ରାତିରେ ରଖନ୍ତୁ ଏହି ଜାଗାରେ ୧ ଟଙ୍କିଆ କଏନ, ଯାହା ଆପଣଙ୍କ ଭାଗ୍ୟ ଖୋଲିଦେବ

ଆଜି ଆମେ ଏକ ଖାସ ଉପାୟ ବିଷୟରେ ଜାଣିବା, ଯାହାକୁ କରିବାଦ୍ୱାରା ଆପଣଙ୍କ ଭାଗ୍ୟ ଖୋଲିଯିବ । ଏହି ଦୁନିଆରେ ସବୁବଳେ ସ୍ୱାସ୍ଥ୍ୟ ଓ ଧନକୁ ହିଁ ସମସ୍ତେ ଗୁରୁତ୍ୱ ଦେଇଥାନ୍ତି । ଧନ ହିଁ ଆମର ମୂଲ୍ୟବାନ ସମ୍ପଦ ଅଟେ । ଧନ ନଥିଲେ ସବୁ ଜିନିଷ ତୁଚ୍ଛ ଭଳି ଲାଗିଥାଏ । ଯଦି ଆପଣଙ୍କ ପାଖରେ ଧନ ଅଛି ତେବେ ଆପଣଙ୍କ ପାଇଁ ଗୋଟିଏ ଗୋଟିଏ ନୂଆ ଦିନ ଆସିଥାଏ ।

ଏମିତି ଆନେକ ଶାସ୍ତ୍ରରେ ଧନ ବିଷୟରେ କୁହାଯାଇଛି । ଏହା ବ୍ୟତୀତ ଆମ ଧନ ଶାସ୍ତ୍ରରେ ଓ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଧନ ଉପାର୍ଜନ ବିଷୟରେ କୁହାଯାଇଛି ।ଯଦି ଆପଣଙ୍କ ଘରେ କାହାର ସବୁବଳେ ଦେହ ଖରାପ ହଉଛି ବା ଆପଣଙ୍କର ବହୁତ ଋଣ ଅଛି ତାହାଲେ ଆପଣ ଏହି ଉପାୟଟିକୁ କରିବା ଦ୍ୱାରା ଆପଣ ବହୁତ ଧନୀ ହୋଇଯିବେ ।

 

ତେବେ ଆସନ୍ତୁ ସେହି ଉପାୟ ବିଷୟରେ ଜାଣିବା । ଆପଣ ଗୋଟିଏ ଏକ ଟଙ୍କିଆ ମୁଦ୍ରା ନେଇ ଆପଣ ଆପଣଙ୍କ ଉପରେ ଉତାରି ଦିଅନ୍ତୁ । ଏହି ମୁଦ୍ରକୁ ଉତାରିବା ବେଳେ କହବଶୀତ କିଛି କଥା ହୁଅନ୍ତୁ ନାହିଁ ।

 

ଯଦି ଆପଣଙ୍କ ଘରେ କେହି ରୋଗରେ ପଡିଛି ତେବେ ଏହି ଟଙ୍କାକୁ ନେଇ ଆପଣ ତାହାର ତକିଆ ତଳେ ରଖିଦିଆନ୍ତୁ । ତା ପରଦିନ ସେହି ଟଙ୍କାକୁ ନେଇ ମଶାଣିରେ ଫୋପାଡ଼ି ଦିଅନ୍ତୁ । ଏହା କରିବାଦ୍ୱାର ଆପଣଙ୍କ ଘରର ସବୁ ନକାରାତ୍ମକ ଉର୍ଜା ସେହି ଏକ ଟଙ୍କିଆ ମୁଦ୍ରା ସହ ବାହାରକୁ ଚାଲିଯିବ ।

ଏହି ଉପାୟ କରିବା ସମୟରେ ଆପଣଙ୍କୁ ଯେମିତି କେହି ଦେଖି ନଦିଏ, ଏହା ଧ୍ୟାନ ଦେବାକୁ ପଡିବ । ଏହା କରିବାଦ୍ୱାରା ଆପଣଙ୍କ ସବୁ ଖରାପ ସମୟ ଟଳି ଯାଇଥାଏ ଓ ଆପଣଙ୍କ ଘର ଧନ ଧାନ୍ୟରେ ପୂରଣ ହୋଇଯାଇଥାଏ ।

 

ଆପଣଙ୍କ ଘରର ସବୁ ସମସ୍ୟାର ସମାଧାନ ହୋଇଯାଇଥାଏ । ଆପଣଙ୍କ ଘରେ ସବୁବଳେ ଲାଗିରହିଥିବା ସ୍ୱାସ୍ଥ୍ୟ ସମସ୍ୟା ଦୁର ହୋଇଯାଇଥାଏ । ଆପଣ ସବୁବଳେ ଖୁସି ଓ ସକାରାତ୍ମକ ଉର୍ଜାରେ ଭରିହିବେ । ଆପଣଙ୍କ ଘରେ ସଦା ସର୍ବଦା ମାତା ଲକ୍ଷ୍ମୀ ବାସ କରିଯିବେ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *