Malika Bachana- ପଶୁ ସହ ସହବାସ କରିବ ମଣିଷ, 2023 ରେ ଘଟିବ ଏହି ଘଟଣା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପଞ୍ଚସଖାଙ୍କ ଦ୍ଵାରା ୬୦୦ ବର୍ଷ ତଳେ ମାଳିକା ଲେଖା ହୋଇଯାଇଥିଲା । ଯେଉଁ ମାଳିକାର ଘଟଣା ଦିନକୁ ଦିନ ପରେ ସତ୍ୟ ହେବାର ଦେଖାଯାଉଛି । ଗୋଟି ଗୋଟି କରି ଅନେକ ମାଳିକା ଲିଖିତ ତଥ୍ୟକୁ ଏହି କଳିଯୁଗରେ ବାସ୍ତବତାରେ ଦେଖିବାକୁ ମିଳିଛି । ଯେପରି ଏପରି କିଛି ମାଳିକାରେ ଲେଖା ହୋଇଥିଲା । ଏହା କି ଯେ ଏପରି ଏକ ସମୟ ଆସିବ ଯେଉଁ ସମୟରେ କି ମନୁଷ୍ୟ ମାନେ ପଶୁ ତୁଲ୍ୟ ହୋଇଯିବେ ।

ନିଜର ହିତାହିତ ଜ୍ଞାନ ଭୁଲିଯିବେ । ପଶୁଙ୍କ ଭଳି କର୍ମରେ ନିଜକୁ ଲୀନ କରିବେ । ଏହା ଛଡା ପଶୁ ମାନଙ୍କ ସହିତ ସହବାସ କରିବାକୁ ମଧ୍ୟ ଏହି କଳିଯୁଗର ମନୁଷ୍ୟ ପଛାଇବ ନାହିଁ । ତେବେ ହଁ ବନ୍ଧୁଗଣ ଏହା ମଧ୍ୟ ଧୀରେ ଧୀରେ ଏହି କଳିଯୁଗରେ ସତ୍ୟତାରେ ପରିଣତ ହେବାକୁ ଲାଗୁଛି ।

କାରଣ କିଛି ଦିନର ତଳର କଥା ଅନୁଯାଇ ଏକ ବାଛୁରୀ ସହିତ ଏକ ବ୍ୟକ୍ତି ସଂଭୋଗ କରିଥିଲା । ଯେଉଁ କାରଣରୁ ଏହା ଏକ ଅପ୍ରିୟ ଘଟଣା ହୋଇଲେ ମଧ୍ୟ ସତ୍ୟ ଘଟଣା ଅଟେ । ତେବେ ପୁରୁଷ ମାନେ ନିଜର ହିତାହିତ ଜ୍ଞାନକୁ ହରାଇ ଦେହର ଭୋକ ମେଣ୍ଟାଇବା ପାଇଁ ପଶୁ ସହିତ ସଂଭୋଗ କରିବ । ମହିଳା ମାନେ କାମନା ଓ ବାସନାରେ ଅନ୍ଧ ହୋଇଯିବେ । ଠିକ ଭୁଲର ବିଚାର ଶକ୍ତି ତାଙ୍କ ପାଖରେ ରହିବ ନାହିଁ ।

ସେହିପରି କିଛି ମହିଳା ମାନେ ମଧ୍ୟ ନିଜର ଯୌବନର ଜୁଆରରେ ନିଜକୁ ସଂଯମ କରିନପାରି ପଶୁ ସହିତ ନିଜର କାମନାକୁ ପୂରଣ କରିବାକୁ ମଧ୍ୟ ପଛ ଘୁଞ୍ଚା ଦେବ ନାହିଁ । ଏହା ଛଡା ସମଲିଙ୍ଗ ମାନେ ମଧ୍ୟ ଜଣେ ଅନ୍ୟ ଜଣଙ୍କ ସହିତ ସମ୍ପର୍କ ସ୍ଥାପନ କରିବାର ଦ୍ରୁଷ୍ଟିଗୋଚର ହୋଇବ ଏହା ମଧ୍ୟ ମାଳିକାରେ ଲେଖା ହୋଇରହିଛି ।

ତେବେ ଏହିପରି ଅନେକ କିଛି ତଥ୍ୟ ଯାହା ସବୁ ମାଳିକାର ପୋଥି ପତ୍ରରେ ଲିପିବଦ୍ଧ ହୋଇକି ରହିଛି । ତାହା ଏହି କଳିଯୁଗରେ ସତ୍ୟ ଘଟଣାରେ ଦିନ ପରେ ଦିନ ଘଟିବାରେ ଲାଗିଛି । ଏହି କଳିଯୁଗରେ ଯଦି କାହାର ମାତ୍ରା ଅଧିକ ରହିଥାଏ । ତାହା ହେଉଛି ପାପର ଭାର । ଏହି ଭାର ଏତେ ମାତ୍ରାରେ ବଢିଚାଲିଛି । ଯେ ପ୍ରକୃତି ପରିବେଶରେ ଅନେକ ଦୁର୍ବିପାକ ଘଟିବାରେ ଲାଗିଛି ।

ଯେଉଁ ସମୟରେ ଯାହା ଘଟିବା କଥା ତାହା ଘଠୁନାହିଁ । ଅଚିହ୍ନା ବ୍ୟାଧି ମାଡି ଆସୁଛି । ଯେଉଁ ବ୍ୟକ୍ତି ଏହି କାମନା ବାସନା ରୂପକ କ୍ଷଣକ ସୁଖର ମାୟାରେ ମୋହିତ ନହୋଇ ନିଜକୁ ସଠିକ ମାର୍ଗରେ ପରିଚାଳିତ କରିବ । ତାହାର ହିଁ ଏହି କଳିଯୁଗରେ ଜୀବନ ସାର୍ଥକତା ପାଇପାରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *