ପିଲାଙ୍କଠାରେ ମୋଟାପଣ ସମସ୍ଯା ! କେମିତି କମିବ ? (Dr Debendra Kumar Sethi)

ବନ୍ଧୁଗଣ, ଓବାସିଟି ଗୋଟେ ପିଲା କୁ ହେଇଛି କି ନାହିଁ ଆମ୍ଭକୁ ଗୋଟେ BMI ଦେଖିବାକୁ ପଡେ ତେବେ ସେହି ଅନୁସାରେ ଆମ୍ଭେ ଗ୍ରାଫ ରେ ଚାଟ କରାଯାଏ । ଯଦି ତାହା ୮୫ ରୁ ୯୫ ଆସିଲା ତେବେ ତାହାକୁ ଓବାସିଟି କହିଥାଉ । ସ୍କୁଲ, ଘର ଏବଂ କମ୍ୟୁନିଟି ରେ ଯେଉଁ ପ୍ରଭାବ ରହିଅଛି ତାହା ଦ୍ଵାରା ପିଲାଙ୍କ ଉପରେ ଅଧିକ ପ୍ରଭାବ ପଡୁଅଛି । ଏବଂ ଏହା ହେଉଛି ମେଦ ବହୁଳତାର ଏକ ମୁଖ୍ୟ କାରଣ । ମୋଟପଣ ହେଲେ ଅନେକ ସମସ୍ୟା ଭବିଷ୍ୟତରେ ପିଲାଙ୍କ ପାଇଁ ହୋଇପାରେ । କିଛି ପିଲାଙ୍କର ଶୋଇବା ସମୟରେ ଅସୁବିଧା ହୋଇଥାଏ ।

ଏଥିରେ ନିଶ୍ଵାସ ନେବାକୁ ଅସୁବିଧା ହୋଇଥାଏ ପିଲା ମାନଙ୍କୁ । ଝିଅ ମାନଙ୍କ କ୍ଷେତ୍ରରେ PCOS ହୋଇଥାଏ । ଏହା ସହିତ ଆଣ୍ଠୁଗଣ୍ଠି ମାନଙ୍କରେ ଯନ୍ତ୍ରଣା ହେଲା, ଚାଲିବାରେ ଅସୁବିଧା, ଏବଂ ସବୁଠାରୁ ବଡ କଥା ହେଲା ମାନସିକ ପ୍ରୋବ୍ଲେମ । ଯାହା ଫଳରେ ସେମାନେ ଦିପ୍ରେସନ କୁ ଯାଇଥାନ୍ତି । ନିଜର ସେଲ୍ଫ ରେଶଟିଙ୍ଗ ଟି ଲୋ ହୋଇଯାଇଥାଏ । ମୋଟାପଣ କମାଇବା ନିମନ୍ତେ ଡାଏଟ ସହିତ ନୀତିଦିନ ବ୍ୟାୟାମ ମଧ୍ୟ କରିବାକୁ ହେବ ।

ସର୍ବପ୍ରଥମେ ଆମ୍ଭକୁ ବାଲାନ୍ସ ଡାଏଟ ଖାଇବାକୁ ହେବ । ଯେପରିକି ସବୁ ଫଳ ତଥା ସବୁଜ ପନିପରିବା । ଏହା ସହିତ ଆମ୍ଭକୁ ମିଲ୍ସ ଟାଇମ ଫିକ୍ସ କରିବାକୁ ହେବ ଯେ ଏହି ସମୟରେ ଆମ୍ଭେ ମିଲ୍ସ ଖାଇବା ଏବଂ ଏହି ସମୟରେ ଆମ୍ଭେ ସ୍ନାକ୍ସ ଖାଇବା । ଏହା ସହିତ କିମ୍ବା ମଝିରେ ଅନ୍ୟ କିଛି ଖାଇବା ନାହିଁ । ବିଭିନ୍ନ ଜଙ୍କଫୁଡ ଅଥବା ପ୍ୟାକେଜଫୁଡ ହେଲା ଏହିସବୁ ଠାରୁ ଦୂରେଇ ରହିବାକୁ ହେବ ।

ହାଇ କ୍ୟାଲୋରି ଡାଏଟ ଠାରୁ ଦୂରେଇ ରହିବାକୁ ହେବ । ଏହା ସହିତ ଆମ୍ଭକୁ ଫ୍ୟାମିଲି ସମୟ ଏକ ଦେବାକୁ ହେବ । ଏଥିରେ ସମସ୍ତ ଫ୍ୟାମିଲି ମେମ୍ବର ମିଶି ଏକ ଡାଏଟ ନେବେ ସେଥିରେ ଟିଭି ଅଥବା ମୋବାଇଲ କିଛି ଅନ ହେବ ନାହିଁ । ନିଦ୍ରା ଯଦି ଆମ୍ଭର ସଠିକ ରହିବ ନାହିଁ ତେବେ ଏହା ମଧ୍ୟ ଗୋଟିଏ ମେଦବହୁଳ ର କାରଣ ହୋଇଥାଏ । ଯଦି ନିଦ ସଠିକ ହେବ ନାହିଁ । ତେବେ ଆମ୍ଭର ଲାପଟିନ ବୋଲି ଗୋଟିଏ ହରମୋନ ଅଛି ତେବେ ଯଦି ତାହା କମିଯାଏ ତେବେ ଆମ୍ଭକୁ ଭୋକ ଅଧିକ ଲାଗିଥାଏ । ତେବେ ସେହି ଅନୁସାରେ ଆମ୍ଭେ ବେସି ଖାଇ ସାରିଥାଉ ଏବଂ ସେଥିପାଇଁ ଓଜନ ବଢିଯାଇଥାଏ ।

ଯଦି ନିଦ ସଠିକ ନହେଲା ତେବେ ଅଧିକ ଖାଇ ଓଜନ ବଢିଯାଇଥାଏ । ପିଲାଙ୍କ ଠାରେ ଓବାସିଟି କମିବା ନିମନ୍ତେ ଯେପରି ପିଲାଙ୍କ ଭୂମିକା ଅଛି ସେତିକି ମାତ୍ରାରେ ମାତା ପିତା ଙ୍କ ଭୂମିକା ମଧ୍ୟ ରହିବା ଆବଶ୍ୟକ । ଯଦି ମାତା ପିତା ମାନେ ସପୋର୍ଟ ନ କରିବେ ତେବେ ପିଲାଙ୍କ ମେଦବହୁଳତା କମିବାକୁ ବହୁତ ସମୟ ଲାଗିଥାଏ । ଏଣୁ ଆପଣ ମାନେ ଏଥିପ୍ରତି ନିଶ୍ଚିତ ଭାବରେ ଧ୍ୟାନ ଦିଅନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *