Health Tips- ରାତିରେ ଶୋଇବା ପୂର୍ବରୁ ଖାଇ ଦିଅନ୍ତୁ କେବଳ 1 ପାଖୁଡା ରସୁଣ, ତ’ ପରେ ଯାହା ହେବ ଆପଣ ସ୍ଵପ୍ନରେ ସୁଧା ଭାବି ନଥିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ରସୁଣ କୁ ଆମେ ଆମ ଖାଦ୍ୟ ରେ ସ୍ୱାଦ ଆଣିବା ପାଇଁ ବ୍ୟବହାର କରିଥାଉ । କିନ୍ତୁ କଣ ଆପଣ ଜାଣିଛନ୍ତି କି ରସୁଣ ର ଗୋଟିଏ ଦାନା ଆମ ଶରୀର ରେ ଥିବା ପ୍ରାୟତଃ ରୋଗ ରୁ ମୁକ୍ତି ପାଇଁ ପାରିବେ । ଏହା କେବଳ ଆମ ଖାଦ୍ୟ ର ସ୍ୱାଦ କୁ ନୁହେଁ ବରଂ ଆମ ଶରୀର ରେ ମଧ୍ୟ ବହୁତ ଫାଇଦା ଦେଇଥାଏ । ଯଦି ଆପଣ ରସୁଣ ର ଗୋଟିଏ ଦାନା ପ୍ରତିଦିନ ସେବନ କରୁଥିବେ ତେବେ ଏହା ଆପଣଙ୍କ ଶରୀର ପାଇଁ କୌଣସି ଅମୃତ ଠାରୁ ମଧ୍ୟ କମ ନୁହେଁ ।

ଆୟୁର୍ବେଦ ରେ କୁହାଯାଏ କି ରସୁଣ ସେବନ କଲେ ଆପଣ ସର୍ଵଦା ଯୁବକ ରହିପାରିବେ । ଏବଂ ତାହା ସହ ଅନେକ ପ୍ରକାର ରୋଗ ଯେପରି କି ଅର୍ସ,କବ୍ଜ ଆଦି ଅସୁବିଧା ଆଦି କୁ ମଧ୍ୟ ଦୂର କରି ଦେଇଥାଏ । ଭୋକ ବଢେଇବା, ମଧୁମେହ, ରକ୍ତ ଚାପ ଆଦି ରୋଗ ରେ ଏହାର ବ୍ୟବହାର ବହୁତ ଅଧିକ କରାଯାଇ ଥାଏ । ଯଦି ଆପଣ କିଛି ଖାଇବା କିମ୍ବା ପିଇବା ପୂର୍ବରୁ ଆପଣ ରସୁଣ ର ସେବନ କରନ୍ତି ତେବେ ଆପଣଙ୍କ ଶରୀର କୁ ପ୍ରବଳ ବଳ ମିଳିଥାଏ ।

ପ୍ରତିଦିନ ସକାଳେ ଖାଲି ପେଟ ରେ ଯଦି ଆମେ ଏକ ରସୁଣ ଦାନା ର ସେବନ କରିବା ତେବେ ଆମ ଶରୀର ଫୁର୍ତ୍ତି ରହିବ ଏବଂ ଆମ ଶରୀର ରେ ଥିବା ବି-ଷା-କ୍ତ ପଦାର୍ଥ ମଧ୍ୟ ନଷ୍ଟ ହୋଇଯିବ । ଏହାକୁ ସେବନ କଲେ ଆମ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଫୁସଫୁସ ରେ ଥିବା ସମସ୍ତ ରୋଗ କୁ ମଧ୍ୟ ଏହା କୁ ସେବନ କଲେ ତାହା ଦୂର ହୋଇଥାଏ । ରସୁଣ କୁ ଉଚିତ ମାତ୍ରା ରେ ଖାଇବା ଆବଶ୍ୟକ । ଅଧିକ ମାତ୍ରାରେ ଖାଇବା ଦ୍ଵାରା ଶରୀରରେ କ୍ଷତି ମଧ୍ୟ ହୋଇଥାଏ କାରଣ ଏହା ଏକ ଔଷଧି ଅଟେ । ତେବେ ଆସନ୍ତୁ ଜାଣିବା ରସୁଣ ସେବନ ଦ୍ୱାରା ଆମକୁ ଅନ୍ୟ କେଉଁ ସବୁ ଲାଭ ପ୍ରାପ୍ତ ହୋଇଥାଏ ।

୧. ରାତିରେ ଶୋଇବା ପୂର୍ବରୁ ଗୋଟିଏ ରସୁଣ ଖାଇବା ଦ୍ୱାରା ଆମ ଶରୀର ରେ ଥିବା ସମସ୍ତ ବି-ଷା-କ୍ତ ପଦାର୍ଥ ବାହାରି ଆସେ । ଏହା ଦ୍ୱାରା ଆମ ଶରୀର ସୁସ୍ଥ ରହିଥାଏ ।

୨.ଏହା ଉଚ୍ଚ ରକ୍ତ ଚାପ ରୁ ମଧ୍ୟ ରକ୍ଷା ଦେଇଥାଏ । ରସୁଣ ଖାଇବା ଦ୍ଵାରା ଆମ ରକ୍ତ ଚାପ ନିୟନ୍ତ୍ରଣ ରେ ରହିଥାଏ ଏବଂ ହୃଦୟ ସମ୍ବନ୍ଧୀୟ ଅସୁବିଧା ମଧ୍ୟ ଦୂର ହୋଇଥାଏ । ଏବଂ ଆମ ମୂତ୍ରାଶୟ ରେ ଥିବା ଅସୁବିଧା ମଧ୍ୟ ଦୂର ହୁଏ । ଏବଂ ଆମ ଶରୀର ରେ ରକ୍ତ ମଧ୍ୟ ଶୁଦ୍ଧ କରିଥାଏ ।

୩.ରସୁଣ ଖାଇବା ଦ୍ଵାରା ପେଟ ସମ୍ୱନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ଏବଂ ପାଚନ କ୍ରିୟା ମଧ୍ୟ ଭଲ ହୋଇଥାଏ । କିମ୍ବା ଗ୍ୟାସ ଓ କବ୍ଜ ଆଦି କୁ ମଧ୍ୟ ଦୂର କରିଥାଏ ।

୪.ଆସ୍ଥମା ପାଇଁ ମଧ୍ୟ ଏହା ଲାଭଦାୟକ । ଯଦି ଦାନ୍ତ ରେ ମଧ୍ୟ କିଛି ସମସ୍ୟା ଦେଖାଯାଏ ତେବେ ତାକୁ ମଧ୍ୟ ଦୂର କରିଥାଏ ।

୫. ଯଦି ଆପଣଙ୍କ ଦାନ୍ତ ମାଢି ରେ ସମସ୍ୟା ଦେଖାଯାଉଛି ତେବେ ତାହା ମଧ୍ୟ ଏହି ରସୁଣ ଦ୍ୱାରା ହିଁ ଭଲ ହୋଇଯିବ । ଯଦି ଆପଣଙ୍କୁ ଭୋକ ଲାଗୁନି ତେବେ ମଧ୍ୟ ଆପଣ ଏହି ରସୁଣ ର ସେବନ କରିପାରିବେ । ଏହା ଆପଣଙ୍କ ପାଇଁ ଲାଭଦାୟୀ ସାବ୍ୟସ୍ତ ହେବ ।

୬. ପ୍ରତିଦିନ ରସୁଣ ଖାଇବା ଦ୍ୱାରା ଆମର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ ଏବଂ ଅନ୍ୟ ରୋଗ ସହ ଲଢ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *