅନୁସାରେ ଯେତିକି ସେମାନେ ଆପଣଙ୍କୁ ଜିନିଷ କିଣିକି ସେଥିରେ ଦେଇପାରିବେ ।

ସେଥିରେ ଆପଣ ଯଦି ସନ୍ତୁଷ୍ଠ ହୋଇ ପୂଜା କରିବେ । ତେବେ ମାତା ପାର୍ବତୀ ଆପଣଙ୍କ ସ୍ଵାମୀ ତଥା ସଂପୂର୍ଣ୍ଣ ପରିବାରକୁ ଆଶ୍ରୀବାଦ କରିବେ । ହେଲେ ଯଦି ଆପଣ ନିଜ ବାପା କି ନିଜ ସ୍ଵାମୀଙ୍କ ଉପରେ ଚାପ ପକାଇ ତାଙ୍କ ସମ୍ବଳ ଠାରୁ ଅଧିକ କିଛି ଦାବୀ କରି ତାଙ୍କୁ ଦୁଃଖରେ ରଖି ଆପଣ ବଡ ଆଡମ୍ବର ସହକାରେ ସାବିତ୍ରୀ ବ୍ରତ କରିଥାନ୍ତି ।

ତେବେ ସେଥିରେ ମାତା ପାର୍ବତୀ ଆପଣଙ୍କ ଉପରେ ରୁଷ୍ଠ ହୋଇଯାଇଥାନ୍ତି । ବାପା ଘରୁ ଚୁଡି, ଶଙ୍ଖା, ସିନ୍ଦୁର, କୌଣସି ତେଲ ଜିନିଷ ଆଣି ନିଜ ପୂଜା କାର୍ଯ୍ୟରେ ଲଗାନ୍ତୁ ନାହିଁ । ବାପା ଘରୁ ଯାହା ମଧ୍ୟ ମିଳୁଛି ତାହାକୁ ସମ୍ମାନର ସହ ରଖିକି ଅନ୍ୟ ଦିନରେ ବ୍ୟବହାର କରନ୍ତୁ ।

ହେଲେ ନିଜ ସ୍ଵାମୀଙ୍କ ଟଙ୍କାରେ କିଣା ଯାଇଥିବା ଶଙ୍ଖା, ସିନ୍ଦୁର ଓ ଚୁଡି, ଶାଢୀ ଆଦି ପୂଜାରେ ବ୍ୟବହାର କରନ୍ତୁ । ଏହାଦ୍ବାରା ମାତା ପାର୍ବତୀ ପ୍ରସନ୍ନ ହୋଇ ଆପଣଙ୍କ ସ୍ଵାମୀ ଓ ପରିବାରକୁ ଆଶ୍ରୀବାଦ କରିଥାନ୍ତି । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *