ପାଦରେ ଏହି 1 ଗହଣା କେବେ ବି ପିନ୍ଧିବେ ନାହିଁ, ପୁରା ଘର ଉପରେ ଆସିଥାଏ ସଙ୍କଟ, କମିଯାଏ ସ୍ବାମୀର ଆୟୁଷ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବିବାହିତା ନାରୀ ମଥା ରେ ସୁନାର ସିଂଥି ଏବଂ ଗୋଡ଼ ରେ ଚାନ୍ଦି ର ଝୁଣ୍ଟିଆ ପିନ୍ଧିଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଏହାର କାରଣ ହେଉଛି ଯେ, ପତି ଏବଂ ପତ୍ନୀ ଙ୍କୁ ଜୀବନ ରେ ଏହି ଆଭୂଷଣ ଦ୍ୱାରା ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ କୃପାଦୃଷ୍ଟି ଲାଭ ହେବ ।

ଯେଉଁ ଘରେ ସୁନା ଓ ଚାନ୍ଦି ର ଆଭୂଷଣ ଥାଏ ସେହି ଘରେ ମାତାଲକ୍ଷ୍ମୀ ଙ୍କ ଆଶୀର୍ବାଦ ସଦା ସର୍ବଦା ରହିଥାଏ । କିନ୍ତୁ ଏହି ଆଭୂଷଣ ହିଁ ବିନାଶ ର କାରଣ ମଧ୍ୟ ସାଜିପାରେ । ଗରୁଡ଼ ପୁରାଣ ରେ ଏଭଳି ଆଭୂଷଣ ସମ୍ବନ୍ଧରେ କୁହାଯାଇଛି, ଯାହାକୁ ଭୁଲ ରେ ବି ପାଦ ରେ ପିନ୍ଧିବା ଉଚିତ ନୁହେଁ । ଏହାଦ୍ବାରା ପତି ଙ୍କ ଉପରେ ବିପଦ ଆସିଥାଏ ଏବଂ ସେ ବର୍ବାଦ ମଧ୍ୟ ହୋଇ ପାରନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ସୁନା ର ଆଭୂଷଣ ଶରୀର ରେ ଗରମ ଉର୍ଜା ସୃଷ୍ଟି କରିଥାଏ ଏବଂ ଚାନ୍ଦି ଶୀତଳତା ସୃଷ୍ଟି କରିଥାଏ । ତେଣୁ ଅଣ୍ଟା ର ଉପର ଅଙ୍ଗ ସୁନାର ଆଭୂଷଣ ପିନ୍ଧିଥାନ୍ତି ଏବଂ ପାଦ ରେ ଚାନ୍ଦି ର । କାରଣ ଗୋଟିଏ ପ୍ରକାର ଆଭୂଷଣ ପିନ୍ଧିବା ଦ୍ୱାରା ଏହା ଶରୀର ରେ ଗୋଟିଏ ପ୍ରକାର ଉର୍ଜା ସୃଷ୍ଟି କରିଥାଏ ।

ପ୍ରତ୍ୟେକ ନାରୀକୁ ଏହା ଧ୍ୟାନ ରଖିବା ନିହାତି ଆବଶ୍ୟକ ଯେ, ସର୍ବଦା ନିଜ ପାଦରେ ଚାନ୍ଦି ର ଝୁଣ୍ଟିଆ ହିଁ ପିନ୍ଧିବା ଉଚିତ । କେବେବି ସୁନା ର ଝୁଣ୍ଟିଆ ପିନ୍ଧିବା କଥା ନୁହେଁ । ବାସ୍ତୁ ଶାସ୍ତ୍ର ଅନୁସାରେ ପାଦରେ ଚାନ୍ଦିର ଝୁଣ୍ଟିଆ ପିନ୍ଧିବା ଦ୍ଵାରା ଅତ୍ୟନ୍ତ ଶୁଭ ହୋଇଥାଏ । ନଚେତ ସ୍ୱାମୀ ଙ୍କ ଉପରେ ଅନେକ ପ୍ରକାର ବିପଦ ଆସିଥାଏ ।

୨. କୌଣସି ବି ନାରୀଙ୍କୁ କେବେବି ଢିଲା ଝୁଣ୍ଟିଆ ପିନ୍ଧିବା କଥା ନୁହେଁ, ଯାହାଦ୍ୱାରା ତାହା ପାଦରୁ ବାହାରି ଯାଇଥାଏ ଏବଂ ଏହା ସହିତ ଧ୍ୟାନ ରଖିବା ଆବଶ୍ୟକ ଯେ, ନିଜେ ପିନ୍ଧିଥିବା ଝୁଣ୍ଟିଆ କୁ ଯେପରି ଅନ୍ୟ କାହାକୁ ନ ଦିଅନ୍ତୁ । ଏପରି କରିବା ଦ୍ୱାରା ସ୍ୱାମୀ ଙ୍କ ଶରୀର ଅସୁସ୍ଥ ହୋଇଥାଏ ଏବଂ ସେ ଦାରିଦ୍ର୍ୟତା ର ଶିକାର ହୋଇଥାନ୍ତି ।

୩. ପ୍ରତ୍ୟେକ ନାରୀ ସର୍ବଦା ନିଜ ଗୋଡ଼ ରେ ଘୁଙ୍ଗୁର ଥିବା ଝୁଣ୍ଟିଆ ଏବଂ ପାଉଁଜି ଉଭୟ ପିନ୍ଧିବା ଉଚିତ । କାରଣ ଏହାର ମଧୁର ଧ୍ଵନି ରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ସେହି ଘରେ ବାସ କରିଥାନ୍ତି । ଯାହାଦ୍ୱାରା ଘର ସୁଖ ସମୃଦ୍ଧି ଏବଂ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯାଏ । ଯଦି ଆପଣ କୌଣସି କାରଣ ବଶତଃ ନିଜ ପାଦ ରୁ ପାଉଁଜି କୁ କାଢ଼ୁଛନ୍ତି ତେବେ ପାଦ ରେ କଳା ସୁତା ବାନ୍ଧି ଦିଅନ୍ତୁ । ବିବାହିତା ମହିଳା କେବେବି ନିଜ ପାଦ ଖାଲି ରଖନ୍ତୁ ନାହିଁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *