Health Tips; – ପ୍ରତିଦିନ ସେବନ କରନ୍ତୁ ଏହି ମ୍ୟାଜିକାଲ୍ ଡ୍ରିଂକ୍ସ ! ହାର୍ଟ, ନର୍ଭସ ବ୍ଲକେଜରୁ ମୁକ୍ତି ପାଆନ୍ତୁ, ଡାଇବେଟିସକୁ କଣ୍ଟ୍ରୋଲରେ ରଖନ୍ତୁ

ନମସ୍କାର ବନ୍ଧୁଗଣ, ଯଦି ଆପଣଙ୍କ ଶୀରରେ ବ୍ଲକେଜ, ଗ୍ୟାସ ଆଶିରିଟି ସମସ୍ୟା, ଲିଭର ଜନିତ ଅସୁବିଧା, ହଜମ ପ୍ରକ୍ରିୟା ଦୁର୍ବଳ ଏବଂ ଆପଣଙ୍କ ହାତ ଗୋଡ ଯଦି ଶୂନ୍ୟ ହେଇଯାଉଥିବା ଭଳି ସମସ୍ୟା ରହିଛି ଆଉ ଆପଣ ଏହାର ଚିକିତ୍ସା କରି ମଧ୍ୟ କୌଣସି ଫାଇଦା ପାଇନାହାନ୍ତି ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଘରୋଇ ଉପଚାର ଜଣାଇବା ପାଇଁ ଯାଉଛୁ ଯାହା ଆପଣଙ୍କୁ ଏହି ସମସ୍ତ ସମସ୍ୟା ଠାରୁ ସହଜରେ ମୁକ୍ତି ଦେବ । ତେବେ ଆଉ ଡେରି ନକରି ଆସନ୍ତୁ ସେହି ଘରୋଇ ଚମତ୍କାରୀ ଉପାୟ ସମ୍ପର୍କରେ ।

ଆପଣ ଏକ ପ୍ୟାନ ନିଅନ୍ତୁ ଏବଂ ସେଥିରେ ଏକ ଗ୍ଳାସ କ୍ଷୀର ଢାଳନ୍ତୁ ଏବଂ ଏହାକୁ ଫୁଟାଇ ଦିଅନ୍ତୁ ଥରେ । ଏହାପରେ ଆପଣ ଏଥିରେ ଅଳ୍ପ ହଳଦୀ ପକାନ୍ତୁ । ଛେଚା ହୋଇଥିବା କିଛି ଅଦା ଆପଣ ପକାନ୍ତୁ । ଏବଂ ଛୋଟ ଖଣ୍ଡ ଡାଲଚିନି ପକାଇ ଦିଅନ୍ତୁ । ଏହି ସମସ୍ତ ସାମଗ୍ରୀ ସହ ଆପଣ 5 ମିନିଟ ପର୍ଯ୍ୟନ୍ତ କ୍ଷୀରକୁ ଫୁଟାନ୍ତୁ ।

ଯଦି ଆପଣଙ୍କୁ ମିଠା ପସନ୍ଦ ତ୍ତେବେ ଆପଣ ଏଥିରେ ମିଶ୍ରି ମଧ୍ୟ ପକାଇ ପାରିବେ । ଯେଉଁମାନଙ୍କୁ ଡାଇବେଟିସ ସେମାନେ ବିନା ମିଠାରେ ଏହାକୁ ପ୍ରସ୍ତୁତ କରିବା ଉଚିତ । ଏହି କ୍ଷୀରକୁ ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ସେବନ କରିପାରିବେ । ଯଦି ଆପଣ ବହୁତ ଶୀଘ୍ର ବିମାର ହୋଇଯାଉଛନ୍ତି ଏବଂ ଆପଣଙ୍କ ଜଏଣ୍ଟ ପେନ ଅଧିକ ହେଉଛି,

ଶିର ସହ ଜଡିତ ଯେଉଁ ବି ସମସ୍ୟା ରହିଛି, ଚର୍ମ ସହ ଜଡିତ ଯେଉଁ ଅସୁବିଧା ରହିଛି କିମ୍ବା ଯଦି ଆପଣଙ୍କ ଚୁଟି ଝାଡୁଛି ତେବେ ମଧ୍ୟ ଏହା ଫାଇଦା ଆଣିଦେବ ଅଧିକ ମାତ୍ରାରେ । ଆପଣ ଫୁଟାଇଥିବା ଏହି କ୍ଷୀରକୁ ଛାଣି ନିଅନ୍ତୁ ଭଲ ଭାବରେ । ଆପଣଙ୍କୁ ଏହି କ୍ଷୀରର ସେବନ ଗରମ ଗରମ ସେବନ କରିବା ଉଚିତ । ଯେଉଁ ଲୋକ ମାନଙ୍କୁ ନିଦ ଆସୁନାହିଁ ସେମାନେ ଏହି କ୍ଷୀରକୁ ରାତିରେ ସେବନ କରିପାରିବେ ।

ଶୋଇବା ପୂର୍ବରୁ ରାତିରେ ଖାଇବା ପୂର୍ବରୁ ଆପଣ ଏହାର ସେବନ କରିବା ଆବଶ୍ୟକ । ରାତିରେ କ୍ଷୀର ପିଇବା ଦ୍ଵାରା ଏହା ଅଧିକ କାର୍ଯ୍ୟ କରିଥାଏ ଶରୀର ପାଇଁ । ସକାଳୁ ପେଟ ବି ଭଲ ରହିଥାଏ ଏବଂ ଭଲ ନିଦ ବି ଆସିଥାଏ । ଚାହିଁଲେ ଆପଣ ଏହାକୁ ଦୁଇ ଥର ମଧ୍ୟ ପିଇପାରିବେ ସକାଳେ ବ୍ରେକଫାଷ୍ଟରେ ବି ନେଇ ପାରିବେ ।

ଆଶିରିଟି ଥିବା ଲୋକମାନେ ଏହାକୁ ମାତ୍ରା ଥରେ ପିଇବା ଦ୍ଵାରା ତାହା ଆପଣଙ୍କ ପାଇଁ ଅସରଦାର ରହିବ । କେବଳ ଏକ ଗ୍ଳାସ ଆପଣଙ୍କ ସମସ୍ତ ବିମାରୀକୁ ଦୂର କରିବା ପାଇଁ ବହୁତ ଅଧିକ ଫାଇଦା ଆଣିଦେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *