ପୁଅ ଠାରୁ କଣ ପାଇବାପାଇଁ ଝିଅ ପଡିଥାଏ ପ୍ରେମରେ, ନିଶ୍ଚୟ ଜାଣନ୍ତୁ

ବନ୍ଧୁଗଣ ଜଣେ ଝିଅ ଯେତେ ବେଳେ କୈଣସି ପୁଅର ପ୍ରେମ ରେ ପଡି ଯାଏ ତେବେ ସେ ସେହି ସମୟରେ ପୁଅ ଠାରୁ କଣ ପାଇବା ପାଇଁ ବ୍ୟାକୁଳ ହୁଏ । ଏବଂ ସେହି ଜିନିଷ ତାଙ୍କୁ ମିଳି ଗଲେ ତାର ଲଭ ଲାଇଫ ଖୁସୀ ରେ ଭରି ଯାଏ । ତାର ଭଲ ପାଇବା ସଂମ୍ପର୍ଣ୍ଣ ହୋଇ ଯାଏ ଆମେ ଆଜି ଆପଣ ମାନଙ୍କୁ ସାଇକୋଲଜି ର କିଛି ପୟେଣ୍ଟ ବିଷୟ ରେ କହିବୁ ଜାହାକୁ ଝିଅ ମାନେ ପୁଅ ମାନଙ୍କ ପ୍ରେମ ରେ ପଡିଲେ ହିଁ ଏମିତି ଭାବନ୍ତି । ତେବେ ଆସନ୍ତୁ ଜାଣି ନେବା ।

ପ୍ରଥମେ ହେଲା ସ୍ପେସିଆଲ ମୁମେଣ୍ଟ ମନେ ରଖିବା । ସେ ଯଦି କାହା ପ୍ରେମ ରେ ପଡିଛି ତେବେ ତା ପାଇଁ ଛୋଟ ଛୋଟ କଥା ବି ବହୁତ ଖାସ୍ ହୋଇ ଥାଏ । ଯେମିତି କି ପ୍ରଥମ ଦିନ କେମିତି ଦେଖା ହୋଇ ଥିଲା ଏବଂ ସେହି ଦିନ କଣ ସବୁ ଘଟଣା ଘଟି ଥିଲା । ଏବଂ ପ୍ରଥମ ଚୁମ୍ବନ ଦେବା ବେଳେ ଝିଅ ର ପ୍ରତିକ୍ରିୟା କଣ ଥିଲା । ଝିଅ ର ପ୍ରଥମ ଡେଟ୍ କେବେ ଥିଲା ।

ଏବଂ ତାର ଜନ୍ମ ଦିନ କେବେ ଅଟେ ଏହି ସବୁ ସ୍ପେସିଆଲ ମୁମେଣ୍ଟ ଆପଣ ମାନଙ୍କୁ ମନେ ରଖିବା ପାଇଁ ପଡିବ । ଜାହା ଫଳ ରେ ଆପଣ ମାନେ ଝିଅ ର ହୃଦୟ ରେ ଗୋଟିଏ ଖାସ୍ ଜାଗା ବନେଇ ପାରିବେ ।ସେହି ପରି ଦୁଇ ରେ ଇମୋସ୍ନାଲ ସପୋର୍ଟ ମାନେ କୈଣସି କାରଣ ରୁ ଝିଅ ଦୁଖୀଃ ହେଲା ତେବେ ସେ ସବୁ ବେଳେ ଚାହିଁ ଥାଏ କି ତାର ବୟେଫ୍ରେଣ୍ଡ ତାକୁ ଇମୋସ୍ନାଲ ସପୋର୍ଟ କରୁ ।

ତା ସୁଖ ଦୁଖଃ ରେ ସବୁ ବେଳେ ସାହାରା ହେଉ । ଏବଂ ତାର କେୟାର କରୁ । ତିନି ନମ୍ବର ରେ ରହିଛି ମିଛ ନ କହିବା ଝିଅ ମାନେ ସବୁ ବେଳେ ଏହି କଥା ଚାହାଁନ୍ତି କି ତାଙ୍କ ବୟେଫ୍ରେଣ୍ଡ କେବେ ବି ତାଙ୍କୁ କୈଣସି ବି ମୁହୂର୍ତ ରେ ମିଛ ନ କହୁ ତା ଆଗରେ ସେ ସବୁ କଥା ସତ୍ୟତା ରୂପେ ପରିପ୍ରକାଶ କରୁ ।

ସେହି ପରି ବିଶ୍ୱାସ କରିବା ବି ବହୁତ ବଡ ପୟେଣ୍ଟ ହୋଇ ଥାଏ କୈଣଣସି ବି ସଂମ୍ପର୍କ କୁ ନିଭେଇବା ପାଇଁ । ତେବେ ଝିଅ ଏହି ବିଶ୍ୱାସ ସବୁ ବେଳେ ଯେମିତି ଆପଣ ଙ୍କ ଉପରେ ରଖୁ କି ଆପଣ ଯେମିତି କେବେ ବି ତାଙ୍କୁ ଧୋକା ଦେବେ ନାହିଁ ।

ସେହି ପରି ଝିଅ ମାନେ ଏହି କଥା କୁ ସବୁ ବେଳେ ଭାବନ୍ତି କି ବୟଫ୍ରେଣ୍ଡ ସହିତ ରୋମାନନ୍ସ ଟିକିଏ କମ୍ ହୋଇ ଗଲେ ଚଳିବ ହେଲେ ସେନ୍ସ ଅଫ ହ୍ୟୁମର ନ ରହିଲେ ଅସୁବିଧା ଝିଅ ମାନେ ସବୁ ବେଳେ ହସି ମଜାକ କରୁ ଥିବା ପୁଅ ଙ୍କୁ ପସନ୍ଦ ସେହିଥି ପାଇଁ କରି ଥାନ୍ତି ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *