Jyotish Shastra- ଦୀର୍ଘ 15 ବର୍ଷ ପରେ ଶନି ଦୋଷରୁ ମୁକ୍ତି ପାଇବାକୁ ଯାଉଛନ୍ତି ଏହି 5 ଟି ରାଶି

ବନ୍ଧୁଗଣ, ସାଧାରଣତ ଯେତେବେଳେ କୌଣସି ଗ୍ରହ ର ଦଶ ଦିଶା ରେ ଅଦଳ ବଦଳ ହୋଇଥାଏ, ନିଶ୍ଚିନ୍ତ ରୂପେ ତାହାର ପ୍ରଭାବ ମନୁଷ୍ୟ ଉପରେ ପଡିଥାଏ । ମାତ୍ର ଆମ୍ଭେ ଏହି ପ୍ରଭାବ କୁ ବୁଝି ପାରି ନଥାଉ । ଏହା ଫଳରେ ଆମ୍ଭ ସହିତ କିଛି ଘଟଣା ଘଟିଯାଇଥାଏ । ପ୍ରତ୍ୟକ ଗ୍ରହର ପ୍ରଭାବ ଆମ୍ଭ ଜୀବନ ଉପରେ ପଡିଥାଏ । ଆସନ୍ତୁ ଆଜି ଜାଣିବା ଯେ ଶନି ଦୋଷରୁ କିଭଳି ମୁକ୍ତି ପାଇବେ ?

ହିନ୍ଦୁ ଧର୍ମ ରେ ଭଗବାନ ଶନିଦେବ ଙ୍କୁ ନ୍ୟାୟ ର ଦେବତା ବୋଲି କୁହାଯାଇଅଛି । ଶନିଦେବ ଯେତେବେଳେ କାହା ଉପରେ ଖୁସି ହୋଇଥାନ୍ତି ସେତେବେଳେ ସେହି ମନୁଷ୍ୟ ର ସମୟ ସେହି ସମୟରେ ଭଲ ହେବା ଆରମ୍ଭ ହୋଇଯାଇଥାଏ । ଶନିଦେବଙ୍କର ପ୍ରୋକୋପ ଯେତେ ଅଧିକ ପଡିଥାଏ, ତାହା ଠାରୁ ଅଧିକ ସେ ଲୋକ ମାନଙ୍କୁ ଆନନ୍ଦ ଦେଇ ଥାନ୍ତି । ଶନି ଦେବ କାହାର ଶତ୍ରୁ ନୁହନ୍ତି । ଆସନ୍ତୁ ଜାଣିବା ଶନିଦେବ ଖୁସି କେଉଁ ରାଶି ଉପରେ ଅଛନ୍ତି ?

୧- ମେଷ ରାଶି;- ଏହି ରାଶି ଉପରେ ପ୍ରଭୁ ଶନିଦେବ ଙ୍କର ଅସିମ କୃପା ହେବାକୁ ଯାଉଅଛି । ଏହା ଫଳରେ ଏହି ରାଶିର ସମସ୍ତ ଚିନ୍ତା ଦୂର ହେବାକୁ ଯାଉଅଛି । ଏହି ରାଶିର ଲୋକ ମାନଙ୍କୁ ଧନ ର କୌଣସି ଅଭାବ ରହିବ ନାହିଁ । ଏହି ରାଶିର ସମସ୍ତ ମନୋଷ୍କାମନା ଭଗବାନ ଶନିଦେବ ପୂରଣ କରିବାକୁ ଯାଉଛନ୍ତି ।

୨- ସିଂହ ରାଶି;- ଶନିଦେବ ଙ୍କ କୃପା ଏହି ରାଶି ଉପରେ ବର୍ଷିବାକୁ ଯାଉଅଛି । ଏହି ରାଶି ମାନଙ୍କ ମଧ୍ୟରେ କୌଣସି ପ୍ରକାରର ଆତ୍ମବିଶ୍ଵାସ ର ଅଭାବ ରହିବ ନାହିଁ । ଏମାନଙ୍କର ସମସ୍ତ ମନୋକାମନା ଭଗବାନ ଶନିଦେବ ଙ୍କ ଆଶୀର୍ବାଦ ରୁ ପୂରଣ ହେବାକୁ ଯାଉଅଛି । ଆପଣ ନିଜ କାର୍ଯ୍ୟ ଉପରେ ସଂପୂର୍ଣ୍ଣ ଧ୍ୟାନ ଦିଅନ୍ତୁ ।

୩- କନ୍ୟା ରାଶି;- ଶନିଦେବ ଙ୍କ କୃପାରୁ ଆପଣ ନିଜର ସମସ୍ତ ସମୟ ନିଜ ଜୀବନ ସାଥି ସହିତ କାଟିବେ । ଶନିଦେବ ଙ୍କ କୃପା ଦ୍ଵାରା ଆପଣଙ୍କ ସାରା ଜୀବନ ସୁଖମୟ ରହିବ । ଆପଣଙ୍କ ସମସ୍ତ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବାକୁ ଲାଗିବ । ଯେଉଁ ମାନଙ୍କର ବିବାହ ହୋଇନାହିଁ ସେମାନଙ୍କ ବିବାହ ଖୁବ ଶୀଘ୍ର ହେବାକୁ ଯାଉଅଛି ।

୪- ତୁଳା ରାଶି;- ଆପଣଙ୍କୁ ଅନେକ କ୍ଷେତ୍ରରୁ ସଫଳତା ମିଳିବାକୁ ଯାଉଅଛି । ଆପଣ ସମସ୍ତ କଳି ଜଗଡା ଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କ ଘର ପରିବାରରେ ସୁଖ ଶାନ୍ତି ଲାଗି ରହିବ । ଶନିଦେବ ଙ୍କ କୃପାରୁ ବ୍ୟର୍ଥ କାର୍ଯ୍ୟ ରୁ ନିବୃତ ହୋଇ ନିଜ କାର୍ଯ୍ୟ ରେ ଧ୍ୟାନ ଦେବେ ।

୫- କର୍କଟ ରାଶି;- ଏହି ରାଶି ଉପରେ ଶନିଦେବ ଖୁସିରେ ରହିବାକୁ ଯାଉଛନ୍ତି । ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ପ୍ରଭୁ ଶନିଦେବ ଙ୍କ ଅସିମ କୃପା ହେବାକୁ ଯାଉଅଛି । ଦାମ୍ପତ୍ୟ ଜୀବନ ଆପଣଙ୍କ ର ସୁଖ ମାୟ ହେବ । ଶନିଦୋଷ ରୁ ରକ୍ଷା ପାଇବା ନିମନ୍ତେ ଆପଣ ପ୍ରତ୍ୟକ ଶନିବାର ଶନି ମନ୍ଦିର ଯାଇ ପୂଜା ଦିଅନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *