କଣ ହେବ ଯଦି ଆପଣ ପ୍ରତିଦିନ କେବଳ ଗରମ ପାଣି ହିଁ ପିଇବେ ? ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ ! (Heakth Tips)

ବନ୍ଧୁଗଣ, କେତେକ ସମୟରେ ପ୍ରଶ୍ନ ବହୁତ କଠିନ ହୋଇଥାଏ ମାତ୍ର ତାହାର ଉତ୍ତର ବହୁତ ସହଜ ହୋଇଥାଏ । ସେହିଭଳି ଗରମ ପାଣି ଆମ୍ଭ ସ୍ୱାସ୍ଥ୍ୟ ର ବହୁତ ସହଜ ସମାଧାନ ଅଟେ । ଯେତେବେଳେ ଆମ୍ଭେ ଗରମ ପାଣି ସେବନ କରିଥାଉ ଏବଂ ଏହା ଆମ୍ଭ ଶିରା ମାନଙ୍କରେ ଯାଇଥାଏ, ତେବେ ଏହା ଆମ୍ଭ ରକ୍ତ ରେ ଥିବା କୋଲେଷ୍ଟ୍ରୋଲ, ଫ୍ୟାଟ୍ସ ଡିପୋଜିଟ ଏବଂ ଟକ୍ସିନ କୁ ନିଜ ମଧ୍ୟରେ ମିଶାଇ ଦେଇଥାଏ । ଏଥି ନିମନ୍ତେ ଗରମ ପାଣି ସେବନ କରିବା ଦ୍ଵାରା ଆମ୍ଭ ଓଜନ ଧୃତ ଗତିରେ କାମିବାକୁ ଲାଗିଥାଏ ।

ଗରମ ପାଣି ସେବନ କରିବା ଦ୍ଵାରା ମେଟାବୋଲଜିମ ରେଟ ମଧ୍ୟ ହାଇ ହୋଇ ଯାଇଥାଏ । ଏଥିପାଇଁ ୱେଟ ଲସ ବହୁତ ଶୀଘ୍ର ହୋଇଥାଏ । ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଏହା ଠାରୁ ଉତ୍ତମ ଉପାୟ ଆଉ କିଛି ହୋଇ ନପାରେ । ଗରମ ପାଣି ଯେ କୌଣସି ପ୍ରକାରର ଖାଦ୍ୟ କୁ ବହୁତ ଭଲ ଭାବରେ ପଚାଇ ଥାଏ । ଗରମ ପାଣି ସେବନ କରିବା ଦ୍ଵାରା ଆପଣଙ୍କ ବ୍ଲ-ଡ଼ ପ୍ଲୋ ବଢି-ଯାଇ-ଥାଏ ।

ଏହି ବଢୁଥିବା ବ୍ଲ-ଡ଼ ପ୍ଲୋ କାରଣରୁ ଆପଣଙ୍କ ପାଚନ କ୍ରିୟା ବହୁତ ବଢି ଯାଇଥାଏ । ଗରମ ପାଣି ସେବନ କରିବା ଦ୍ଵାରା ଶରୀରକୁ ପର୍ଯ୍ୟାପ୍ତ ଉଷ୍ଣତା ମିଳିଥାଏ । ଖାଦ୍ୟ କୁ ପଚାଇବା ନିମନ୍ତେ ଏହା ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଗରମ ପାଣି ଆମ୍ଭ ପେଟ ମଧ୍ୟ ଦେଇ ଗତି କରିଲେ ଏହା ଆମ୍ଭ ପାଚନ କ୍ରିୟା କୁ ବହୁତ ସରଳ କରିଦେଇଥାଏ ।

ଖାଇବା ସମୟରେ ଯଦି ଆପଣ ଗୋଟେ କପ ଗରମ ପାଣି ସେବନ କରନ୍ତି, ତେବେ ଏହା ଆପଣଙ୍କ ଡାଇଜେସନ କ୍ରିୟା ଉପରେ ବହୁଳ ଭାବରେ ପ୍ରଭାବ ପକାଇ ଥାଏ । ସକାଳୁ ଉଠି ଯଦି ଆପଣ ୨ ଗିଲାସ ଗରମ ପାଣି ସେବନ କରନ୍ତି ତେବେ ଏହା ଆମ୍ଭ ଶରୀରରୁ ଦୂଷିତ ପଦାର୍ଥକୁ ବହୁତ ସହଜ ଉପାୟରେ କାଢି ଦେଇଥାଏ ।

ଏହାର ବିପରୀତ ଯଦି ଆପଣ ଥଣ୍ଡା ପାଣି ସେବନ କରନ୍ତି ତେବେ ଏହା ଆପଣଙ୍କ ପାଚନ ପ୍ରକ୍ରିୟା ବି-ରୋ-ଧି କାମ କରିଥାଏ । ଗରମ ପାଣି ସେବନ କରିବା ଦ୍ଵାରା ଶରୀରର ଉ-ତା-ପ ବଢି ଯାଇଥାଏ । ଏହା ଫଳରେ ଆମ୍ଭକୁ ଝାଳ ଆସିଥାଏ । ଏହା ମାଧ୍ୟମରୁ ଆମ୍ଭ ଶରୀରର ଟ-କ-ସି-ନ ଆମ୍ଭ ଶରୀରରୁ ବାହାରକୁ ବାହାରି ଯାଇଥାଏ । ଏହା ସହିତ ଏହା ଆମ୍ଭ ସ୍କିନ କୁ ବହୁତ ଜଲ୍ଦି ହା-ଇ-ଡ୍ରେ-ଟ କରି ଦେଇଥାଏ ।

ଗରମ ପାଣି ଆମ୍ଭ କେଶ ନିମନ୍ତେ ମଧ୍ୟ ବହୁତ ଲାଭଦାୟକ ଅଟେ । ଏହା କାରଣରୁ ବହୁତ ଲୋକଙ୍କୁ ଯଦି ରୂପୀ ସମସ୍ୟା ରହିଥାଏ ତାହା ମଧ୍ୟ ଦୂର ହୋଇଥାଏ । ଗରମ ପାଣି ର ଅନେକ ଉପକାରିତା ଅଛି । ଆପଣ ଏହାକୁ ନିୟମିତ ସେବନ କରନ୍ତୁ ଏବଂ ଏହାର ଲାଭ ନିଜେ ଅନୁଭବ କରି ନିଅନ୍ତୁ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *