ନମସ୍କାର ବନ୍ଧୁଗଣ ତେବେ ଆମ ରୋଷେଇ ଘରେ ଜିରା ବହୁତ ସହଜରେ ମିଳିଯାଏ । ଏହାକୁ କେବଳ ଆମେ ତରକାରୀରେ ବ୍ୟବହାର କରିଥାଉ । କିନ୍ତୁ ଆପଣ ଜାଣନ୍ତି କି, କେବଳ ଖାଦ୍ୟରେ ନୁହେଁ ବରଂ ଏଥିରେ ଥିବା ଔଷଧୀୟ ତତ୍ତ୍ୱ ଶରୀର ପାଇଁ ବହୁତ ଗୁଣକାରୀ ହୋଇଥିବା ବେଳେ ଏହାର ପାଣି ମଧ୍ୟ ଶରୀର ପାଇଁ ବେଶ ଉପକାରୀ । ଏହି ପାଣିକୁ ପିଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିପାରେ ।
୧- ଜିରା ପାଣିରେ ଥିବା ମିନେରାଲସ ହୃଦ୍ ସ୍ପନ୍ଦନକୁ ସାମାନ୍ୟ ରଖିବାରେ ସହାୟକ ହୋଇଥାଏ । ଏହା ଦ୍ୱାରା ହାର୍ଟ ଆ-ଟା-କ୍ ର ଭୟ କମ୍ ରହିଥାଏ ।
୨- ଜିରା ପାଣି ପିଇବା ଦ୍ୱାରା ଶରୀରକୁ ଭରପୂର ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ମିନେରାଲ ମିଳିଥାଏ ।
୩-ଜିରା ପାଣି ପିଇଲେ ଇମ୍ୟୁନିଟ୍ ବଢିଥାଏ । ଏହା ଶରୀରକୁ ସଂକ୍ରାମକ ରୋଗରୁ ରକ୍ଷା କରିଥାଏ । ଏହାକୁ ପିଇବା ଦ୍ୱାରା ଥକ୍କାପଣ, ଦୁର୍ବଳତା, ମୁଣ୍ଡ ବୁଲାଇବା ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ ।
୪- ବା-ନ୍ତି କିମ୍ବା ଝା-ଡା ହେଉଥିଲେ ଜିରା ପାଣି ବହୁତ ଫାଇଦା ଦେଇଥାଏ । ଏହା ଶରୀରରେ ମେଟାବୋଲଜିମକୁ ବୃଦ୍ଧି କରିବା ସହ ପେଟ ଜନିତ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ ।
୫-ଯେଉଁ ଲୋକ ଲିଭର ସମ୍ବନ୍ଧିତ ରୋଗରେ ପୀଡିତ, ସେମାନଙ୍କ ପାଇଁ ଜିରା ପାଣି ବେଶ ଉପକାରୀ । ଏହା ଯକୃତ ପାଖରେ ଥିବା ଅତିରିକ୍ତ ଚର୍ବି ହେବାକୁ ଦିଏନାହିଁ ।
୬- ଆପଣଙ୍କ ଶରୀରରେ ଆଇରନର ଅଭାବ ରହିଛି କି ? ଜିରା ପାଣି ପିଇବା ଦ୍ୱାରା ଏହା ଦୂର ହୋଇଥାଏ । ଏହା ଶରୀରରେ ଭିଟାମିନ ଏ ଏବଂ ଭିଟାମିନ ସି ର ଅଭାବ ପୂରଣ କରିଥାଏ ।
୭- ଜିରା ପାଣି ଓଜନ କମ୍ କରିବାରେ ମଧ୍ୟ ସହାୟକ ହୋଇଥାଏ । ପ୍ରତିଦିନ ସକାଳୁ ଖାଲିପେଟରେ ଏକ ଗ୍ଲାସ ଅଳ୍ପ ଉଷୁମ ପାଣି ସହିତ ଜିରା ପାଣି ମିଶାଇ ପିଅନ୍ତୁ । ଏହା ଦ୍ୱାରା ପାଚନ କ୍ରିୟା ହେବା ସହିତ ଅତିରିକ୍ତ ଚର୍ବି ବାହାରିଯାଏ ।
୮- ଯେଉଁମାନେ ନି-ଦ୍ରା-ହୀ-ନତାର ଶି-କା-ର ରହିଛନ୍ତି, ସେମାନେ ଏହି ଜିରା ପାଣି ପିଇବା ଦ୍ୱାରା ମସ୍ତିଷ୍କ ଶାନ୍ତ ହେବା ସହ ଶରୀରକୁ ଆରାମ ମିଳିଥାଏ ।
୯- ଜିରା ପାଣିରେ ଫାଇବର ତତ୍ତ୍ୱ ଭରପୂର ରହିଥାଏ । ଏହା ଶରୀରରୁ ହା-ନି-କାରକ ତତ୍ତ୍ୱକୁ ବାହାର କରିବାରେ ସହାୟକ ହୋଇଥାଏ । ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ