ପ୍ରେଗନେନ୍ସି ସମୟରେ ଶାରୀରିକ ସମ୍ପର୍କ ରଖିବା ଠିକ ନା ଭୁଲ ? ଏମିତି କରିବା ଦ୍ଵାରା କଣ ହୋଇଥାଏ ?

ପ୍ରଥମ ଥର ପାଇଁ ଗର୍ଭବତୀ ହେଉଥିବା ମହିଳାଙ୍କ ମନରେ ପ୍ରଶ୍ନ ଆସିଥାଏ କି ସେହି ସମୟରେ ସମ୍ପର୍କ ରଖିବା ଠିକ ନା ଭୁଲ, କେଉଁ ସମୟରେ ରଖିଲେ ଠିକ ହୋଇଥାଏ ଏହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯଦି ଆପଣଙ୍କର ପ୍ରେଗନେନ୍ସିରେ କୌଣସି ପ୍ରକାରର କମ୍ପ୍ଲିକେସନ ନାହି ତେବେ ଆପଣ ଶାରୀରିକ ସମ୍ପର୍କ ରଖିଲେ କୌଣସି ଅସୁବିଧା ନାହି । ପ୍ରେଗନେନ୍ଟ ହେବାର ୩ ମାସରେ ମହିଳା ମାନଙ୍କୁ ଅନେକ ପ୍ରକାରର ସମସ୍ଯା ଯେମିତି ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା, ମନ ଭଲ ନ ଲାଗିଲା ଭଳି ସମସ୍ଯା ଦେଖାଯାଏ ।

ତେଣୁ ମହିଳା ମାନେ ସମ୍ପର୍କ ରଖିବାକୁ ପ୍ରସ୍ତୂତ ହୋଇନଥାନ୍ତି । ତେଣୁ ପ୍ରେଗନେଣ୍ଟ ହେବାର ପ୍ରଥମ ୩ ସପ୍ତାହ ଭିତରେ ସମ୍ପର୍କ ରଖିବା ଅନୁଚିତ । ତଥାପି ଉଭୟ ପାର୍ଟନରଙ୍କୁ ସମ୍ପର୍କ ରଖିବାରେ କୌଣସି ସମସ୍ଯା ହୁଏ ନାହି ତେବେ ରଖିପାରିବେ । ଏହା ଦ୍ଵାରା ପ୍ରେଗନେନ୍ସିରେ କୌଣସି ପ୍ରଭାବ ପଡେ ନାହି । କିନ୍ତୁ ପ୍ରେଗେନେନ୍ସିର ଦିତୀୟର ସ୍ତର ଅର୍ଥାତ ୩ରୁ ୬ ମାସ ମଧ୍ୟରେ ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା ଆଦି ସମସ୍ଯା ଦୂର ହୋଇଥାଏ । ତେଣୁ ଏହି ସମୟରେ ମହିଳାଙ୍କ ପାଇଁ ସମ୍ପର୍କ ରଖିବା କମ୍ଫର୍ଟଟେବଲ ହୋଇଥାଏ ।

କିନ୍ତୁ ୬ରୁ ୯ ମାସ ଭିତରେ ମହିଳାଙ୍କ କ୍ଷେତ୍ର ରେ କିଛି ସମସ୍ୟା ଦେଖା ଯାଇଥାଏ । ତେଣୁ ଏହି ସମୟରେ ସମ୍ପର୍କ ରଖିବା ଉଚିତ ନୁହେଁ । ଧ୍ୟାନ ରଖିବେ କି ଏହି ସମୟରେ ଉଭୟ ରାଜିଥିଲେ ସମ୍ପର୍କ ରଖିଲେ ସମସ୍ଯା ନାହି । ଅଧିକାଂଶ ଅନକମ୍ପ୍ଲିକେଟେଡ ପ୍ରେଗନେନ୍ସିରେ ସମ୍ପର୍କ ରଖିବା ସହ ମିସକ୍ୟାରେଜରେ କୌଣସି ସମ୍ଭାବନା ନ ଥାଏ । କିନ୍ତୁ ଏହି ସମୟରେ ସାବଧାନ ସହ ସମ୍ପର୍କ ରଖିବା ଭଲ ହୋଇଥାଏ । ପ୍ରେଗନେଣ୍ଟ ସମୟରେ ସମ୍ପର୍କ ରଖିଲେ ଶିଶୁ କୁ ଆଘାତ ଲାଗିବାର ଯେଉଁ ଭୟ ରହିଥାଏ ମହିଳାଙ୍କ ମନରେ ତାହା ସଂପୂର୍ଣ୍ଣ ଭୁଲ ଅଟେ ।

କାରଣ ଗର୍ଭାଶୟରେ ବହୁତ ସୁରକ୍ଷିତ ଭାବେ ଶିଶୁ ରହିଥାଏ । ପ୍ରେଗେନେନ୍ସି ର ଶେଷ ସମୟରେ ସମ୍ପର୍କ ରଖିଲେ ହରମୋନ ରିଲିଜ ହୋଇଥାଏ ଯାହା ଏକ ଗବେଷଣାରୁ ଜଣା ପଡିଛି । ଯାହା ୟୁଟ୍ରସରେ କଣ୍ଟ୍ରାକ୍ସନ କରିଥାଏ । କିନ୍ତୁ ଏଥିପାଇଁ ଲେବର ପେନ ହୋଇନଥାଏ । ଯଦି ହୁଏ ତେବେ କିଛି ଅସୁବିଧା ନାହି । ପ୍ରେଗନେନ୍ସିର ଶେଷ ସମୟରେ ସମ୍ପର୍କ ରଖିଲେ ଲୋ ବ୍ଲଡ଼ ପ୍ରେସର ହେବାର ସମ୍ଭାବନା ରହିଥାଏ । କିନ୍ତୁ ସମ୍ପର୍କ ରଖିବା ସମୟରେ ପେଟ ଉପରେ ଅଧିକ ପ୍ରେସର ପଡିବା ଠିକ ନୁହେଁ ।

ଯେଉଁ ମାନଙ୍କର ବାରମ୍ବାର ମିସକ୍ୟାରେଜ ହୋଇଥାଏ, ପୂର୍ବରୁ ପ୍ରି-ଟାନ ଡେଲିଭରି ହୋଇଥାଏ ବା ବହୁତ ଚେଷ୍ଟା କରିବା ପରେ ପ୍ରେଗନେନ୍ସି ରହିଥାଏ ସେମାନେ ସମ୍ପର୍କ ରଖିବା ଅନୁଚିତ । ଯେଉଁ ମହିଳାଙ୍କର ଗର୍ଭାଶୟ ମୁହଁ ବହୁତ କମ୍ଜୋର ହୋଇଥାଏ ସେମାନେ ସମ୍ପର୍କ ରଖିବା ଅନୁଚିତ । ଯେଉଁ ମାନଙ୍କର ଦୁଇଟି ପିଲା ଥାନ୍ତି ତେବେ ସମ୍ପର୍କ ରଖିବା ଉଚିତ ନୁହେଁ । କିଛି ମହିଳାଙ୍କ କ୍ଷେତ୍ରରେ ୱାଟର ବ୍ୟାଗ ଲିକ ହୋଇଥାଏ ତେଣୁ ଏହି ସମୟରେ ସମ୍ପର୍କ ରଖିଲେ ଇନଫେକସନ ହେବାର ଚାନ୍ସ ରହିଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *