ଏହି 7ଟି ଖରାପ ଅଭ୍ୟାସ ଝିଅମାନେ ଲୁଚାଇଥାନ୍ତି ପୁଅ ମାନଙ୍କ ଠାରୁ, ଜାଣନ୍ତୁ

ବନ୍ଧୁଗଣ ଝିଅ ମାନଙ୍କୁ ବୁଝି ପାରବା କେତେ କଷ୍ଟ ଏହି କଥା ଆପଣ ମାନେ ଜାଣି ସାରି ଥିବେ ଝିଅ ମାନେ ନିଜର ଏହି 7 ଟି କଥା କେହି ବି ପୁଅ କୁ କୁହନ୍ତି ନାହିଁ । ତେବେ ଆପଣ ମାନେ କିଛି ସମୟ ତାଙ୍କ ସାଥେ ରହିଲେ ବା କଟେଇଲେ ।

ଆପଣ ମାନେ ଜାଣି ପାରିବେ କି ସବୁ ଝିଅ ମନ ରେ କିଛି ଗୁପ୍ତ କଥା ନିଶ୍ଚିତ ଭାବେ ଥାଏ । ଜାହାକୁ ସେମାନେ ପୁଅ ଙ୍କ ଠାରୁ ଲୁଚେଇ ରଖନ୍ତି ତେବ ସେହି ଗୁପ୍ତକଥା ଗୁଡିକ କଣ କଣ ଆମେ ଆପଣ ମାନଙ୍କୁ ଆଜି ସଂମ୍ପର୍ଣ୍ଣ ଭାବେ କହିବୁ ।

ତେବେ ପ୍ରଥମେ ଝିଅ ମାନେ ନିଜର ପୂର୍ବ ପ୍ରେମିକ ମାନଙ୍କ ସହିତ ରଖି ଥିବା ଶାରୀରିକ ସଂମ୍ପର୍କ ବିଷୟ ରେ କେବେ ବି ସେମାନେ କାହା ପାଖରେ କହି ନ ଥାନ୍ତି । ନିଜର ପୂର୍ବ ପ୍ରେମିକ ଙ୍କ କଥା କେବେ ବି ନିଜ ସାଥି ଙ୍କ ପାଖରେ ଜଣେଇବା ପାଇଁ ପସନ୍ଦ କରନ୍ତି ନାହିଁ ।

ସେହି ପରି ଝିଅ ମାନେ ସବୁ ବେଳେ ନିଜ ପାର୍ଟନର ଙ୍କୁ ନିଜର ଏକ୍ସ ପାର୍ଟନର ଙ୍କ ସହିତ କମ୍ପୟାର କରିବା ପାଇଁ ଚାହାଁନ୍ତି ସେମାନେ ଏହି କଥା ଚାହାଁନ୍ତି କି । ନିଜର ପାର୍ଟନର ଯେମିତି ସେହି ପୁରୁଷ ଠାରୁ ବେଶୀ ସୁନ୍ଦର ହୋଇ ଥାଉ ।

ଏହାକୁ ସେମାନେ ନିଜର ପୁରୁଷ ସାଥି ଙ୍କୁ ଲୁଚେଇ ରଖନ୍ତି । ସେହି ପରି ତିନି ନମ୍ବର ରେ ହେଲା ଶଆାରୀରିକ ଅସୁସ୍ଥତା ଆପଣ ମାନେ ନିଜ ଘରେ ଦେଖି ଥିବେ କି ଆପଣ ମାନଙ୍କ ମାଆ ଅସୁସ୍ଥ ରହି ଥିବା ସତ୍ୱେ ବି କାମ ରେ ଲାଗି ଥାନ୍ତି ।

ସେହି ପରି ଭାବେ ମହିଳା ମାନେ ସବୁ ସମୟ ରେ ନିଜର ଅସୁସ୍ଥତା ବିଷୟରେ ସମସ୍ତ ଙ୍କୁ ଲୁଚେଇ ଥାନ୍ତି । ସେହି ପରି ବେଳେ ପ୍ରେମ ସମ୍ମନ୍ଧିୟ କଥା କେହି ବି ପୁରୁଷ ନିଜର ପୂର୍ବ ସାଥି ଙ୍କ ପ୍ରେମ ସଂମ୍ପର୍କ ବିଷଷୟ ରେ ବର୍ତମାନ ସମୟରେ ରହି ଥିବା ପାର୍ଟନର ଙ୍କୁ ଜଣେଇ ନ ଥାନ୍ତି ।

ଏବଂ ଯଦି ତାଙ୍କ ବର୍ତମାନ ସ୍ଥି ବି ଜାଣି ପାରେ ତେବେ ସେମାନେ ସେହି କଥା କୁ ଏଡେଇ ଦେଇ ଥାନ୍ତି । ଏବଂ ନିଜ ମଧ୍ୟ ରେ ଏହା ଲୁଚେଇ ରଖିଲେ ବି ନିଜ ବେଷ୍ଟ ଫ୍ରେଣ୍ଡ ଆଗରେ ସେହି କଥା କୁ ସେୟାର କରନ୍ତି । ସେହି ପରି ମହିଳା ମାନେ ବିବାହ ପରେ ନିଜର ଆୟ ଏବଂ ଖର୍ଚ୍ଚ ବିଷୟ ରେ ମହିଳା ମାନେ ନିଜ ସ୍ୱାମୀ ଙ୍କୁ କେବେ ବି ଜଣେଇ ନ ଥାନ୍ତି ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *