ଏହି 5 ଟି ଜିନିଷ ଖାଇବେ ତ Uric ଏସିଡ ମୂଳରୁ ହେବ ଶେଷ, ମାତ୍ର 1 ସପ୍ତାହରେ, ଜଲ୍ଦି ଦେଖନ୍ତୁ (Health Tips)

ବନ୍ଧୁଗଣ, ଆଜି ଆମ୍ଭେ ୬ ଟି ଏଭଳି ଖାଦ୍ୟ ପଦାର୍ଥ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାର ସେବନ କରିଲେ ଆପଣଙ୍କର ୟୁରିକ ଏସିଡ ସଂପୂର୍ଣ୍ଣ ଭାବରେ ଶେଷ ହୋଇଯିବ । ଯଦି ଆପଣ ଟେଷ୍ଟ କରାଇଛନ୍ତି ଏବଂ ଆପଣ ଜାଣିଛନ୍ତି ଯେ ୟୁରିକ ଏସିଡ ର ସମସ୍ୟା ଆପଣଙ୍କୁ ଅଛି ତେବେ କୌଣସି ସମସ୍ୟା ନାହିଁ କେବଳ ୧ ମାସ ହି ୬ ଟି ଜିନିଷ ର ସେବନ କରି ଦେଖନ୍ତୁ । ଆପଣଙ୍କୁ କୌଣସି ଔଷଧର ଆବଶ୍ୟକ ହେବ ନାହିଁ । ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା ।

୧;- ପାଣି, ପାଣି ଆପଣଙ୍କୁ ଦିନକୁ ୧୦ ରୁ ୧୨ ଗ୍ଳାସ ସେବନ କରିବାର ଅଛି । ଅଧିକ ପାଣି ସେବନ କରିବା ଦ୍ଵାରା ଆପଣଙ୍କର ଅତ୍ୟଧିକ ୟୁରିକ ଏସିଡ ବ୍ଲଡ଼ ରୁ ବାହାରିବ । ଏହା ସହିତ ବହୁତ ଟକସିନ ମଧ୍ୟ ବାହାରିବ । ତେବେ ବିଶେଷ କରି ଆପଣଙ୍କୁ ୧୦ ରୁ ୧୨ ଗ୍ଳାସ ପାଣି ନୀତିଦିନ ସେବନ କରିବାକୁ ହେବ । ଏହା ଦ୍ଵାରା ଆପଣଙ୍କ ୟୁରିକ ଏସିଡ ସଂପୂର୍ଣ୍ଣ ଭାବରେ ବାହାରିଯିବ ।

୨;- ସେଓ, ଏଥିରେ ମେଲିକଏସିଡ ରହିଥାଏ । ଏହା ୟୁରିକ ଏସିଡ କୁ ନ୍ୟୁଟିଲାଇଜ କରିଥାଏ । ର୍ହା ଖାଇବା ଦ୍ଵାରା ବହୁତ ରିଲିଫ ମିଳିଥାଏ । ଏଥି ନିମନ୍ତେ ଗୋଟିଏ ସେଓ ର ସେବନ ଆପଣ ନୀତିଦିନ କରନ୍ତୁ ।

୩;- ଲେମ୍ବୁ, ଏଥିରେ ସାଇଟ୍ରିକ ଏସିଡ ରହିଥାଏ, ଆପଣ ଦିନକୁ ୨ ଥର ଲେମ୍ବୁପାଣି ର ସେବନ ନିଶ୍ଚିତ ଭାବରେ କରନ୍ତୁ । ଏହା ପ୍ରାୟ ସବୁ ଘରେ ଦେଖିବାକୁ ମିଳିଥାଏ । ଏଣୁ ଆପଣ ସକାଳେ ଏବଂ ସନ୍ଧ୍ୟାରେ ଲେମ୍ବୁପାଣି ର ସେବନ ନିଶ୍ଚିତ ଭାବରେ କରନ୍ତୁ ।

୪;- ଗ୍ରୀନ ଟି, ଏହା ବହୁତ ଲାଭକାରୀ ହୋଇଥାଏ । ଯଦି ଆପଣଙ୍କୁ ୟୁରିକ ଏସିଡ ନାହିଁ ଏବଂ ଆପଣ ନୀତିଦିନ ଗ୍ରୀନ ଟି ସେବନ କରୁଛନ୍ତି ତେବେ ଆପଣଙ୍କୁ କେବେ ମଧ୍ୟ ୟୁରିକ ଏସିଡ ଭଳି ସମସ୍ୟା ର ସମୁଖୀନ କରିବାକୁ ହେବ ନାହିଁ ।

୫;- Apple Cider Vinegar, ଏହା ସାଧାରଣତ ସେଓ ରୁ ବନିଥାଏ । ଏହାକୁ ଆପଣ ୨ ଚାମଚ ପାଣିରେ ମିଶାଇ ଯଦି ସେବନ କରନ୍ତି ତେବେ ଏହା ୟୁରିକ ଏସିଡ କୁ ଶେଷ କରିଥାଏ ।

୬;- କଦଳୀ, ଯଦି ଆପଣ ଦିନକୁ ୨ ରୁ ୪ ଟି କଦଳୀ ଖାଉଛନ୍ତି ତେବେ ଆପଣ ୟୁରିକ ଏସିଡ ଭଳି ସମସ୍ୟାକୁ ଶେଷ କରୁଛନ୍ତି ବୋଲି ଜାଣନ୍ତୁ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *