Vastu Tips- ପର୍ସରେ କାହାକୁ କିଛି ନକହି ରାଖୀ ଦିଅନ୍ତୁ ଏହି ଜିନିଷ, ବଢିଥାଏ ଧନ ସମ୍ପତି

ବନ୍ଧୁଗଣ ସାଧାରଣତଃ ପର୍ସ ରଖିବାକୁ ସମସ୍ତେ ଭଲ ପାଇଥାନ୍ତି । ଯଦି କେହି ପର୍ସ ଗିଫ୍ଟ ଦିଅନ୍ତି ତେବେ ଏହା ଶୁଭ ହୋଇଥାଏ । ଯେଉଁ ପର୍ସ ଆପଣ ବ୍ୟବହାର କରୁଛନ୍ତି ତାହାକୁ ପ୍ରତି ବର୍ଷରେ ବଦଳାଇ ଦିଅନ୍ତୁ । କେହି କେହି ଭାବନ୍ତି ଯେ ଏହି ପର୍ସଟି ହେଉଛି ମୋ ପାଇଁ ଲକି ତେଣୁ ପର୍ସ ବଦଳାଇବ ନାହି । ଏହା ଭାବିବା ଭୁଲ । ପର୍ସ ପୁରୁଣା ହେବା ମାତ୍ରେ ବଢାଇବା ଉଚିତ । କାରଣ ଟଙ୍କାକୁ ଆମେ ଲକ୍ଷ୍ମୀ ବୋଲି ମାନିଥାଉ ।

ଲକ୍ଷ୍ମୀ କେବେ ହେଲେ ଅପରିଷ୍କାର ଜାଗାରେ ରହିବାକୁ ପସନ୍ଦ କରନ୍ତି ନାହି । ଆଜି ଆମେ ଆପଣଙ୍କୁ କହିବୁ ପର୍ସରେ କେଉଁ ଜିନିଷ ରଖିଲେ ଧନର ବୃଦ୍ଧି ହୋଇଥାଏ । ପର୍ସ ରେ ଥିବା କିଛି ପଇସା ମଧ୍ୟରୁ ଘରର ନାରୀ ଙ୍କୁ ଦେବା ସହ କିଛି ପଇସା ଠାକୁରଙ୍କ ଘରେ ରଖି ଦିଅନ୍ତୁ ।

ଏହା ଦ୍ଵାରା ଧନର ବୃଦ୍ଧି ହୁଏ । ନୋଟ ସବୁବେଳେ ପର୍ସ ରେ ଅଲଗା ରଖନ୍ତୁ । ପର୍ସରେ କେବେ ବି ପଇସା ମୋଡି କି ରଖନ୍ତୁ ନାହି । ଘରର କୌଣସି ସଦସ୍ୟ ବା ଅନ୍ୟ କାହାର ଫୋଟୋ ପର୍ସ ରେ ରଖନ୍ତୁ ନାହି । ଭିଜିଟିଙ୍ଗ କାର୍ଡ କେବେ ବି ପର୍ସ ରେ ରଖନ୍ତୁ ନାହି । ଏହା ଦ୍ଵାରା ନେଗେଟିଭ ଊର୍ଜା ବଢାଇଥାଏ । କୌଣସି ବି ବିଲ ରଖନ୍ତୁ ନାହି ।

ଏହା ଦ୍ଵାରା ଅଯଥା ଖର୍ଚ୍ଚ ବୃଦ୍ଧି ପାଇଥାଏ । କାରଣ ମା ଲକ୍ଷ୍ମୀ ସବୁବେଳେ ପରିଷ୍କାର ଜାଗାରେ ରହିବାକୁ ପସନ୍ଦ କରନ୍ତି । କର୍ମରୁ ଫେରିବା ପରେ ଆପଣଙ୍କ ସ୍ତ୍ରୀ, ମା କୌଣସି ମହିଳାଙ୍କୁ ପର୍ସକୁ ଦିଅନ୍ତୁ । ପର୍ସକୁ ସ୍ଵତନ୍ତ୍ର ସ୍ଥାନରେ ରଖି ଦିଅନ୍ତୁ । ରୂପା କଏନ କୁ ନେଇ ମା ଲକ୍ଷ୍ମୀ ଙ୍କ ପାଖରେ ପୂଜା କରି ନିଜ ପର୍ସ ରେ ରଖନ୍ତୁ ।

ଦେଖିବେ ଆପଣଙ୍କର ଉନ୍ନତି ବହୁ ମାତ୍ରାରେ ହେବ । କଉଡି ବା ଶଙ୍ଖ ନାଭି ପଥର କିମ୍ବା ଗୋମତୀ ଚକ୍ର କୁ ନେଇ ମା ଲକ୍ଷ୍ମୀ ଙ୍କ ପାଖରେ ପୂଜା କରନ୍ତୁ । ଏହାକୁ ପର୍ସ ରେ ରଖିଲେ ଧନର ବୃଦ୍ଧି ହୋଇଥାଏ । କିଛି ଅରୁଆ ଚାଉଳ କୁ ନାଲି ବା ହଳଦିଆ ରଙ୍ଗର କପଡା ରେ ବାନ୍ଧି ପର୍ସ ରେ ରଖିଲେ ନିଶ୍ଚୟ ଧନର ବୃଦ୍ଧି ହେବ ।

ଓସ୍ତ ପତ୍ର ନେଇ ଗଙ୍ଗା ପାଣିରେ ଧୋଇ ଦିଅନ୍ତୁ । ସେଥିରେ କୁଙ୍କୁମ ରେ ଶ୍ରୀ ଲେଖି ଦିଅନ୍ତୁ । ସେହି ପତ୍ର କୁ ମା ଲକ୍ଷ୍ମୀ ଙ୍କୁ ଆରାଧନା କରି ପର୍ସ ରେ ରଖନ୍ତୁ । ସେବେ ଯାଏଁ ପତ୍ର କୁ ପର ରେ ରଖନ୍ତୁ ଯେବେ ଯାଏଁ ପତ୍ର ସୁଖୀ ନ ଯାଇଛି । ପତ୍ର ସୁଖିବା ପରେ ଆଉ ଏକ ପତ୍ର ଆଣି ପର୍ସ ରେ ରଖନ୍ତୁ । ମା ଲକ୍ଷ୍ମୀ ଙ୍କ ଫୋଟୋ କେବେ ବି ପର୍ସ ରେ ରଖନ୍ତୁ ନାହି । ଏହା ସହ କାଗଜପତ୍ର ବି ପର୍ସ ରେ ରଖନ୍ତୁ ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *