ଓଜନ କମିବାର ସହଜ ଉପାୟ ! ଦେଖନ୍ତୁ ଏ ନେଇ କଣ କୁହନ୍ତି Dr Abhay Kumar Sahoo

ନମସ୍କାର ବନ୍ଧୁଗଣ । ସମସ୍ତେ ପତଳା ଓ ସୁନ୍ଦର ଦେଖା ଯିବା ପାଇଁ ଚାହିଁ ଥାନ୍ତି । ବର୍ତ୍ତମାନ ର ସମୟରେ ଅନେକ ଲୋକ ଙ୍କ ର ସମସ୍ଯା ଏହାଥାଏ କି ଅକାରଣ ରେ ବଢୁଥିବା ଚର୍ବି । ଶରୀରରେ ମୋଟାପା ଆସିଗଲେ ମଣିଷ ଭିନ୍ନ ଭିନ୍ନ ରୋଗ ରେ ଆକାରନ୍ତ ହେବାକୁ ଲାଗିଥାଏ । ତାହାସହ କୌଣସି କାମ ଆଦିରେ ମଧ୍ୟ ମନ ଲାଗି ନଥାଏ । ଶରୀରେ ଆଳସ୍ୟ ଦିନକୁ ଦିନ ବଢିବାରେ ଲାଗେ । ଧୀରେ ଧୀରେ ଜୀବନରେ ନିରାଶା ଭାବ ଉତ୍ପନ୍ନ ହେବ ଆରମ୍ଭ ହେବାର ଦେଖା ଦିଏ ।

ଏହି କାରଣ ରୁ ସମସ୍ତେ ନିଜକୁ ରକ୍ଷା କରିବାକୁ ଯାଇ ନିଜର ମୋଟାପା କୁ ଶୀଘ୍ର ରୁ ଶୀଘ୍ର କମାଇବାକୁ ଇଚ୍ଛା କରିଥାନ୍ତି । ବନ୍ଧୁଗଣ ମୋଟାପା ବା ଓବେସିଟି କମାଇବାକୁ ଚାହୁଁଥିଲେ ପ୍ରଥମେ ନିଜର ଡାଏଟ ଓ ବ୍ୟାୟାମ ଏହି ଡିଟିକୁ ନିୟମିତ ଭାବରେ ପାଳନ କରିବାକୁ ହେବ । ବନ୍ଧୁଗଣ ବୟାମ ପ୍ରତିଦିନ ନିହାତି 30 ରୁ 40 ମିନିଟ କରାଯିବା ଆବଶ୍ୟକ ।

ବନ୍ଧୁଗଣ ଆନେକ ଲୋକ ଆରମ୍ଭ ଦିନ ରୁ ଏକା ସଙ୍ଗେ ଅଧିକ ସମୟ ବ୍ୟାବମ ଅକରିବେ ବୋଲି ଉତ୍ତେଜିତ ହୋଇ ଅଧିକ ସମୟ ଧରି ବ୍ୟାୟାମ କରି ନିଅନ୍ତି ଏହା ଦ୍ଵାରା ପର ଦିନ ସକାଳେ ଶରୀର ରେ ଏତେ ମାତ୍ରା ପୀଡା ଅନୁଭବ ହୋଇଥାଏ କି ଯାହାଦ୍ୱାରା ସେମାନେ ବ୍ୟାୟାମ କରିବା ବନ୍ଦ କରି ଦେଇଥାନ୍ତି । କିନ୍ତୁ ଏହା ବାସ୍ତବରେ ଠିକ ହୋଇ ନଥାଏ । କାରଣ ଆରମ୍ବରୁ ସବୁବେଳେ କମ କରିବା ଆବଶ୍ୟକ ।

ଯେପରି ଯଦି ଆପଣ ବ୍ୟାୟାମ କରିବା ଆରମ୍ଭ କରନ୍ତି ତେବେ ପ୍ରଥମେ ସପ୍ତହେ ଆପଣ 5 ରୁ 10 ମିନିଟ ପର୍ଯ୍ୟନ୍ତ । ଏହାପରେ ପୁଣି କିଛି ଦିନ ପାଇଁ ଆପଣ 5 ରୁ 10 ମିନିଟ ପାଇଁ ବଢାଇ ଦିଅନ୍ତୁ । ଏପରି ଭାବରେ ଧୀରେ ଧୀରେ କରି ସମୟ ର ମାତ୍ରା ବଢାଇବା ଦ୍ଵାରା ଆପଣ ଦୀର୍ଘ ଦିନ ଧରି ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟାୟାମ କରି ପାରିବେ। ଯାହାଦ୍ୱାରା ଆପଣ ଙ୍କର ଓଜନ ମଧ୍ୟ ଶୀଘ୍ର ରୁ ଶୀଘ୍ର କମିଯାଇ ପାରିବ । ତାହାଛଡ ଆପଣ ଙ୍କୁ ପ୍ରତିଦିନ ଏହାକୁ ନିୟମିତ ଭାବରେ କରିବା ଆବଶ୍ୟକ ।

କମ ରୁ କମ ସପ୍ତାହ ରେ ୫ ଦିନ ଅବଶ୍ୟ କରିବା ଆବଶ୍ୟକ । ତାହାସହ ନିଜର ଡାଏଟ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଏହାସହ କିଛି ଓବେସିଟି ର ଔଷଧ ମାନ ମଧ୍ୟ ରହିଅଛି । କିନ୍ତୁ ଏହା ଉପରେ ସଂପୂର୍ଣ୍ଣ ନିର୍ଭର କରି ରହିବା ଆଦୌ ଉଚିତ ହେବ ନାହିଁ । ତେଣୁ ବନ୍ଧୁଗଣ ଯଦି ଆପଣ ନିଜର ମୋଟାପା କୁ କମାଇବାକୁ ଚାହୁଁ ଥାନ୍ତି, ତେବେ ନିଜର ଡାଏଟ ଓ ବ୍ୟାୟାମ ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ । ଏହାଦ୍ବାରା ଆପଣ ଙ୍କର ମୋଟପା ଶୀଘ୍ର ରୁ ଶୀଘ୍ର ଦୂର ହୋଇଯିବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *