ବାଛନ୍ତୁ ନିଜ ରାଶି ଓ ଜାଣନ୍ତୁ ସେହି କଥା ଯାହା ଆପଣଙ୍କୁ ଦୁଃଖୀ କରିଥାଏ ? Personality Test

ନମସ୍କାର ବନ୍ଧୁଗଣ ଯଦି ଆପଣ ଙ୍କୁ କେହି ପ୍ରଶ୍ନ କରେ କି ଆପଣ ଙ୍କୁ କେଉଁ ଜିନିଷ ପ୍ରତି ଅଧିକ ଘୃଣା କିମ୍ବା ଆପଣ ଙ୍କୁ କେଉଁ ଜିନିଷ ପସନ୍ଦ ନୁହେଁ ତେବେ ଆପଣ କୌଣସି ବ୍ୟକ୍ତି ର ନାମ କହିବେ ନଚେତ କୌଣସି ଵସ୍ତୁ ର

କିନ୍ତୁ ଯଦି ଆପଣ ଙ୍କୁ କେହି ପ୍ରଶ୍ନ କରେ କି ଆପଣ ଙ୍କୁ କେଉଁ କଥା ଟି ଖରାପ ଲାଗେ ତେବେ ଏହାର ଉତ୍ତର ଦେବା ବେଳେ ଆପଣ ଟିକେ ଭାବିବେ । ଏବଂ କିଛି ଭାବି ସାରିବା ପରେ ଆପଣ ଗୋଟିଏ କଥା କୁ କହିବେ କିନ୍ତୁ ଆଜି ଆମେ ଆପଣ ଙ୍କ କହିବା ଆଗରୁ ହିଁ ଆପଣ କେଉଁ କଥା ଆପଣ ଙ୍କୁ ଦୁଃଖ ଦେଇଥାଏ । ସେ ବିଷୟରେ ଆଲୋଚନା କରିବା ଏହା ଆମେ ରାଶି ଅନୁସାରେ ହିଁ ଜାଣି ପାରିବା । ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ ।

୧- ପ୍ରଥମ ରାଶି ହେଉଛି ମେଷ ରାଶି । ଏହି ରାଶି ର ଲୋକ ମାନେ ସେହି ବ୍ୟକ୍ତି ଙ୍କୁ ବେଶି ଚିଡି ଥାଆନ୍ତି ଯେଉଁମାନେ ବିନା କାରଣରେ ନିଜର ଗୋଡ଼ କୁ ହଲାଇ ଥାଆନ୍ତି । ସେମାନଙ୍କୁ ଏହା ଦୁଃଖ ଦିଏ କି ଯେତେବେଳେ ସେ ଭାବନ୍ତି କି ତାଙ୍କ ହାତରୁ ସବୁ କିଛି ପଳାଉଛି । ସେତେବେଳେ ନିଜକୁ ମଜବୁତ କରିବାକୁ ପଡିବ ।

୨- ଦ୍ଵିତୀୟ ରାଶି ହେଉଛି ବୃଷଭ ରାଶି । ଏହି ରାଶି ର ବ୍ୟକ୍ତି ମାନଂକୁ ଯିଏ କଥା କଥାରେ ନିଜର କଥା ଗୁଡିକ କହିଥାନ୍ତି ସେହି ଭଳି ଲୋକ ଙ୍କୁ ଆପଣ ବିଲକୁଲ ପସନ୍ଦ କରନ୍ତି ନାହିଁ । ଏହା ଛଡା ସେମାନେ ବହୁତ ଅଧିକ ଚିନ୍ତା କରିଥାନ୍ତି ଯାହା ଯୋଗୁଁ ସେମାନେ ବହୁତ ଦୁଃଖିତ ରହିଥାନ୍ତି ।

୩- ତୃତୀୟ ରାଶି ହେଉଛି ମିଥୁନ ରାଶି ଏହି ରାଶି ର ବ୍ୟକ୍ତି ମାନେ ଯିଏ ସର୍ଵଦା ଦୁଃଖ ରେ ରୁହନ୍ତି । ଏହି ରାଶି ର ବ୍ୟକ୍ତି ମାନେ ଯେ ପର୍ଯ୍ୟନ୍ତ ନିଜ ମନର ଇଚ୍ଛା କୁ ପୂର୍ତ୍ତି କରି ଦେଇ ନଥାନ୍ତି ସେପର୍ଯ୍ୟନ୍ତ ସେ ବହୁତ ଚିନ୍ତିତ ଏବଂ ଦୁଃଖିତ ରୁହନ୍ତି ।

୪- ଚତୁର୍ଥ ରାଶି ହେଉଛି କର୍କଟ ରାଶି । ଏହି ରାଶି ର ବ୍ୟକ୍ତି ମାନେ ଗରମ କୁ ପସନ୍ଦ କରନ୍ତି ନାହିଁ । ଏମାନେ ବହୁତ ଶୀଘ୍ର ଦୁଃଖୀ ହୋଇ ଯାଆନ୍ତି ଏବଂ ଅନ୍ୟ କଥାର ଏବଂ ବ୍ୟବହାର ତାଙ୍କୁ ଅଧିକ କଷ୍ଟ ଦେଇଥାଏ ।

୫- ପଞ୍ଚମ ରାଶି ହେଉଛି ସିଂହ ରାଶି । ଏହି ରାଶି ର ବ୍ୟକ୍ତି ମାନେ ସର୍ଵଦା ବାସ୍ତବିକ କଥା ରେ ଧ୍ୟାନ ଦିଅନ୍ତି ଯାହା ତାଙ୍କ ଦୁଃଖ ର କାରଣ ହୁଏ ।

୬- ଷଷ୍ଠ ରାଶି ହେଉଛି କନ୍ୟା ରାଶି । ଏହି ରାଶି ର ବ୍ୟକ୍ତି ମାନେ ବହୁତ ବୁଦ୍ଧିମାନ ଥାଆନ୍ତି । ତେଣୁ ଯେଉଁ ପିଲା କିଛି ବୁଝି ପାରେ ନାହିଁ ସେହି ବ୍ୟକ୍ତି ଙ୍କ ଉପରେ ଆପଣ ଅଧିକ ରାଗି ଥାଆନ୍ତି ।

୭- ସପ୍ତମ ରାଶି ହେଉଛି ତୁଳା ରାଶି । ଏହି ରାଶି ର ବ୍ୟକ୍ତି ମାନଙ୍କୁ ଯଦି ଆପଣ ଗୁରୁତ୍ୱ କିମ୍ବା ପ୍ରାଧାନ୍ୟ ନ ଦେବେ ତେବେ ସେମାନେ ବହୁତ ଅଧିକ ଦୁଃଖୀ ହୋଇ ଯାଆନ୍ତି ।

୮- ଅଷ୍ଟମ ରାଶି ହେଉଛି ବିଛା ରାଶି । ଏହି ରାଶି ର ବ୍ୟକ୍ତି ମାନେ ଅନ୍ୟ ର ଉପଦେଶ ଅନୁସାରେ ନିଜର ଜୀଵନ କୁ ଅତିବାହିତ କରିଥାନ୍ତି ଯାହା ଆପଣଂକୁ ଅଧିକ ଦୁଃଖୀ କରିଥାଏ ।

୯- ନବମ ରାଶି ହେଉଛି ଧନୁ ରାଶି । ଏହି ରାଶି ର ବ୍ୟକ୍ତି ମାନେ ନିଜର ବାସ୍ତବିକ ଖୁସି କେଉଁଠି ଏବଂ କଣ କରିବା ଦ୍ୱାରା ତାହାକୁ ପ୍ରାପ୍ତ କରିବେ ସେମାନେ ଜାଣି ନଥାନ୍ତି ତେଣୁ ଦୁଃଖୀ ରୁହନ୍ତି ।

୧୦- ଦଶମ ରାଶି ହେଉଛି ମକର ରାଶି । ଏହି ରାଶି ର ବ୍ୟକ୍ତି ମାନେ ବହୁତ ଅଧିକ ଭାବୁକ ଏବଂ ଅଧିକ ଚିନ୍ତା ମଧ୍ୟ କରିଥାନ୍ତି । ସେମାନେ ଦୁଃଖ ପରେ ସୁଖ ଆସିବ ଭାବି ଚୁପ ରୁହନ୍ତି କିନ୍ତୁ ଦୁଃଖକୁ ଦୁର କରିବାର ବାଟ ଦେଖିବା ଆବଶ୍ୟକ ।

୧୧- ଏକାଦଶ ରେ ହେଉଛି କୁମ୍ଭ ରାଶି । ଏହି ରାଶି ର ବ୍ୟକ୍ତି ମାନେ ସର୍ଵଦା ଏହି କାରଣ ଯୋଗୁଁ ଦୁଃଖିତ ହୁଅନ୍ତି କାରଣ ସେମାନଙ୍କର କୌଣସି ସ୍ୱତନ୍ତ୍ର ଅସ୍ତିତ୍ବ ନାହିଁ । ସେମାନେ ନିଜ ପାଇଁ କିଛି କରନ୍ତି ନାହିଁ ଅନ୍ୟ ର ଭଲ କରନ୍ତି ଏବଂ ଏହା ତାଙ୍କର ବଡ଼ ଭୁଲ ।

୧୨- ଦ୍ୱାଦଶ ରାଶି ହେଉଛି ମୀନ ରାଶି ଏହି ରାଶି ର ବ୍ୟକ୍ତି ମାନେ ସେତେବେଳେ ଅଧିକ ଦୁଃଖୀ ହୁଅନ୍ତି ଯେତେବେଳେ କେହି ତାଙ୍କ ବିଶ୍ୱାସ କୁ ଭାଙ୍ଗି ଦେଇଥାଏ । କିମ୍ବା ତାଙ୍କ ସହ ଖରାପ ବ୍ୟବହାର କରିଥାଏ ଏହା ତାଙ୍କୁ ବହୁତ କଷ୍ଟ ଦେଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *