ନମସ୍କାର ବନ୍ଧୁଗଣ । ଆଜିକାଲି ର ଏହି ବ୍ୟସ୍ତ ବହୁଳତା ଜୀବନ ରେ ଆମେ ମାନଙ୍କର ଜୀବନ ଶୈଳୀ କିଛି ଏପରି ହୋଇ ଯାଇଛି କି ଆମେ ମାନେ ପ୍ରଥମେ କେହି ନିଜର ଶରୀର ର ଠିକ ଭାବରେ ଯତ୍ନ ନେଇ ପାରୁ ନାହୁଁ । ତହାସହ ଆମର ଦୈନଦିନ ର ଖାଦ୍ଯ ପ୍ରଣାଳୀ ମଧ୍ୟ କିଛି ଏପରି ହୋଇ ଯାଇଛି ଯାହା କାରଣ ରୁ ଆମେ ବିଭିନ୍ନ ପ୍ରକାରର ରୋଗ ଶିକାର ହୋଇ ଯାଉଛୁ । ସେଥିରେ ବଢୁଥିବା ସମୟ ସହ ବଢୁଥିବା କୋଲୋଷ୍ଟ୍ରୋଲ ସମସ୍ଯା ହେଉଛି ଅନ୍ଯତମ ।
ପ୍ରତ୍ଯେକ ବ୍ୟକ୍ତି ର ଇଛା ଥାଏ କି ସେ ଯେପରି ତାର ଜୀବନ ର ଅଧିକ ରୁ ଅଧିକ ସମୟ ସୁସ୍ଥ ରହିବ ଓ ସୁନ୍ଦର ରହିବ । କିନ୍ତୁ ଏହା ପାଇଁ ସର୍ବପ୍ରଥମେ ବ୍ୟକ୍ତି ର କୋଲୋଷ୍ଟ୍ରୋଲ ନିୟନ୍ତ୍ରଣ ରହିବା ଆବଶ୍ୟକ । ପ୍ରତ୍ଯେକ ବୟକତି ନିଜର ଶରୀରର ର ମୋଟାପା କୁ କମାଇବା ପାଇଁ କେତେ କଣ ଉପାୟ ମାନ ଆପଣାଇ ଥାଆନ୍ତି ।
କିନ୍ତୁ ଏହାର ଫଳ ସ୍ୱରୂପ ମୋଟାପା ରୁ ରକ୍ଷା ମଧ୍ୟ ପାଇ ଯାଆନ୍ତି, ହେଲେ ପେଟ ର ଆକାର ରେ କିଛି ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳି ନଥାଏ । ପେଟ ରେ ଜମା ହୋଇଥିବା ଚର୍ବି ଶରୀର ରେ ଅନେକ ଗୁଡିଏ ରୋଗ କୁ ବଢାଇଥାଏ । ଏହି କାରଣ ରୁ ପେଟ ର ଚର୍ବି କୁ କମାଇବା ଏକ ଗୁରୁତ୍ବର ବିଷୟ ଅଟେ ।
ଏହା ପାଇଁ ଆପଣ ଙ୍କୁ ଅଧିକ ରୁ ଅଧିକ ମାତ୍ରା ରେ ପାନୀୟ ପଦାର୍ଥ ର ସେବନ କରିବା ଆବଶ୍ୟକ । ପ୍ରଥମ ରେ ବନ୍ଧୁଗଣ ଅଧିକ ରୁ ଅଧିକ ଜଳ ପାନ କରନ୍ତୁ । ଦ୍ଵିତୀୟ ରେ ନିଜର ସୁଗାର କୁ ନିୟନ୍ତ୍ରଣ ଠିକ ଭାବରେ ରଖନ୍ତୁ । ମିଠା ଜାତୀୟ ଖାଦ୍ଯ କମ ପରିମାଣ ରେ ସେବନ କରନ୍ତୁ । ଯଥା ସମ୍ଭବ କମ ମାତ୍ରା ରେ ଖାଆନ୍ତୁ । ତୃତୀୟ ରେ ପ୍ରୋଟିନ ଯୁକ୍ତ ଖାଦ୍ୟ ଅଧିକ ମାତ୍ରା ରେ ସେବନ କରନ୍ତୁ ।
ଚତୁର୍ଥ ରେ ଲୁଣ, ଲୁଣ କମ ମାତ୍ରା ରେ ସେବନ କରନ୍ତୁ । ଶେଷ ରେ ଆପଣଙ୍କୁ ଆପଣ ଙ୍କର ଡାଏଟ ରେ ସମସ୍ତ ପ୍ରକାର ର ଶସ୍ୟ କୁ ଅଧିକ ମାତ୍ରା ରେ ନେବା ଆବଶ୍ୟକ । କାରଣ ଏ ଗୁଡିକ ରେ କ୍ୟାଲୋରିସ ସବୁ ଠିକ ଭାବରେ ରହିଥାଏ । ଏଥିରେ ଯେଉଁ ସବୁ ଫାଇବର ଗୁଡିକ ଥାଏ ସେଗୁଡିକ ନା ମାତ୍ରେକ ଥାଏ । ତେଣୁ ଏଗୁଡିକର ସେବନ ଦ୍ଵାରା ଏହା ଶରୀରର ପାଇଁ କିଛି ଖରାପ ହୋଇ ନଥାଏ ।
ଏହା ଆପଣଙ୍କ ଶରୀର କୁ ଯାଇ ପେଟ ର ଚର୍ବି କମାଇବାକୁ ମଧ୍ୟ ସାହାର୍ଯ୍ୟ କରିଥାଏ । ତେବେ ବନ୍ଧୁଗଣ ଏହି ନିୟମ ଗୁଡିକୁ ନିଜ ଜୀବନ ଶୈଳୀ ରେ ଅପଣାଇ ପେଟ ର ଚର୍ବି କୁ ଖୁବ ଶୀଘ୍ର ଦୂର କରନ୍ତୁ । ଯଦି ଆପଣ ଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁଇ ଭୁଲିବେନି । ଧନ୍ୟବାଦ