Vastu Tips- ପୌଷ ପୂର୍ଣ୍ଣିମା (6 January) ବଡ ଶୁକ୍ରବାର ! ଚୁପଚାପ ଏହି 3 ଟି ଜାଗାରେ ଲୁଚାଇ ଦିଅନ୍ତୁ 1 ମୁଠି ଲୁଣ, ମା’ଲକ୍ଷ୍ମୀ କରିବେ ଧନର ବର୍ଷା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୨୦୨୩ ମସିହା ଜାନୁଆରୀ ମାସ ୬ ତାରିଖରେ ପୌଷ ପୂର୍ଣ୍ଣିମା ପଡିବ । ଏହି ପବିତ୍ର ପୂର୍ଣ୍ଣିମା ବର୍ଷର ଆରମ୍ଭରେ ପଡିଥାଏ ଓ ଏହାକୁ ସବୁଠାରୁ ବଡ ପୂର୍ଣ୍ଣିମାର ଆକ୍ଷା ମଧ୍ୟ ଦିଆଯାଇଅଛି । ଏହି ପୌଷ ପୂର୍ଣ୍ଣିମାର ପବିତ୍ର ସଂଯୋଗରେ ବହୁତ ବଡ ଶୁଭ ଘଟିବା ପାଇଁ ଯାଉଛି । ତେଣୁ ଏହି ଦିନ ପ୍ରତ୍ଯେକ ବ୍ୟକ୍ତି ଯଦି ଏକ ଲୁଣର ଉପଚାର ନିଜ ଘରେ କରିବେ ।

ଏପରି କରିବା ଦ୍ଵାରା ବ୍ୟକ୍ତିର ଭାଗ୍ୟ ଚମକି ଉଠିବ । ଏହା ସହିତ ଅନେକ ପ୍ରକାର ଘରେ ଥିବା ଦୋଷ ମଧ୍ୟ ଦୂରୀଭୂତ ହୋଇବ । ବହୁତ ଲୋକଙ୍କ ମନରେ ପ୍ରଶ୍ନ ଆସୁଥିବ ଏହା କି ଯେ  ସାମାନ୍ୟ ଲୁଣ କିପରି ଭାଗ୍ୟକୁ ଚମକାଇ ପାରିବ ? ତେବେ ହଁ ବନ୍ଧୁଗଣ ଏହି ଲୁଣ ହିଁ ବ୍ୟକ୍ତିର ବନ୍ଦ ଥିବା ତାଲାକୁ ଖୋଲିବାରେ ସାହାଜ୍ଯ କରିବ ।

ଲୁଣ ଟଙ୍କାକୁ ଚୁମ୍ବକ ଭଳି ଟାଣି ଥାଏ । ଲୁଣକୁ ସମସ୍ତ ବ୍ୟକ୍ତି ନିଜ ଖାଦ୍ୟର ସ୍ଵାଦ ବୃଦ୍ଧି କରିବା ପାଇଁ ରୋଷେଇ ତଥା ଖାଦ୍ୟ ଖାଇବା ସମୟରେ ବ୍ୟବହାର କରିଥାନ୍ତି । ତେବେ ଏହି ଲୁଣ ମଧ୍ୟ ବ୍ୟକ୍ତିର ଗରିବୀ ଦୂର କରିଥାଏ । ଲୁଣକୁ ଭୂମୀରେ ପକାଇଦେବା ବା ହାତରୁ ଲୁଣ ଡବା ଖସି ପଡି ତଳେ ପଡିଯିବା ବହୁତ ଅଶୁଭ ବୋଲି ବିଚାର କରାଯାଇଥାଏ ।

କାରଣ ଲୁଣକୁ ତଳେ ପକାଇବା ଦ୍ଵାରା ଚନ୍ଦ୍ରମା ଓ ଶୁକ୍ର ଗ୍ରହ ଉଭୟ ବ୍ୟକ୍ତିର ଦୁର୍ବଳ ହୋଇଯାଇଥାନ୍ତି । ଯେଉଁ କାରଣରୁ ସେହି ଘରେ ମା’ ଲକ୍ଷ୍ମୀଙ୍କର ବାସ ମଧ୍ୟ ହୋଇନଥାଏ । ତେବେ ଲୁଣକୁ ବ୍ୟବହାର କରିବା ସମୟରେ ସଜାଗ ରହିବା ଉଚିତ । ଲୁଣକୁ କୌଣସି ଧାର କରି ଆଣିଥିବା ଟଙ୍କାରେ କିଣି କରି ଖାଇବା ଅନୁଚିତ । ନଚେତ ବ୍ୟକ୍ତିର ଚନ୍ଦ୍ରମା ଓ ଶନି ଗ୍ରହ ଦୁର୍ବଳ ହୋଇଯାଇଥାନ୍ତି ।

ଏହା ବ୍ୟକ୍ତିର ଗରିବୀକୁ ଡାକି ଆଣିଥାଏ । ସନ୍ଧ୍ୟା ସମୟରେ ଲୁଣକୁ କାହାକୁ ଦେବା କିମ୍ବା କାହା ଠାରୁ ଆଣିବା ମଧ୍ୟ ଅଶୁଭ ହୋଇଥାଏ । ଏପରି କରିବା ଦ୍ଵାରା ଘରୁ ସୁଖ ସମୃଦ୍ଧି ଚାଲି ଯାଇଥାଏ । ତେବେ ଲୁଣର ଏହି ଉପାୟକୁ କରନ୍ତୁ । ଏଥିପାଇଁ ଅଳ୍ପ ଲୁଣ, ଅଳ୍ପ ହଳଦୀ, ଅଳ୍ପ ଅଟା, କିଛି କୋଇଲା ଓ ଗୋଟିଏ ନାଲି ଲଙ୍କା ଆଣନ୍ତୁ ।

ଏହି ସବୁ ଜିନିଷକୁ ନେଇ ଏକ କାଗଜରେ ବାନ୍ଧି ଯାହା ଉପରେ ନଜର ଲାଗିଥିବ । ତାହା ମୁଣ୍ଡ ଚାରି ପାଖରେ ୭ ଥର ବୁଲାଇ ଆଣି ତାହାକୁ ଜଳାଇ ଦିଅନ୍ତୁ । ଦେଖିବେ କେଉଁ ବ୍ୟକ୍ତି ଉପରେ ଯଦି କାହା ନଜର ଲାଗିଯାଇଥାଏ । ତେବେ ତାହା ଦୂର ହୋଇଯିବ । ଯଦି ଘରେ ଥିବା ନଜର ଦୂର ହୋଇବ ତେବେ ଯାଇ ବ୍ୟକ୍ତି ସବୁ ପ୍ରକାର ଉନ୍ନତି କରିପାରିବ । ବ୍ୟକ୍ତି ଜୀବନରେ ସୁଖ, ସମୃଦ୍ଧି ବଢିପାରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *