ବନ୍ଧୁଗଣ, ପିଆଜ ର ଫାଇଦା ସମ୍ବନ୍ଧରେ କିଏ ନ ଜାଣିଥାଏ ? ଏଥିପାଇଁ ସମସ୍ତ ଘରେ ପିଆଜର ସେବନ କରାଯାଇଥାଏ । ଏହା ଆମ୍ଭ ଶରୀର ନିମନ୍ତେ ବହୁତ ଲାଭଦାୟକ ହୋଇଥାଏ । ମାତ୍ର ଆପଣ କଣ ଜାଣିଛନ୍ତି ଯେ ପିଆଜ କୁ ରାତିରେ ନିଜ ମଉଜା ତଳେ ରଖିଲେ କେଉଁ ଫାଇଦା ମିଳିଥାଏ ? ଏବଂ କେଉଁ କେଉଁ ଅଙ୍ଗ କୁ ଏହାଦ୍ଵାରା ଫାଇଦା ମିଳିଥାଏ ? ଆସନ୍ତୁ ବର୍ତ୍ତମାନ ତାହା ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା ।
ପାଦତଳେ ଅଲଗା ଅଲଗା ପ୍ରକାରର ପ୍ରାଏ ୭ ହଜାର ତନ୍ତ୍ରିକା ରହିଥାଏ । ଏବଂ ଏହା ଶରୀରର ଅଲଗା ଅଲଗା ଅଙ୍ଗ ଦ୍ଵାରା ଜଡିତ ହୋଇ ରହିଥାଏ । ଆସନ୍ତୁ ଜାଣିବା ମଉଜା ରେ ପିଆଜ ରଖିଲେ କି ଲାଭ ମିଳିଥାଏ ? ଆମ ପାଦ ରେ ମଉଜା ମାଧ୍ୟମରେ ପିଆଜ ରଖିଲେ, ଯଦି ଆମ୍ଭର ୭ ହଜାର ତନ୍ତ୍ରିକା କମଜୋର ହୋଇଯାଇଥାଏ, ତେବେ ତାହା ପୁନ୍ନର୍ବାର ଆକ୍ଟିଭ ହୋଇଥାଏ ।
ସର୍ବ ପ୍ରଥମେ ଆପଣ ଗୋଟିଏ ପିଆଜ ନିଅନ୍ତୁ ଏହାପରେ ତାହାକୁ କାଟି ଛୋଟ ଛୋଟ ସ୍ଲାଇସ କରି ନିଅନ୍ତୁ । ଏହାପରେ ଏହାକୁ ନିଜ ପାଦ ତଳେ ରଖି ରାତିରେ ଶୋଇଜାଆନ୍ତୁ । ଏଭଳି କରିବା ଦ୍ଵାରା ଆପଣଙ୍କର ହାର୍ଟ ଜନିତ ରୋଗ ଦେଖାଯିବନାହିଁ । ଏଣୁ ହୃଦରୋଗ ଥିବା ବ୍ୟକ୍ତି ଙ୍କୁ ଏହାର ପ୍ରୟୋଗ କରି ନିଶ୍ଚିତ ଦେଖିବା ଉଚିତ । ଏହା ର-କ୍ତ କୁ ମଧ୍ୟ ପରିଷ୍କାର କରିଥାଏ ।
ଜେଭଳି କି ଆପଣ ମାନେ ଜାଣିଛନ୍ତି ଯେ ପିଆଜ ରେ ଫସଫରିକ ଏସିଡ ରହିଥାଏ, ଯାହା ରକ୍ତ କୁ ସଫା କରିବାର କାର୍ଯ୍ୟ କରିଥାଏ । ଯେତେବେଳେ ଆମ୍ଭେ ପିଆଜ ଖଣ୍ଡ କୁ ମଉଜା ମଧ୍ୟରେ ରଖି ଶୋଇଥାଉ, ତେବେ ଆମ୍ଭର ତ୍ୱୋଚା ପିଆଜ ରେ ଥିବା ଫସଫରିକ ଏସିଡ କୁ ଶୋଷୀନେଇଥାଏ । ଯାହାଦ୍ୱାରା ଆମ୍ଭ ଶରୀରର ର-କ୍ତ ର ସଫା ହୋଇଥାଏ । ଏହା ଥଣ୍ଡା କାଶ ରୁ ମଧ୍ୟ ରକ୍ଷା କରିଥାଏ । ଜ୍ଵର ହୋଇଥିଲେ ଏହା ଆପଣଙ୍କୁ ଆରାମ ଦେଇଥାଏ ।
ଜ୍ଵର ହେବାଦ୍ଵାରା ଆମ୍ଭେ ଅନେକ ପ୍ରକାରର ଔଷଧ ର ସେବନ କରିଥାଉ । ମାତ୍ର ଆଗକୁ ଯାଇ ଆପଣଙ୍କୁ ଅନେକ ପ୍ରକାରର ସାଇଡ ଇଫେକ୍ଟ ଦେଖିବାକୁ ମିଳିଥାଏ । ଜ୍ଵର ହେଲେ ମଉଜା ଭିତରେ ପିଆଜ ରଖି ଶୋଇଲେ ଆପଣଙ୍କୁ ଅନେକ ପ୍ରକାରର ଫାଇଦା ଦେଖିବାକୁ ମିଳେ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।