ପାଦରେ ଏହିପରି ଝୁଣ୍ଟିଆ ପିନ୍ଧିଲେ ହୋଇଥାଏ ଘୋର ଅନର୍ଥ, ଏମିତି ଝିଣ୍ଟିଆ କେବେ ବି ପିନ୍ଧନ୍ତୁ ନାହିଁ ସ୍ବାମୀଙ୍କ ଉପରକୁ ଆସେ ବିପଦ

ନମସ୍କାର ବନ୍ଧୁଗଣ । ଘରର ଝିଅ ବହୁ ମାନେ ଘରର ଲକ୍ଷ୍ମୀ ହୋଇଥାନ୍ତି, ସେମାନଙ୍କ ଦ୍ଵାରା ହିଁ ଘରେ ସୁଖ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ । ଯଦି ଘରର ଝିଅ ବହୁ ମାନେ ହିଁ ଉଚିତ କର୍ମ କରି ନଥା’ନ୍ତି, ତେବେ ଏହାଦ୍ବାରା ସମସ୍ତଙ୍କ ଜୀବନ ଦୁଃଖ କଷ୍ଟ ଭାରି ଯାଇଥାଏ । ଶାସ୍ତ୍ରରେ ଏପରି ମଧ୍ୟ ବର୍ଣ୍ଣନା ହୋଇଛି କି ଯଦି ଘରର ଝିଅ ବୋହୂ ମାନେ ନିଜ ମୁଖରେ ସବୁବେଳେ ହସ ରଖି ମଧୁର ବାଣୀ ଯୁକ୍ତ କଥା କୁହନ୍ତି, ତେବେ ଏହାଦ୍ଵାରା ସେହି ଘରେ ମାତା ଲକ୍ଷ୍ମୀ ଙ୍କର ବାସ ସବୁବେଳେ ରହିଥାଏ ।

ତାହାଛଡା ଘରର ମହିଳା ମାନଙ୍କୁ ସବୁବେଳେ ନିଜ ଅଙ୍ଗରେ କିଛି ଅଳଙ୍କାର ଆଭୁଷଣ ଧାରଣ କରି ରହିବା ଉଚିତ । ଏହାଦ୍ବାରା ମଧ୍ୟ ଘରର ଉନ୍ନତି ହୋଇଥାଏ ।କେବଳ ହିନ୍ଦୁୟ ନୁହେଁ ଅପିତୁ ମୁସଲମାନ ଧର୍ମ ର ବିବାହିତ ମହିଳା ମାନେ ଗୋଡରେ ଝୁଣ୍ଟିଆ ଧାରଣ କରିଥାନ୍ତି । ଏହି ଝୁଣ୍ଟିଆ କୁ ସଧବା ନାରୀର ପ୍ରତୀକ ବୋଲି ମଧ୍ୟ କୁହାଯାଇଥାଏ ।

ଏହାକୁ ନାରୀ ଗୋଡରେ ଧାରଣ କରିବା ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟ ସମପରକ ମଧ୍ୟ ଭଲ ରହିଥାଏ । କିନ୍ତୁ ଅନେକ ଥର ଅଜ୍ଞାତବସ୍ଥା ରେ କିଛି ଏପରି ଭୁଲ କରି ଦେଇଥାନ୍ତି, ଯାହା କାରଣରୁ ସ୍ଵାମୀ ଜୀବନରେ ଦୁଃଖ କଷ୍ଟ ଭରି ଯାଇଥାଏ । ତେଣୁ ଏହାକୁ ଧାରଣ କରିବା ସମୟରେ କିଛି ଭୁଲ କରିବାରୁ ବଞ୍ଚିବାକୁ ପଡିଥାଏ ।

ପ୍ରଥମେ ବନ୍ଧୁଗଣ କୌଣସି ଅବିବାହିତ କନ୍ୟା ଝୁଣ୍ଟିଆ ଧାରଣ କରିବା ଉଚିତ ହୋଇ ନଥାଏ । ମହିଳା ମାନଙ୍କୁ ଝୁଣ୍ଟିଆ କୁ ପିନ୍ଧିବା ସମୟରେ ପିନ୍ଧିଥିବା ଝୁଣ୍ଟିଆ କୁ ସବୁବେଳେ ସଫା ରଖିବା ଉଚିତ । ଏହାସହ ଝୁଣ୍ଟିଆ କୁ ସବୁବେଳେ ଗୋଡର ମାଝି ତିନି ଆଙ୍ଗୁଳି ରେ ହିଁ ଧାରଣ କରିବା ଉଚିତ । ପିନ୍ଧିଥିବା ଝୁଣ୍ଟିଆ କୁ କେବେ ମଧ୍ୟ ଅନ୍ୟ କାହାକୁ ଦେବା ଉଚିତ ହୋଇ ନଥାଏ । ଏହାଦ୍ଵାରା ସ୍ଵାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଖରାପ ହୋଇ ଯାଇଥାଏ ।

ସ୍ଵାମୀ ସ୍ତ୍ରୀ ମଧ୍ୟ ରେ ପ୍ରେମ କୁ ମଧ୍ୟ ଗୋଡରେ ଧାରଣ କରିଥିବା ଝୁଣ୍ଟିଆ ବୃଦ୍ଧି କରାଇଥାଏ । ତେଣୁ ଏହାକୁ ସବୁବେଳେ ଗୋଡ ରେ ଧାରଣ କରି ରଖିବା ଉଚିତ । ବିବାହିତ ମହିଳା ଙ୍କୁ ନିଜ ଗୋଡ ଆଙ୍ଗୁଠି କେବେ ମଧ୍ୟ ଖାଲି ରଖିବା ଉଚିତ ହୋଇ ନଥାଏ । ପିନ୍ଧିଥିବା ପୁରୁଣା ଝୁଣ୍ଟିଆ ଖୋଲିଲା ପରେ ସଙ୍ଗେ ସଙ୍ଗେ ହିଁ ନୂତନ ଝୁଣ୍ଟିଆ ଭଲ ଭାବରେ ଧାରଣ କରିବା ଉଚିତ ।

ଏହା ସହ ଝୁଣ୍ଟିଆ ପିନ୍ଧିବା ସମୟରେ ଧ୍ୟାନ ଦେବା ଉଚିତ ଯେପରି କି ଏହା କୌଣସି ସ୍ଥାନ ରେ ଖସି ନ ପଡେ କାରଣ ଯଦି ଗୋଡ ରୁ ଝୁଣ୍ଟିଆ ହଜିଯାଏ ତେବେ ଏହା ଦ୍ଵାରା ଆପଣଙ୍କ ସ୍ଵାମୀ ଜୀବନରେ ଘୋର ବିପତ୍ତି ମାଡି ଆସି ପାରେ । ସ୍ଵାମୀ କରଜ ରେ ମଧ୍ୟ ବୁଡି ଯାଇ ପାରନ୍ତି । ଜୀବନରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ ।

ଏହା ଛଡା ମାନ୍ୟତା ରହିଛି କି ଗୋଡ ରେ ମହିଳା ମାନେ ଝୁଣ୍ଟିଆ ଧାରଣ କରିବା ଦ୍ଵାରା ମହିଳା ମାନଙ୍କର ଶାରୀରିକ କଷ୍ଟ ମଧ୍ୟ ଦୂର ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ବନ୍ଧୁଗଣ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *