ପ୍ରଥମ ନଜରରେ ବାଛି ନିଅନ୍ତୁ ଗୋଟିଏ ବେଲୁନ-ଜାଣନ୍ତୁ ନିଜ ଭବିଷ୍ୟତ

ବନ୍ଧୁଗଣ ସମସ୍ତଙ୍କୁ ନଜ ଭବ୍ସ୍ୟ ଜାଣିବର ପାଇଁ ଇଛା ଥାଏ । ତାହାର ଭବିସ୍ୟତରେ କଣ ହେବ କେଉ ସମୟରେ କଣ ଘଟଣା ଘଟିବ । ଆଜି ଯେଉ ସପ୍ନ ଦେଖୁଛେ କଣ ତାହା ଭବିସ୍ୟତରେ ପରଣ ହୋଇପାରିବ ନା ନାହିଁ ଏମିତି ବହୁତ କଥା ଥାଏ ଯେହେ ଆମେ ଜାଣିବାକୁ ଚାହୁ ଆମର ଆଜି ପ୍ରଯ୍ୟନ୍ତ ସମୟରେ କବେ ଦୁଃଖ କେବେ ସୁଖ କେବେ ସଫଳତାତ ଓ ଅସଫଳତା କିଛିନା କିଛି ଲୀଗିରହିଛି କରନ୍ଚୁ ହେଲେବି ଆମେ କିନ୍ତୁ ହେଲେବି ଆମେ ଏହେ ଜାଣିବାକୁ ଇଛା କରିଥାଉକି ଆମ ଭବିଶ୍ୱତ କେମିତି କଟିବ ।

ଆଉ ଆମେ ଭବିଶ୍ୱତରେ ଏକ ସଫଳତା ମଣିଷ ହେବା ନା ନାହିଁ । ଆମେ ସବୁବେଳେ ଏହା ସୁଣି ଅଛେ କି ଆମର ଚଏସ୍ ଆମ ଜୀବନ ର୍ନିନୟ କରିଥାଏ । ଏମିତି କିଛି ନଂମ୍ବର ଚେଏସ୍  କରି ଆପଣ ନିଜର ଭବିଶ୍ୱତ ବସୟରେ ଜାଣନ୍ତୁ ।

ଏହିଁ ତିନଟି ନଂମ୍ବର ବେଲୁନ୍ ମଧ୍ୟରୁ ଆପଣ ଗୋଟିଏ ନଂମ୍ବର ପସନ୍ଧ କରନ୍ତୁ । ଆପଣ ଏଥି ମଧ୍ୟରୁ ଯେଉ ନଂମ୍ବରଟି ପସନ୍ଦ କରୁଛନ୍ତି ଏହା ଆପଣଙ୍କର ଭବିଶ୍ୱତ ନିଧାରିତ କରିପାରେ ।

ସେଥିପାଇଁ ଯେଉ ନଂମ୍ବରଟି ଚଏସ୍ କରିବେ ଥରକେ କରିଦିଅନ୍ତୁ । ତେବେ ଚାଲନ୍ତୁ ଏବେ ଜାଣିବା ଆପଣଙ୍କ ଭବିଶ୍ୱତ ବିସୟରେ । ପ୍ରଥମରେ ଯଦି ଆପଣ ତିନି ନଂମ୍ବର କୁ ବାଛିଛନ୍ତି ତ ଏହାର ଅର୍ଥ ହେଲା ପ୍ରକୃତି ଆପଣଙ୍କୁ ନିଜ ଆଡକୁ ଆର୍କଶିତ କରୁଛି ।

ଆପଣଙ୍କୁ ସେହି କାମ ଉପରେ ଇଟ୍ରେଷ୍ଟ ଦେବାକଥା ଯାହାର ସମ୍ଭଦ ପ୍ରାକୃତକ ସହିତ ଯୋଡିତ ଅଛି । ଯେମିଚିକି ଫଟଗ୍ରାଫି ଆପଣ ଭବିଶ୍ୱତରେ ଗୋଟିଏ ସଫଳ ମଣିଷ ନିଶ୍ଚୟ ବନିବେ କିନ୍ତୁ ସେଥିପାଇଁ ଟିକେ ସମୟ ଲାଗିପାରେ ।

ଦିତୀୟରେ ଯଦି ଆପଣ ପ୍ରଥମେ ଏକ ନଂମ୍ବରକୁ ପସନ୍ଦ କରିଛନ୍ତି ଏହାର ଅର୍ଥ ଆପଣଙ୍କ ପାଇଁ ଏହିଁ ସମୟ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହିଁ ସମୟରେ ନିଜ ବିସୟରେ ନଭାବି ନିଜ କାମ ଉପରେ ଫକସ୍ କରନ୍ତୁ ।

ତା ସହିତ ଆପଣ ନିଜର ଫେମିଲି ର ଅଧିକ କେୟାର୍ ନିଅନ୍ତୁ । ତୃତୀୟରେ ଯଦି ଆପଣ ପାଞ୍ଚ ନଂମ୍ବର ବେଲୁନ୍ କୁ ବାଛୁଛନ୍ତି ତାହାଲେ ଏହା ଆପଣଙ୍କ ପାଇଁ ଖାସ୍ ସନ୍ଦେସ ନେଇକି ଆସିଛି ।

କଣ ଆପଣ ଏବେ ପ୍ରଯ୍ୟନ୍ତ ଯେଉ ଜୀବନ ବିତେଇଛନ୍ତି ସେମିତି ହିଁ ଭବିଶ୍ୱତରେ ରହିବାକୁ ଚାହୁଛନ୍ତି ଯଦି ନାହିଁ ତ ଏବେ ଠାରୁ ନିଜ କାମ ଉପରେ ଫକସ୍ କରନ୍ତୁ ନିଜ କାମକୁ ହିଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଦିଅନ୍ତୁ । ସେବେ ହିଁ ଆପଣ ଜଣେ ସ୍କସେସ୍ ଫୁଲ୍ ମଣିଷ ହେବେ ଆପଣ ଭବିଶ୍ୱତରେ ନିଶ୍ଚୟ ଧନବାନ ବ୍ୟକ୍ତି ହେବେ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *