ପୁଅ କିପରି ହେବ ଓ ଝିଅ କିପରି ହେବ ? ଜାଣି ରଖନ୍ତୁ ଏହି Tips

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ଦମ୍ପତିଙ୍କର ସନ୍ତାନଟି ନିହାତି ଦରକାର ହୋଇଥାଏ । ତେବେ ତାହା ପୁଅ ହେଉ କିମ୍ବା ଝିଅ ହେଉ । କାରଣ ସନ୍ତାନ ହିଁ ଘର ପାଇଁ ଅନେକ କିଛି ଖୁସି ନେଇକି ଆସିଥାଏ । ତେବେ ଯେଉଁ ମାନେ ନିର୍ଦ୍ଧିଷ୍ଟ ଭାବରେ ପୁଅ କିମ୍ବା ଝିଅ ସନ୍ତାନ ପାଇବାକୁ ଇଛୁକ ରହିଥାନ୍ତି । ସେହି ଦମ୍ପତି ଯଦି କିଛି ବିଶେଷ ଦିବସ ମାନଙ୍କରେ ସମ୍ବଦ୍ଧ ବନାନ୍ତି । ତେବେ ତାଙ୍କର ମନସ୍ଥ ପୁଅ କିମ୍ବା ଝିଅ ସନ୍ତାନଟି ଜାତ ହୋଇଥାଏ ।

ତେବେ ମହିଳା ମାନଙ୍କ ଠାରେ ପ୍ରତ୍ଯେକ ମାସରେ ମାସିକ ଋତୁସ୍ରାବ ବା ପିରିଅଡ ହୋଇଥାଏ । ତେବେ ସେହି ପ୍ରକ୍ରିୟା ପ୍ରଥମ ଦିନରୁ ଆରମ୍ଭ ହୋଇ ୭ ଦିନ ପର୍ଯ୍ୟନ୍ତ ଚାଲୁ ରହିଥାଏ । ତେବେ ସେହି ଦିନ ମାନଙ୍କର ମଧ୍ୟ କିଛି ବିଶେଷତ୍ଵ ରହିଥାଏ । ତେବେ ଶାସ୍ତ୍ରରେ ମଧ୍ୟ ପୁଅ କିମ୍ବା ହେବା ଝିଅ ପାଇଁ ମନସ୍ଥ କରିଥିବା ଦମ୍ପତି ମାନଙ୍କ ପାଇଁ ସମ୍ବଦ୍ଧ ବନାଇବାର ଦିବସ ମାନଙ୍କ ବିଷୟରେ ସବିଶେଷ ଉଲ୍ଲିଖିତ ହୋଇ ରହିଛି ।

ତେବେ ଋତୁସ୍ରାବ ହେବାର ୭ ଦିନ ମଧ୍ୟରେ କିଛି ଯୁଗ୍ମ ବାର ଓ କିଛି ଅଯୁଗ୍ମ ବାର ପଡିଥାଏ । ତେବେ ଯୁଗ୍ମ ଦିନ ଯେପରି ୨, ୪ ଓ ୬ ଏପରି ଯେଉଁ ସଂଖ୍ୟା ୨ ଦ୍ଵାରା ବିଭାଜ୍ୟ ହୋଇପାରୁଥିବେ । ତାହାକୁ ଯୁଗ୍ମ ସଂଖ୍ୟା କୁହାଯାଇଥାଏ । ଅଯୁଗ୍ମ କହିଲେ ଯେଉଁ ଯେଉଁ ସଂଖ୍ୟା ଗୁଡିକ ଯେପରି ୧, ୩, ୫ ଓ ୭ ଏହି ସବୁ ସଂଖ୍ୟାକୁ ଅଯୁଗ୍ମ ବୋଲି କୁହାଯାଇଥାଏ ।

ତେବେ ଯଦି ମହିଳାର ପିରିଅଡ ଚାଲୁଥିବା ସମୟରେ ଯେଉଁ ସବୁ ଯୁଗ୍ମସଂଖ୍ୟା ପଡିଥାଏ । ସେହି ଦିନ ମାନଙ୍କରେ ଯଦି ସ୍ଵାମୀ ଓ ସ୍ତ୍ରୀ ଶାରୀରିକ ସମ୍ବଦ୍ଧ ବନାଇଥାନ୍ତି । ତେବେ ସେହି ଦମ୍ପତି ମାନଙ୍କର ପୁତ୍ର ସନ୍ତାନ ଜାତ ହୋଇଥାଏ । ମହିଳାର ଋତୁସ୍ରାବ ଚାଲୁଥିବା ସମୟରେ ଯଦି ଅଯୁଗ୍ମ ଦିନ ମାନଙ୍କରେ ସ୍ଵାମୀ ଓ ସ୍ତ୍ରୀ ଶାରୀରିକ ସମ୍ପର୍କ ବନାଇଥାନ୍ତି ।

ତେବେ ସେପରି କ୍ଷେତ୍ରରେ କନ୍ୟା ସନ୍ତାନ ଜାତ ହୋଇଥାଏ । ତେବେ ଯଡି କୌଣସି ଦମ୍ପତି ନିର୍ଦ୍ଧିଷ୍ଟ ଭାବରେ ପୁଅ କିମ୍ବା ଝିଅ ସନ୍ତାନ ପାଇଁ ମନସ୍ଥ କରି ତେବେ ତାଙ୍କର ମନବାଞ୍ଛା ପୂରଣ କରନ୍ତୁ । ପିରିଅଡର ଯୁଗ୍ମ ଦିନରେ ପୁତ୍ର ଓ ଅଯୁଗ୍ମ ଦିନ ଗୁଡିକରେ  ସମ୍ପର୍କ ତେବେ ଝିଅ ଜନ୍ମ ହୋଇଥାଏ ।

ତେବେ ମହିଳାର ପିରିଅଡ ହେବାର ସମୟ ଠାରୁ ୨୪ ଘଣ୍ଟା ସମୟ ପୁରା ହୋଇଗଲେ ତାହାକୁ ୧ ଦିନ ସଂପୂର୍ଣ୍ଣ ହୋଇଗଲା ବୋଲି କୁହାଯାଇଥାଏ । ତେବେ ସେହିପରି ହିସାବରେ ପୁତ୍ର କିମ୍ବା ଝିଅ ସନ୍ତାନ ପ୍ରାପ୍ତି ପାଇଁ ଦମ୍ପତି ସମ୍ବଦ୍ଧ କରିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *