Jyotish Shastra- ରଜ ସଙ୍କ୍ରାନ୍ତି ପରେ ପୁରା 1 ମାସ ପର୍ଯ୍ୟନ୍ତ ଏହି 6 ଟି ରାଶିରେ ଅମାପ ଧନଲାଭ, 4 ଟି ରାଶି ରୁହନ୍ତୁ ସାବଧାନ !

ଜୁନ ମାସରେ ରଜ ପର୍ବ ଆସୁଛି ତେବେ ମିଥୁନ ସଂକ୍ରାନ୍ତି ପରେ ଦେଖିବା ପାଇଁ ଗଲେ ସୂର୍ଯ୍ୟ ତାଙ୍କ ରାଶି ପରିବର୍ତ୍ତନ କରି ନେଇଛନ୍ତି । ତେଣୁ ୧୫ ଜୁନ ପର ଠାରୁ କିଛି ରାଶୀମାନେ ଖୁବ ଭାଗ୍ୟ ଶାଳି ହେବା ପାଇଁ ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ରାଶି ମାନଙ୍କ ପାଇଁ କିଭଳି ରହିବ ଏହା ।

ମେଷ ରାଶି – ଏହି ରାଶିର ଲୋକମାନେ ଖୁବ ଆର୍ଥିକ ସହଯୋଗ ପାଇବେ । ଆପଣ ଚାକିରି ମଧ୍ୟ ପାଇବେ । ବନ୍ଧୁ ମାନଙ୍କ ସାହାଜ୍ଯ ମିଳିବା ପାଇଁ ଯାଉଛି ଆପଣଙ୍କୁ । ଏହି ସମୟରେ ଆପଣଙ୍କ ସ୍ୱାସ୍ଥ୍ୟ ଖୁବ ସୁସ୍ଥ ରହି ପାରେ । ଆପଣଙ୍କ ପରିବାରେ କିଛି ଅସାନ୍ତି ରହିବ । ଆପଣ କିଛି ଦୁର୍ଘଟଣା ର ଶିକାର ହହୋଇ ପାରନ୍ତି ।

ବୃଷ ରାଶି – ଆପଣଙ୍କ ବ୍ୟାପାର ଖୁବ ଭଲ ରହିବ ଚାକିରି ମଧ୍ୟ ଖୁବ ଭଲ ରହିବ । ଆପଣଙ୍କ ଜୀବନରେ କେହହୀ ଆସି ପାରନ୍ତି ମାତ୍ର ଆପଣଙ୍କ ଦେହ ଖରାପ ହୋଇ ପାରେ ।

ମିଥୁନ ରାଶି – ଆପଣଙ୍କ ପାଇଁ ଏହି ସମୟ ମାଧ୍ୟମ ଫଳ ଦେବ । ଆପଣ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଆପଣଙ୍କ ପାଇଁ କିଛି ସମସ୍ଯା ଆସିପାରେ ମାତ୍ର ଏହାକୁ ଆପନ୍ନ ନିଜ ଚାଲାଖି ଦ୍ଵାରା ପାର କରିଯିବେ ।

କର୍କଟ ରାଶି – ଆପଣଙ୍କ ପାଇଁ ଏହି ସମୟ ମଧ୍ୟମ ଫଳ ଦେବ ମହିଳା ମାନଙ୍କ ପାଇଁ ଏହା ଭଲ ସମୟ ଅଟେ । ଛାତ୍ର ଛାତ୍ରୀ ମାନେ ଖୁବ ସଫଳ ହେବେ । ଆପଣ ନିଶ୍ଚିତ ଭାବେ  ବ୍ୟବଶାୟରେ  କିଛି ଘାଟା ପାଇବେ । ଆପଣ ପରିବାର କୁ ନେଇ  ସଚେତନ ରୁହନ୍ତୁ ଅସାନ୍ତି ହେବାର ଯୋଗ ମଧ୍ୟ ଅଛି ।

ସିଂହ ରାଶି – ଆପଣଙ୍କ ସମ୍ମାନ ବୃଦ୍ଧି ପାଇବେ । ଆପଣ କିଛି ନା କିଛି ଭଲ କାମ କରିବେ । ବ୍ୟାପାରରେ ଆପଣଙ୍କ ଲାଭ ହେବା ପାଇଁ ଯାଉଛି । ଆପଣ କିଛି ନା କିଛି କାମକୁ ନେଇ ଚିନ୍ତାରେ ରହିବେ । ମହିଳା ମାନେ ଖୁବ କଷ୍ଟ କରିବେ ଏହି ସମୟରେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହା ଖୁବ ଭଲ ସମୟ ଅଟେ  ।

କନ୍ୟା ରାଶି – ଆର୍ଥିକ ସ୍ଥିତି ସ୍ଵଚଳ ହେବ । ମହିଳା ମାନେ ଖୁବ ଖୁସିରେ ରହିବେ । ଆପଣଙ୍କ ସବୁ ସମସ୍ଯା ଦୂର ହୋଇ ଜୀବ । ବିଦ୍ୟାର୍ଥୀ ମାନେ ଖୁବ ଭଲ ପାଠ ପଢିବେ ।  ଆପଣଙ୍କ ପରିବାରରେ ଖୁଶିର ପରିବେଶ ରହିବ ।

ତୁଳା ରାଶି – ବ୍ୟବଶାୟରେ ଲାଭ ହେବ । ଆପଣ ସନ୍ତାନ ସୁଖ ପାଇବେ । ବିବାହ ହୋଇ ପାରେ କିଛି ବନ୍ଧୁ ମାନଙ୍କ ପାଇଁ ଆପଣ ନିଜ କାମ ହୋଇଯିବ । ଆପଣ ଏହି ସମୟରେ ନିଜ ଗାଡି ନ ଚଲେଇବା ଭଲ ଆପଣଙ୍କ ପାଇଁ ।

ବିଛା ରାଶି – ଆପଣ ପଇସା ପାଇବା ପାଇଁ ଯାଉଛନ୍ତି । ଆପଣ କିଛି ଦିନ ପାଇଁ ବାହାରକୁ ଯାଇ ପାରିବେ । ମହିଳା ମାନଙ୍କ ପାଇଁ ସମୟ ଖୁବ ଭଲରେ ଜୀବ । ଆପଣ ଏହୀ ସମୟରେ ନିଜର  ସମ୍ପତି ବଢାଇ ପାରିବେ । ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ପାଇଁ ସୁଯୋଗ ପାଇବେ ।

ଧନୁ ରାଶି – ଉପର କର୍ମଚାରି ମାନଙ୍କ ପାଖରୁ ଆପଣ କିଛି ଭଲ ସାହାଜ୍ଯ ପାଇବେ । ଆପଣଙ୍କ ପ୍ରମୋଶନ ହୋଇ ପାରେ । ମହିଳା ମାନଙ୍କ ପାଇଁ ମାଧ୍ୟମ ଧରଣର ଫାଇଦା ମିଳିବ । ମାନଶୀକ ଦୁଶ୍ଚିନ୍ତା ବଢି ଜୀବ । ପାରିବାରିକ ଅସାନ୍ତି ରହି ପାରେ । ବ୍ୟବଶାୟରେ ଲାଭ କ୍ଷତି ସମ୍ମାନ ରହିବ ।

ମକର ରାଶି – ବ୍ୟବଶାୟରେ ଖୁବ ଭଲ ପରିଣାମ ପାଇବେ । ଆର୍ଥିକ ସ୍ଥିତି ଭଲ ରହିବ । ଆପଣ କିଛି କହିବା ଆଗରୁ ଚିନ୍ତା କରି କୁହନ୍ତୁ । ମହିଳା ମାନଙ୍କ ପାଇଁ କିଛି ଭଲ ଓ କିଛି ଖରାପ ଖବର ମିଳି ପାରେ । ଆପଣ କିଛି କଥାକୁ ନେଇ ଚିନ୍ତାରେ ରହି ପାରନ୍ତି । ଆପଣଙ୍କ ସମାନ ବୃଦ୍ଧି ହେବାରେ ଲାଗିବ ।

କୁମ୍ଭ ରାଶି – ବିଦ୍ୟାର୍ଥୀ ମାନେ ଖୁବ ଲାଭ ବାନ ହେବେ । ଆପଣ କିଛି ଜରୁରୀ କାମରେ ଆପଣ ବାହାରକୁ ଯାଇ ପାରନ୍ତି । ଏହି ସମୟ ମହିଳା ମାନଙ୍କ ପାଇଁ ଖୁବ ଭଲ ଅଟେ । ଆପଣଙ୍କ ସ୍ୱାସ୍ଥ୍ୟ ଟିକେ ଭଲ ରହିବ ।

ମୀନ ରାଶି – ବ୍ୟବଶାୟରେ ଲାଭ ହେବ । ଆପଣ ଏହା ପରେ ଶୁଭ ଫଳ ପାଇବେ । ଆପଣଙ୍କ ପରିବାରରେ ସବୁ ଭଲ ରହିବ । ଚାକିରି କରୁଥିବା ଲୋକମାନେ ପ୍ରମୋଶନ ପାଇ ପାରନ୍ତି । ମହିଳା ମାନେ ଖୁବ ଆନନ୍ଦରେ ରହିବେ । ବିଦ୍ୟାର୍ଥୀ ମାନେ  ଖୁବ ଭଲ ପରିଣାମ ପାଇବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *