Chaitra Navratri: ନବରାତ୍ରିରେ ଘରକୁ ନେଇ ଆସନ୍ତୁ ଏହି 4 ଟି ମଧ୍ୟରୁ ଯେ କୌଣସି 1 ଜିନିଷ, ପୁରା ବର୍ଷ ଜମେଇକି ଘରକୁ ଆସିବ ଟଙ୍କା

ନମସ୍କାର ବନ୍ଧୁଗଣ ,  ଏହି ନୂତନ ବର୍ଷ ଆରାମ୍ଭ ହେବାକୁ ଯାଉଅଛି 2023 ର ଚୈତ୍ର ନବରାତ୍ରି । ନବରାତ୍ରି ହେଉଛି ନଆ ଦିନର ପର୍ବ ମା’ ଦୂର୍ଗା  ଏହି ଦିନରେ ପୃଥିବୀ ପୁଷ୍ଟକୁ ଆସି ତାହାଙ୍କର ଭକ୍ତମାନଙ୍କର ସମସ୍ତ ପୀଡା ଦୁଃଖ କଷ୍ଟ କୁ ଦୂର କରିଥାନ୍ତି ।  ଏହି ଦିନ ମାନଙ୍କରେ ଏହି ଚାରୋଟି ଜିନିଷ କୁ ଘର କୁ ଆଣିଥାଉ ଯାହା ଆପଣଙ୍କର ସମସ୍ତ ମନର କାମନ କୁ ପୂର୍ଣ୍ଣ କରିଥାଏ । ଏମିତି କଣ ସେ ଜିନିଷ ଯାହା ମା ‘ ଦୂର୍ଗା କୁ ପ୍ରସନ୍ନ କରିଥାଏ ଏବଂ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା କୁ ଦୂର କରିଥାଏ ।

ମା ‘ ଦୂର୍ଗା କୁ ସୁଖ ସମବୃଦ୍ଧି ର ଦେବୀ ମାନା ଯାଇଥାଏ ଯେଉଁ ଲୋକମାନେ ଏହି ନଅ ଦିନ ମା ‘ ଙ୍କର ମନ ପସନ୍ଦ ଅର୍ପଣ ଦେଇ ପୂଜା ଆରାଧନା କରିଥାନ୍ତି । ସେହିମାନଙ୍କ ଜୀବନରେ ଏହି ବର୍ଷ ସାରା ରହିଥାଏ ମା ‘ଙ୍କର  ଆର୍ଶୀବାଦ । ଆପଣମାନେ ମଧ୍ୟ ଯଦି ଇଛା କରିଥାନ୍ତି ଯେ ଏହି ବର୍ଷ ଆପଣଙ୍କ ଘରେ ମଧ୍ୟ ହେଉ ମା ‘ଙ୍କର କୃପା ଦ୍ରୁଷ୍ଟି ତେବେ ଆପଣଙ୍କ ଘର କୁ ଆଣନ୍ତୁ ଏହି ଚାରୋଟି ଜିନିଷ ।

ବର୍ଷ ରେ ଚାରି ଟି ନବ ରାତ୍ରି ଆସିଥାଏ ତହି ମଧ୍ୟରୁ ଦୁଇଟି ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ନବ ରାତ୍ରି   ପ୍ରଥମ ଦିନ ଆମେ କରିଥାଉ କଳସ ର ସ୍ଥାନ ଏବଂ ଘାଟ ସ୍ଥାପନ ହୋଇଥାଏ । ବ୍ରହ୍ମା , ବିଷ୍ଣୁ ଏବଂ ମହେଶ୍ଵର ଏହି ତିନୋଟି ଶକ୍ତିରେ ପ୍ରକଟିତ ହୋଇଥିଲେ ମା ‘ ଦୂର୍ଗା  । ମା ‘ ଦୂର୍ଗା ସଂସାର ର ନିର୍ମାଣ ଏବଂ ସଂସାର ର ସଂହାର  କରନ୍ତି । ଏହି ନବରାତ୍ରି ରେ  ମା ‘ ଙ୍କର ନଅ ଟି ରୂପ ଆମେ ଦେଖିଥାଉ ।

ଯଦି ଆପଣ ଏହି ନଅ ଦିନ ରେ ମା ‘ ଦୁର୍ଗା କୁ ପ୍ରସନ୍ନ କରିଥାନ୍ତି ତେବେ ବ୍ୟକ୍ତି ର ଜୀବନରେ କେବେ ବି ରୋଗ କଷ୍ଟ ଆସିନଥାଏ । ଏହି ନୂଆ ବର୍ଷ ସାରା ମା’ ଙ୍କ ଦୟା ରହିଥାଏ । ନବରାତ୍ରି ର ଦିନରେ ଆପଣ ଚାହିଲେ ବ୍ରତ ରଖିପାରିବେ  ପର୍ବ ର ପ୍ରାରମ୍ଭ ରୁ ରଖିପାରିବେ ବା ପର୍ବ ର ଶେଷ ରଖିବା ଉଚିତ୍ ହୋଇଥାଏ । କିନ୍ତୁ ଯଦି ଆପଣ ଉପବାସ ରଖିଲା ସମୟରେ ଠିକ ବିଧି ବିଧାନ ରେ ରଖନ୍ତି ନାହିଁ ତେବେ ଏହାର କୁପ୍ରଭାବ ଆପଣଙ୍କ ଜୀବନରେ ଦେଖିବାକୁ ମିଳିଥାଏ ।

କିନ୍ତୁ ଗର୍ଭବତୀ ମହିଳା ରୋଗଗ୍ରସ୍ତ ଲୋକମାନେ ବ୍ରତ ରଖିବା ଅନୁଚିତ୍ ହୋଇଥାଏ । ଏହି ନବ ରାତ୍ରିରେ ତୁଲସୀ ଗଛ କୁ ଆଣି ତାହାର ପୂଜା କରିବା ଦ୍ଵାରା ମା ‘ ପ୍ରସନ୍ନ ହୋଇଥାନ୍ତି ଏବଂ ବର୍ଷ ସାରା ଘରେ ଧନ ଅଭାବ ହୋଇନଥାଏ । ନବରାତ୍ରି ଦିନରେ ପଦ୍ମ ର ଫୁଲ କୁ ମା ‘ ଦୂର୍ଗାଙ୍କ ପାଖରେ ରଖିବା ଉଚିତ୍ । କରାଣ ମା ‘ ଦୂର୍ଗା କୁ ଏହି ଫୁଲ ଅତି ପ୍ରିୟ ଅଟେ ।

ଯଦି ଏହି ନବରାତ୍ରି ଦିନରେ ସୁନା ର ମୁଦ୍ରା କିଣି ଘରେ ରଖିବେ ଏହା ଶୁଭ ଚିହ୍ନ ହୋଇଥାଏ । ମା ‘ ଦୂର୍ଗା ଙ୍କର ଫଟ କୁ ଆଣି ଘରେ ଲଗାନ୍ତୁ । ଫଟରେ ଯେମିତି ମା ‘ ଦୂର୍ଗା ଧନ ର ବର୍ଷା କରାଉଥିବେ ଏଭଳି ଚିତ୍ର ଆଣି ଲଗାଇଲେ ଆପଣଙ୍କ ଘରେ ସୁଖ , ସମବୃଦ୍ଧି ସର୍ବଦା ରହିଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *