ଶିବ ଭଗବାନ ମଣିଷ କୁ ଅନେକ ପ୍ରକାର ଜ୍ଞାନ ଦେଇ ଛନ୍ତି । ତାଙ୍କ ପାଇଁ ଆମେ ଅମୂଲ୍ୟ ଉପାଦାନ ମାନ ଆମେ ପାଇଛୁ । ତେବେ ଆମେ ଯଦି ଭଗବାନ ଶିବ ଙ୍କ ଆରାଧନା କରୁଛେ ତେବେ ଆମେ ନିଶ୍ଚିତ ଭାବେ ନିଜକୁ ମହା ବିପଦରୁ ଉଧାର ହୋଇ ଯାଇଛି ।
ଭଗବାନ ଶିବଙ୍କ ଆରାଧନା କରୁ ଥିବା ଲୋକମାନଙ୍କ ଉପରେ ମହାଦେବ ସବୁ ବେଳେ ପ୍ରସନ୍ନ ହୋଇ ଥାନ୍ତି । ତେବେ ଭଗବାନ ଙ୍କ ମତରେ ଆମ କିଛି କର୍ମ କରି ଥାଉ ଯାହା ଆମ ପାଇଁ ଖୁବ କଷ୍ଟ ଆଣି ଦିଏ । ତେବେ ଏହି କାମ ଗୁଡିକ କିମ୍ବା ଏହି ପାପ କାମ ଗୁଡିକ କଣ କଣ ଅସନ୍ତୁ ଜାଣିବା । ମହାଦେବ କହିଛନ୍ତି କି କିଛି ଏଭଳି କାମ କରୁ ଥିବା ଲୋକମାନେ କିଛି ଏଭଳି ଖରାପ କାମ କରି ଥାନ୍ତି ଯାହା ପାଇଁ ମା ଲକ୍ଷ୍ମୀ ତାଙ୍କ ପାଖରୁ ସବୁ ଦିନ ପାଇଁ ଛାଡି ଦେଇ ଚାଲିଇ ଯାଇ ଥାନ୍ତି । ତେବେ ଜାଣନ୍ତୁ କେଉଁ ପାପ କରିବା ଦ୍ଵାରା ମହାଦେବ କ୍ରୋଧ କରିଥାନ୍ତି ।
ପ୍ରଥମ କଥା ଯେଉଁ ବ୍ୟକ୍ତି ମାନେ ନାରୀ ମାନଙ୍କ ଜୀବନ ନଷ୍ଟ କରନ୍ତି , ମିଛ ପ୍ରେମ ବା ଛ-ଳ-ନା କରିଥାନ୍ତି । ମହାଦେବ କୁହନ୍ତି ଯଦି କେଉଁ ପୁରୁଷ କୌଣସି ସ୍ତ୍ରୀ ସହ ଛଳନା କରି ପ୍ରେମ କରେ ଓ ତା ଜୀବନ ନଷ୍ଟ କରେ ତେବେ ତାକୁ ମହାଦେବଙ୍କ କ୍ରୋଧ ର ସାମ୍ନା କରିବାକୁ ପଡେ । ଜଣେ ଉତ୍ତମ ପୁରୁଷ ନାରୀକୁ ସମ୍ମାନ ଦିଏ ଏକ ନାରୀ ପ୍ରତି ନିଷ୍ଟାରେ ପ୍ରେମ କରେ । ଦ୍ଵିତୀୟ ଟି ହେଲା ଯେଉଁ ବ୍ୟକ୍ତି ଅନ୍ୟର ବିବାହ ଭାଙ୍ଗେ ବା ବିବାହ ରେ ବିଘ୍ନ ସୃଷ୍ଟି କରେ ତେବେ ସେ ମଧ୍ୟ ପା-ପୀ ଅଟେ।
ବିବାହ ଏକ ପବିତ୍ର କାର୍ଯ୍ୟ , ଯେଉଁଥିରେ ସବୁ ଦେବା ଦେବୀ ବର କନ୍ୟା ଙ୍କୁ ଆର୍ଶୀବାଦ ଦେବାକୁ ଆସିଥାନ୍ତି ତେବେ ସେଥିରେ ଯଦି କିଏ ବିଘ୍ନ ସୃଷ୍ଟି କରେ ମହାଦେବ ତା ଉପରେ କୋପ କରନ୍ତି । ତୃତୀୟ କଥା ଯେଉଁ ବ୍ୟକ୍ତି ଅନ୍ୟ ର ଜୀବିକା ବା କାର୍ଯ୍ୟକୁ ନଷ୍ଟ କରେ ସେ ମଧ୍ୟ ପା-ପୀ ଏମାନଙ୍କ ପାଖରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ ।
ଚତୁର୍ଥ ପା-ପ ଯେଉଁ ବ୍ୟକ୍ତି ଗୁରୁଜନଙ୍କ ମାନଙ୍କ ଉପରେ ଅ-ତ୍ୟା-ଚା-ର କରେ ତାକୁ ସେମାନଙ୍କ ଆର୍ଶୀବାଦ ଛଡା ଅଭିଶାପ ମିଳିଥାଏ । କାରଣ ଗୁରୁଜନ ଙ୍କ ମଧ୍ୟରେ ଭଗବାନ ବାସ କରନ୍ତି ତେଣୁ ତାଙ୍କ ଅ-ଭି-ଶା-ପ ଓ ଆର୍ଶୀବାଦ ୨ ଟି କଥା ବହୁତ ମହତ୍ଵପୂର୍ଣ । ପଞ୍ଚମ ପାପ ଯେଉଁ ବ୍ୟକ୍ତି ନିଜ ସ୍ତ୍ରୀ କୁ ଛାଡି ପର ନାରୀ ସହ ସମ୍ପର୍କ ରଖେ ବା ସ୍ତ୍ରୀ ଉପରେ ଅ-ତ୍ୟା-ଚା-ର କରେ ସେ ପା-ପୀ ଅଟେ ।
ନାରୀ ଙ୍କୁ ଲକ୍ଷ୍ମୀ ଙ୍କ ସ୍ୱରୂପ କୁହାଯାଏ ଏଣୁ ଯେଉଁ ବ୍ୟକ୍ତି ସେମାନଙ୍କ ଉପରେ ଅ-ତ୍ୟା-ଚା-ର କରେ ସେ ଦରିଦ୍ର ହୋଇଯାଏ । ଜଣେ ଉତ୍ତମ ପୁରୁଷ ନାରୀଙ୍କୁ ସମ୍ମାନ ଦିଏ ତାଙ୍କର ଆଦର କରିଥାଏ ସେହି ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।