Health Tips- ପରିସ୍ରା କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ଭୟଙ୍କର ହୋଇପାରେ ପରିଣାମ…

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମନଙ୍କୁ ଏକ ବହୁତ ମହତ୍ଵ ପୂର୍ଣ୍ଣ ବିଷୟ ସମ୍ବନ୍ଧରେ କହିବାକୁ ଯାଉଅଛୁ । ପରିସ୍ରା କରିବା ସମୟରେ କରନ୍ତୁ ନାହିଁ ଏହିଭଳି ଭୁଲ ନଚେତ ଆପଣଙ୍କୁ ପଛରେ ପଶ୍ଚାତାପ କରିବାକୁ ପଡିବ । ପରିସ୍ରା ଏବଂ ନିତ୍ୟକର୍ମ ଆମ୍ଭର ଦିନଚର୍ଚା ର ଏକ ଅଭିନ୍ନ ଅଙ୍ଗ ଅଟେ । ଆମ୍ଭେ ମାନେ ସକାଳୁ ଉଠିଲେ ସର୍ବ ପ୍ରଥମେ ନିତ୍ୟ କ୍ରିୟା ରୁ ନିବୃତ ହୋଇଯିବା ଉଚିତ । ମାତ୍ର ଆଜିକାଲି ର ବ୍ୟସ୍ତ ଜୀବନଶୈଳୀ ରେ ବହୁତ ଲୋକେ ଏହା ଉପରେ ଅଧିକ ଧ୍ୟାନ ଦେଉ ନାହାଁନ୍ତି । ବହୁତ ଲୋକଙ୍କୁ ଏହାର ଦୁଃପ୍ରଭାବ ଉପରେ ଅନୁମାନ ନାହିଁ ।

ଯଦି ଆମ୍ଭେ ସକାଳୁ ଉଇଥିବା ଦ୍ଵାରା ଆମ୍ଭ ଶରୀରରୁ ଦୂଷିତ ପଦାର୍ଥ କୁ ଆମ୍ଭ ଶରୀରରୁ ବାହାର କରିଦେବା ତ ଏହା ଆମ୍ଭ ଶରୀର ପାଇଁ ବହୁତ ଶୁଭ ହୋଇଥାଏ । ଏହି ବିଷାକ୍ତ ପଦାର୍ଥ ଆମ୍ଭ ଶରୀର ରେ ବହୁତ କ୍ଷତି ପହଞ୍ଚାଇ ଥାଏ । ପରିସ୍ରା ରୋକିବା ଆମ୍ଭ ମାନଙ୍କ ମଧ୍ୟରୁ ଅନେକ ଲୋକଙ୍କ ଅଭ୍ୟାସ ଭାବରେ ପରିଣତ ହୋଇ ଗଲାଣି । ଏଭଳି କରିବା ଦ୍ଵାରା ଏହା ଆମ୍ଭ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ।

ଏହି ପ୍ରଭାବ ସମ୍ବନ୍ଧରେ ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ପରିସ୍ରା କୁ ଅନେକ ସମୟ ପର୍ଯ୍ୟନ୍ତ ଅଟକାଇବା ଦ୍ଵାରା ଆପଣଙ୍କ ବ୍ଳାଡର ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ଏହିଭଳି ବାରମ୍ବାର କରିବା ଦ୍ଵାରା ଆପଣଙ୍କର କିଡ୍ନି ମଧ୍ୟ ବହୁତ ଖରାପ ହୋଇଥାଏ । ତେବେ ଆପଣ ଏହି କଥା କୁ ସର୍ବଦା ଧ୍ୟାନ ରଖନ୍ତୁ ।

ଦ୍ଵିତୀୟ ରେ ରହିଛି ଯଦି ଆପଣ କମ ପାଣି ସେବନ କରୁଛନ୍ତି, ତେବେ ଏହା ମଧ୍ୟ ଆପଣଙ୍କ ଶରୀରରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଯେତେବେଳେ ଆପଣ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତି, ତେବେ ଆପଣଙ୍କ ଶରୀରରେ ଥିବା ଅବଶିଷ୍ଟ ପଦାର୍ଥ ବାହାରକୁ ବାହାରିଯାଇଥାଏ କିନ୍ତୁ ଯଦି ଆପଣ କମ ପାଣି ସେବନ କରୁଛନ୍ତି ତେବେ ଆପଣଙ୍କ ପରିସ୍ରା ରଙ୍ଗ ହଳଦୀଆ ହୋଇଥାଏ । ଏବଂ ଯଦି ଏହିଭଳି ହେଉଅଛି ତେବେ ଆପଣ ବହୁତ ଅଧିକ ପାଣି ସେବନ କରନ୍ତୁ ।

ଯଦି ଆପଣ ଚିପା ପୋଷାକ ପିନ୍ଧି ପରିସ୍ରା କୁ ଅଧିକ ସମୟ ପର୍ଯ୍ୟନ୍ତ ରୋକୀ ରଖୁଛନ୍ତି ତେବେ ଏହାଦ୍ଵାରା ଆପଣଙ୍କ ବ୍ଳାଡର କ୍ଷତିଗ୍ରସ୍ତ ହୋଇଥାଏ । ଏହାଦ୍ଵାରା ଆପଣଙ୍କ ବ୍ଲାଡର କୁ ସଂପ୍ରସାରଣ ହେବା ନିମନ୍ତେ ପ୍ରଜ୍ୟାପ୍ତ ଜାଗା ମିଳିନଥାଏ । ଦିନରେ ଆମ୍ଭକୁ ଅତି କମ ରେ ୧୦ ରୁ ୧୨ ଗ୍ଳାସ ପାଣି ସେବନ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *