Weight Loss Tips- ପେଟ କମେଇବା ପାଇଁ ଫଲୋ ଏହି 5 ଟି Tips, ମହମ ପରି ତରଳିଯିବ ସବୁ ଚର୍ବି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ତ୍ତମାନ ଅଧିକାଂଶ ଲୋକଙ୍କର ବେଲି ଫାଟ ମୁଖ୍ୟ ସମସ୍ଯା ହୋଇଗଲାଣି । ଯେଉଁ କାରଣରୁ ଲୋକମାନେ ବହୁତ ବ୍ୟସ୍ତ ବିବ୍ରତ ରହୁଛନ୍ତି । ନିଜର ମନ ପସନ୍ଦର ପୋଷାକ ମଧ୍ୟ ସେମାନେ ପିନ୍ଧିପାରୁ ନାହନ୍ତି । ପେଟରେ ଅତ୍ୟଧିକ ପରିମାଣରେ ଚର୍ବି ଜମା ହୋଇକରି ପେଟର ଆକାର ବୃଦ୍ଧି ପାଇଥାଏ । ପେଟରେ ଚର୍ବି ବଢିବା କାରଣରୁ ଲୋକମାନେ ବିଭିନ୍ନ ପ୍ରକାର ପେଟ ଜନିତ ସମସ୍ଯାର ମଧ୍ୟ ଶିକାର ହେଉଛନ୍ତି ।

ଚର୍ବି ଘଟାଇବା ପାଇଁ ବହୁତ  ଲୋକ ଖାଦ୍ୟ ଖାଇବା ମଧ୍ୟ କମେଇ ଦେଇଥାନ୍ତି କିନ୍ତୁ ଖାଦ୍ୟ କମେଇଦେବା ଦ୍ଵାରା ଶରୀରର ପତଳା ହୋଇଯାଇପାରେ କିନ୍ତୁ ଏହି ବେଲି ଫାଟ କମାଇବା ଏତେ ସହଜ ହୋଇନଥାଏ । ସେଥିପାଇଁ ଆପଣ ନିଜର ଜୀବନ ଶୈଳୀରେ କିଛି ପରିବର୍ତ୍ତନ ଆଣିବାକୁ ପଡିବ । ପ୍ରଥମେ ଆପଣ କିଛି ସ୍ଵାସ୍ଥକର ପାନିୟର ସେବନ କରିବାକୁ ପଡିବ । ଯେପରି ସାଧାରଣ ପାଣି ଆପଣ ଯେତେ ପରିମାଣରେ ସେବନ କରିବେ ।

ସେତେ ଆପଣଙ୍କ ସମଗ୍ର ଶରୀରର ପାଇଁ ଏହା ଭଲ ହେବା ସଙ୍ଗେ ସଙ୍ଗେ ଆପଣଙ୍କର ଚର୍ବି ଘଟାଇବାରେ ମଧ୍ୟ ସାହାଜ୍ଯ କରିଥାଏ । ଏହା ସହିତ ଗ୍ରୀନ ଟି, ବ୍ଲାକ ଟି, ବ୍ଲାକ କଫି ଓ ଫୃଟ ଜୁଶ ଏପରି ପାନୀୟ ଆପଣ ସେବନ କରିବା ଦ୍ଵାରା ଶରୀରର ବେଲି ଫାଟ ବଢିନଥାଏ ବଂର କମିଥାଏ । କାରଣ ଆପଣ ଯଦି ଭଲ ପାନୀୟର ସେବନ କରିବେ ଆପଣ ଦିନସାରା ସତେଜ ରହିବ  ।

ଆପଣଙ୍କୁ ବାରମ୍ବାର ଭୋକ ମଧ୍ୟ ଲାଗିବ ନାହିଁ, କି ଆପଣ ଇଆଡୁ ସିଆଡୁ କିଛି ଖାଦ୍ୟ ଖାଇବେ ନାହିଁ । ଏହାଦ୍ବାରା ଆପଣଙ୍କ ଖରାପ କ୍ୟାଲୋରି ଶରୀରରେ ବୃଦ୍ଧି ପାଇବ ନାହିଁ । ଆପଣ ସୁଗାର ବା ମିଠା ଜାତୀୟ ଖାଦ୍ୟର ଖାଇବା ବନ୍ଦ କରି ଦିଅନ୍ତୁ । ଯେତେ ଏହି ମିଠା ଓ ତେଲ ଯୁକ୍ତ ଖାଦ୍ୟ କମ୍ ଖାଇବେ, ସେତେ ଆପଣଙ୍କ ପାଇଁ ଭଲ ରହିବ । ଏହି ମିଠା ଜାତୀୟ ଖାଦ୍ୟ ଖାଇବା ଦ୍ଵାରା ଆପଣଙ୍କ ଶରୀରରେ ଅଯଥା ସୁଗାର ଓ କ୍ୟାଲୋରିଜ ବଢିଥାଏ ।

ଯାହାକି ଆପଣଙ୍କ ପେଟରେ ଚର୍ବି ବଢିବାର ପ୍ରମୁଖ କାରଣ ହୋଇଥାଏ । ଆପଣ ଅଧିକ ପରିମାଣରେ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଦରକାର । କାରଣ ଏହା ଖାଇବା ଦ୍ଵାରା ସେହି ଖାଦ୍ୟ ହଜମ ହେବାକୁ କିଛି ସମୟ ନେଇଥାଏ । ଯାହାଦ୍ୱାରା ଆପଣଙ୍କୁ ବାରମ୍ବାର ଭୋକ ମଧ୍ୟ ଲାଗିନଥାଏ । ସବୁଜ ପରିବା, ଡାଲି, ଓଟ୍ସ,, ଅଣ୍ଡା ଓ ବାଦାମ ଏହିପରି ପ୍ରୋଟିନ ଯୁକ୍ତ ଖାଦ୍ୟ ସ୍ଵାସ୍ଥ ପାଇଁ ବହୁତ ଭଲ ହୋଇଥାଏ ।

ନିଜର ଖାଦ୍ଯରେ ଲୁଣର କମ୍ ବ୍ୟବହାର କରନ୍ତୁ । ସ୍ଵାଦ ଅନୁସାରେ ଯେତିକି ପରିମାଣରେ ଲୁଣ ଦରକାର ସେତିକି ହିଁ ଖାଦ୍ୟରେ ଲୁଣ ମିଶାଇ ଖାଆନ୍ତୁ । ଖାଦ୍ୟରେ ବେଶୀ ପରିମାଣରେ ହୋଲଗ୍ରେନ ଜାତୀୟ ଖାଦ୍ୟ ଖାଇବା ଉଚିତ । କାରଣ ଏଥିରେ କ୍ୟାଲୋରିର ମାତ୍ର କମ୍ ରହିଥାଏ ଓ ଫାଇବରର ମାତ୍ରା ଅଧିକ ରହିଥାଏ । ବିଭିନ୍ନ ପ୍ରକାର ଶସ୍ୟରୁ ପ୍ରସ୍ତୁତ ଅଟାର ସେବନ ସ୍ଵାସ୍ଥ ପାଇଁ ହିତକର ହୋଇଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *