ପାନ ମଧୁରୀ ପାଣି ଦ୍ଵାରା ଏମିତି କମାନ୍ତୁ ଓଜନ ! କଣ କରିବେ ଜାଣି ରଖନ୍ତୁ ! (Health Tips)

ବନ୍ଧୁଗଣ, ଆଜିଭଳି ଦିନରେ ଫ୍ୟାସନ ସାଧାରଣତ ଏଭଳି ଚରମ ସୀମାରେ ପହଞ୍ଚିସାରିଲାଣି ଯେ ଆପଣଙ୍କର ଫିଟ ରହିବା ନିହାତି ଆବଶ୍ୟକ ଅଟେ । ଯଦି ଆପଣଙ୍କ ଓଜନ ଆବଶ୍ୟକାତ ଠାରୁ ଅଧିକ ଅଛି ତେବେ ଆପଣ ଷ୍ଟାଇଲିସ ପୋଷାକ ପିନ୍ଧି ପାରନ୍ତି ନାହିଁ । ଏହା ଫଳରେ ଆପଣ ସରମରେ ମୁଣ୍ଡ ତଳକୁ କରିଦେଇ ଥାନ୍ତି । ଆପଣଙ୍କୁ ଚିନ୍ତା ହୋଇଥାଏ ଯେ ଆପଣ ନିଜର ୱେଟ କମ କିଭଳି କରିବେ ? ତେବେ ଆସନ୍ତୁ ଏହି ଉପାୟ ସମ୍ବନ୍ଧରେ ଜାଣିବା ଯାହାକୁ ପ୍ରୟୋଗ କରି ଆପଣ ୫ ଦିନରେ ୧୦ କିଗ୍ରା ଓଜନ କମାଇ ପାରିବେ ।

ସାଧାରଣତ ପାନମଧୁରୀ ର ପ୍ରୟୋଗ ଆମ୍ଭ ଘର ମାନଙ୍କରେ ମସଲା ରୂପରେ କରାଯାଇଆସୁଅଛି । ବିଶେଷ କରି ଆମ୍ଭ ଖାଦ୍ୟର ସ୍ଵାଦ ବଢାଇବା ନିମନ୍ତେ । ମାତ୍ର ଏହା ଜାଣି ରଖନ୍ତୁ ଯେ ଏହା ଓଜନ କମ କରିବାର ସବୁଠାରୁ କାରିଗର ଉପାୟ ଅଟେ । ଏହା ପ୍ରାକୃତିକ ରୂପରେ ଆପଣଙ୍କ ମେଟାବେଲିଜିୟମ ରେଟ କୁ ବଢାଇ ଥାଏ । ଯାହା ଫଳରେ ଆପଣଙ୍କ ଓଜନ କମ ହୋଇଥାଏ ।

୧;- ପାନମଧୁରୀ ମେଟାବେଲଜିୟମ କୁ ବଢାଇ ଥାଏ । ଓଜନ କମ କରିବା ପାଇଁ ଅତ୍ୟାବଶ୍ୟକ ଯେ ଆମ୍ଭର ମେଟାବେଲିଜିୟମ ଅଧିକ ଭଲ ରହୁ । ଯଦି ଆପଣଙ୍କ ମେଟାବେଲିଜିୟମ ବଢିଥାଏ ତେବେ ଏହା ଆପଣଙ୍କ ପେଟର କ୍ୟାଲୋରି କୁ ବର୍ନ କରିଥାଏ । ଏହା ପ୍ରାକୃତିକ ଭାବରେ ମେଟାବେଲିଜିୟମ କୁ ବଢାଇଥାଏ ଯାହା ଦ୍ଵାରା ଓଜନ କମିଥାଏ ।

୨;- ଉତ୍ତମ ନିଦ, ପାନମଧୁରୀ ରେ ଏକ ଏଭଳି ତତ୍ଵ ରହିଥାଏ ଯାହା ଆମ୍ଭ ଶରୀରରୁ ସମସ୍ତ ପ୍ରକାରର ଥକାପଣକୁ ନଷ୍ଟ କରିଦେଇଥାଏ । ସାଧାରଣତ ମୋଟାପଣ କମ କରିବା ନିମନ୍ତେ ଉଚିତ ନିଦ ଆସିବା ବହୁତ ଉତ୍ତମ ହୋଇଥାଏ ।

୩;- ଶରୀରରୁ ଅତିରିକ୍ତ ପାଣି କୁ ବାହାର କରିଥାଏ ପାନମଧୁରୀ । ଯାହା ଫଳରେ ଆପଣଙ୍କ ମୋଟାପଣ ଧୃତ ଗତିରେ କ୍ଷୟ ହୋଇଥାଏ । ଏହିଭଳି ଭାବରେ ପାନମଧୁରୀ କାର୍ଯ୍ୟ କରିଥାଏ ଆପଣଙ୍କ ମୋଟାପଣ କୁ କମ କରିବା ନିମନ୍ତେ । ଏହି ଉପାୟ ବନାଇବା କିଭଳି ଆସନ୍ତୁ ଜାଣିନେବା । ଆପଣ ୨ ଗିଲାସ ପାଣିରେ ୨ ଚାମଚ ପାନମଧୁରୀ ପକାଇ ତାକୁ ଫୁଟାଇ ନିଅନ୍ତୁ । ତାହା ଫୁଟି ଫୁଟି ଏକ ଗିଲାସ ହୋଇଗଲେ ଆପଣ ତାହାକୁ କାଢି ତଳକୁ ଥଣ୍ଡା ହେବା ନିମନ୍ତେ ରଖି ଦିଅନ୍ତୁ ।

ଏହାପରେ ସକାଳ ପର୍ଯ୍ୟନ୍ତ ଏହାକୁ ଏହିଭଳି ରଖିବାକୁ ଦିଅନ୍ତୁ । ଯେତେବେଳେ ଆପଣ ସକାଳେ ଉଠିବେ ତାହାକୁ ଅଳ୍ପ ଉଷୁମୁ କରି ତାହାକୁ ଖାଲି ପେଟରେ ସେବନ କରନ୍ତୁ ଯଦି ଆପଣ ଏଭଳି କରୁଛନ୍ତି ତେବେ ଆପଣ ୫ ଦିନରେ ୧୦ kg ଓଜନ କମାଇ ପାରିବେ । ତେବେ ବନ୍ଧୁଗଣ ଆପଣ ଏହି ଉପାୟଟିକୁ ନିଶ୍ଚିତ ଭାବରେ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *