ବନ୍ଧୁଗଣ, ବନ୍ଧୁଗଣ ଅନେକ ସମୟରେ ଏହିଭଳି ହୋଇଥାଏ ଯେ ଚାଲିବା ତଥା ସିଡି ଉଠିବା ସମୟରେ ଆଣ୍ଠୁଗଣ୍ଠି ରେ ଯନ୍ତ୍ରଣା ହେବାକୁ ଲାଗିଥାଏ । ଏହା କାରଣରୁ ଆମ୍ଭେ ନୀତିଦିନ ଜୀବନରେ ବହୁତ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ । ଗୋଡରେ ଲାଗି ରହିଥିବା ଦରଦ ରାତିରେ ଯେତେବେଳେ ଆମ୍ଭେ ସୋଇଥାଉ ସେତେବେଳେ ମଧ୍ୟ ଏହା ଆମ୍ଭକୁ ବିରକ୍ତ କରାଇଦେଇଥାଏ । ଆଣ୍ଠୁଗଣ୍ଠି ଦରଦ ବହୁତ ସାଧାରଣ ସମସ୍ୟା ଅଟେ ।
ମାତ୍ର ଆଣ୍ଠୁ ରେ ଏହିଭଳି ଦରଦ ହେବା ପଛରେ କେଉଁ କାରଣ ଲୁଚି ରହିଛି ଏହା ଜାଣିବା ନିହାତି ଆବଶ୍ୟକ । ସାଧାରଣତ ଆମ୍ଭ ଆଣ୍ଠୁ ଜଏଣ୍ଟ ମଝିରେ ଏକ ଅଠା ଭଳି ଲିକ୍ଵିଟ ରହିଥାଏ ଏବଂ ଏହା ଶୁଖିଗଲେ ଆମ୍ଭ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ହୋଇଥାଏ । ଶରୀରରେ କ୍ୟାଲସିୟମ ର ଅଭାବ ଦେଖାଗଲେ ଏହିଭଳି ଅସୁବିଧାର ସମୁଖୀନ ହେବାକୁ ପଡିଥାଏ । ଆପଣଙ୍କୁ ସାଧାରଣତ କିଛି ବିଶେଷ କଥା ର ଧ୍ୟାନ ରଖିବାକୁ ହେବ । ଜେଭଳି କି ଆପଣଙ୍କୁ ପାଣି କେବେ ମଧ୍ୟ ବରଫ ମିଶାଇ ସେବନ କରିବା କଥା ନୁହେଁ ।
ଯଦି ଆପଣଙ୍କୁ ଥଣ୍ଡା ପାଣି ସେବନ କରିବାର ଅଛି ତେବେ ମାଟିପାତ୍ର ରେ ଥିବା ଜଳର ସେବନ କରନ୍ତୁ । ଶରୀରରେ ଜଳ ର ଅଭାବ କେବେ ମଧ୍ୟ ହେବାକୁ ଦିଅନ୍ତୁ ନାହିଁ । ଏହା ସହିତ ଖାଇବା ମଧ୍ୟରେ ପାଣି ଆଦୌ ସେବନ କରନ୍ତୁ ନାହିଁ ଏବଂ ପାଣି କୁ ବସି ସେବନ କରନ୍ତୁ । ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ଏଭଳି କଥା କହିବାକୁ ଯାଉଅଛୁ ଯାହା ଶୁଣି ଆପଣ ଏହିଭଳି ସମସ୍ୟା ଠାରୁ ଦୂରେଇ ରହିପାରିବେ ।
ଖଜୁରୀ କ୍ଷୀର ଆଣ୍ଠୁ ଦରଦ ନିମନ୍ତେ ବହୁତ ତାକତବର ସାବ୍ୟସ୍ଥ ହୋଇଥାଏ । ଆପଣ ରାତିରେ ଗୋଟିଏ କପ ଉଷୁମ କ୍ଷୀର ରେ ୪ ରୁ ୫ ଟି ଖଜୁରୀ ଭିଯାଇ ନିଅନ୍ତୁ । ଏବଂ ସକାଳେ ଆପଣ ଏହି ଖଜୁରୀ କୁ ସେବନ କରି ନିଅନ୍ତୁ । ଏବଂ ସେହି କ୍ଷୀର କୁ ସେବନ କରି ନିଅନ୍ତୁ । ଏହିଭଳି କରିବା ଦ୍ଵାରା ଆଣ୍ଠୁ ଦରଦ ଧୀରେ ଧୀରେ ଗାୟବ ହେବାକୁ ଲାଗିବ । ଯଦି ଆପଣ କ୍ଷୀର ସେବନ କରନ୍ତି ନାହିଁ ତେବେ ଆପଣ ଖଜୁରୀ କୁ ପାଣିରେ ଭିଯାଇ ମଧ୍ୟ ସେବନ କରିପାରିବେ ।
ଆପଣ ୪ ରୁ ୫ ଗୋଲମରୀଚ, ୨ ରୁ ୩ ଖିସ୍ମିସ, ଏବଂ ୨ ରୁ ୩ ଅଖରୋଟ ନେଇ ଛେଚି ଦିଅନ୍ତୁ । ଏହା ପରେ ଏକ ଗିଲାସ ଗରମ କ୍ଷୀରରେ ଏହାକୁ ମିଶାଇ ନୀତିଦିନ ସେବନ କରନ୍ତୁ । ଏହିଭଳି ଆପଣଙ୍କୁ ସମୁଦାୟ ୪୫ ଦିନ ପର୍ଯ୍ୟନ୍ତ କରନ୍ତୁ ଏହାକୁ ଡାଇବେଟିକ ଲୋକେ ମଧ୍ୟ ସେବନ କରି ପାରିବେ । ଆଣ୍ଠୁ ର ଗ୍ରୀସ ବଢାଇବା ନିମନ୍ତେ ଅଖରୋଟ ବହୁତ ଲାଭ ଦାୟକ ହୋଇଥାଏ ।
ଏହା ବ୍ୟତୀତ ଆପଣ ସକାଳେ ଏକ ଗ୍ଳାସ ଗରମ ପାଣି ନିଅନ୍ତୁ ଏବଂ ଏହାପରେ ସେଥିରେ ଅଳ୍ପ ମାତ୍ରାରେ ହଳଦୀ ଗୁଣ୍ଡା ଏବଂ ଅଳ୍ପ ସୁଣ୍ଠି ପାଉଡର ମିଶାନ୍ତୁ । ଏହାପରେ ଏହାକୁ ଖାଲି ପେଟରେ ସକାଳେ ସେବନ କରନ୍ତୁ । ଦେଖିବେ ଆପଣଙ୍କୁ ବହୁତ ଲାଭ ମିଳିବ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ