Jyotish Shastra- ରାତି ଓ ଦିନରେ ଜନ୍ମ ହୋଇଥିବା ଲୋକ କିପରି ହୋଇଥାନ୍ତି ? ସେମାନଙ୍କ ମଧ୍ୟରେ କଣ ଥାଏ ପାର୍ଥକ୍ଯ

ନମସ୍କାର ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାତି ରେ ଜନ୍ମ ନେଉଥିବା ଏବଂ ଦିନ ରେ ଜନ୍ମ ନେଉଥିବା ବ୍ୟକ୍ତି ଙ୍କ ଭିତରେ ବହୁତ ଅନ୍ତର ରହିଥାଏ । ରାତି ରେ ଜନ୍ମ ନେଇଥିବା ଲୋକ ଅଧିକ ଜୋଖିମ ଉଠାଇ ଥାଆନ୍ତି

ଏବଂ ଦିନରେ ଜନ୍ମ ନେଇଥିବା ବ୍ୟକ୍ତି ନିଜ କାମ ପ୍ରତି ବହୁତ ଅଧିକ ଧ୍ୟାନ ଦେଇଥାନ୍ତି । ତେବେ ଆସନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାଣିନେବା ଦିନରେ ଏବଂ ରାତିରେ ଜନ୍ମ ନେଇଥିବା ବ୍ୟକ୍ତି ମାନେ ସ୍ଵଭାଵ ରେ କିପରି ହୋଇଥାନ୍ତି । ତେବେ ଆସନ୍ତୁ ଜାଣିନେବା ।  ସର୍ଵ ପ୍ରଥମେ ଦିନରେ ଜନ୍ମ ନେଇଥିବା ବ୍ୟକ୍ତି ମାନଙ୍କ ବିଷୟରେ ଆଲୋଚନା କରିବା । ଯେଉଁ ମାନେ ଦିନରେ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ଟିକେ କମ ସାହସୀ ଥାଆନ୍ତି ।

ସେମାନେ ଜୋଖିମ ଭରା କାମ ଠାରୁ ବଞ୍ଚି କରି ରହିଥାନ୍ତି । ସ୍ୱାସ୍ଥ୍ୟ ର ମାମଲାରେ ଦିନରେ ଜନ୍ମ ନେଇଥିବା ବ୍ୟକ୍ତି ବହୁତ ଭାଗ୍ୟଶାଳୀ ରହିଥାନ୍ତି ।  ଦିନରେ ଜନ୍ମ ନେଇଥିବା ବ୍ୟକ୍ତି ବିଲକୁଲ କୌଣସି କାର୍ଯ୍ୟ ରେ ଆଳସ୍ୟ ଦେଖାଇ ନଥାନ୍ତି ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ବହୁତ ଭଲ ରହିଥାଏ । ଏମାନେ ନିଜର ସବୁ କାର୍ଯ୍ୟ କୁ ଭଲ ଭାବରେ ଏଵଂ ସଚ୍ଚୋଟ ର ସହିତ କରିଥାନ୍ତି ।

ଏହି ବ୍ୟକ୍ତି ମାନେ ଅଧିକ ଭାବୁକ ହୋଇଥାନ୍ତି ଏବଂ ଅନ୍ୟ ର ଅସୁବିଧା ଏବଂ ଦୁଃଖ କିମ୍ବା କଷ୍ଟ କୁ ମଧ୍ୟ ଦେଖି ପାରନ୍ତି ନାହିଁ ସର୍ଵଦା ସେମାନଙ୍କର ସାହାଯ୍ୟ ପାଇଁ ପ୍ରସ୍ତୁତ ହୋଇ ରହିଥାନ୍ତି । ଏହା ଛଡା ଏମାନେ ବହୁତ କମ ରାଗି ଥାଆନ୍ତି । କିନ୍ତୁ ସେମାନେ ଯଦି ରାଗି ଯାଆନ୍ତି ତେବେ ସେମାନେ ଶୀଘ୍ର ମାନି ମଧ୍ୟ ଯାଇଥାନ୍ତି ।

ତା ଛଡା ନିଜ ପରିବାର ଏବଂ ନିଜର ଆଖ ପାଖରେ ଥିବା ଲୋକ ମାନଙ୍କ ର ମନ କଥା ବୁଝନ୍ତି ଏବଂ ସେମାନଙ୍କୁ ଖୁସିରେ ରଖିବା ପାଇଁ ସର୍ଵଦା ଚେଷ୍ଟା ମଧ୍ୟ କରନ୍ତି । ନିଜ ଜୀବନ ସାଥୀ କୁ ବହୁତ ଭଲ ପାଇ ଥାଆନ୍ତି ଏବଂ ସର୍ଵଦା ସଚ୍ଚୋଟ ମଧ୍ୟ ରହିଥାନ୍ତି । ତେବେ ଏବେ ଆସନ୍ତୁ ଜାଣିନେବା ରାତି ରେ ଜନ୍ମ ହୋଇଥିବା ଲୋକ ମାନଙ୍କ ସ୍ଵଭାଵ ବିଷୟରେ ।

ଏହି ଲୋକ ମାନଙ୍କ କୁଣ୍ଡଳୀ ରେ ବୃହସ୍ପତି ଏବଂ ରାହୁ ମଜବୁତ ଥାଆନ୍ତି । ଯେଉଁ କାରଣ ଯୋଗୁଁ ସେମାନଙ୍କ ପାଖରେ ଧନ ର ଅଭାବ ମଧ୍ୟ ରୁହେ ନାହିଁ । ଏମାନଙ୍କ ସ୍ଵଭାବ ବହୁତ ଆଲୋଚ୍ୟ ହୋଇଥାଏ ତେଣୁ ସେମାନେ କାହାର ବି ଆଲୋଚନା କରିବା ପାଇଁ ପଛ ଘୁଞ୍ଚା ଦିଅନ୍ତି ନାହିଁ । ଏମାନେ ବହୁତ ଶୀଘ୍ର ନୂତନ ମିତ୍ର ବନାଇ ପାରିଥାନ୍ତି । ସେମାନଙ୍କ ସ୍ଵଭାଵ ବହୁତ ମିଶାଣିଆ ସେମାନେ ଶୀଘ୍ର ସମସ୍ତ ଙ୍କ ସହ ମିଶି ମଧ୍ୟ ଯାଆନ୍ତି । ଏମାନଙ୍କ ପାଖରେ ଆତ୍ମ ବିଶ୍ୱାସ ର କୌଣସି ଅଭାବ ନାହିଁ । ନିଜର କଥା କୁ ସେମାନେ ଦୃଢ଼ତା ଏବଂ ନିଡର ଭାବେ ସାର୍ବଜନୀକ ଭାବେ ରଖି ପାରନ୍ତି ।

ଏମାନେ ବହୁତ ସାହାସି ଥାଆନ୍ତି । କୌଣସି ଜୋଖିମ ନେବା ପାଇଁ ଡରନ୍ତି ନାହିଁ । ଏମାନେ ସମସ୍ୟା କୁ ମଧ୍ୟ ବହୁତ ଶୀଘ୍ର ଜାଣି ଦେଇଥାନ୍ତି ଏବଂ ତାର ସମାଧାନ ମଧ୍ୟ ଭାବି ଦେଇଥାନ୍ତି । ଏମାନେ ନିଜର ସବୁ କାର୍ଯ୍ୟ କୁ ମଧ୍ୟ ଭଲ ଭାବରେ କରନ୍ତି ଏବଂ ନିଜର ଜୀଵନ ସାଥି କୁ ମଧ୍ୟ ବହୁତ ଭଲ ପାଆନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *