Ajira Anuchinta- ଯେଉଁ ସ୍ତ୍ରୀ ର ଏହି ୪ ଟି ଅଙ୍ଗ ରେ କେଶ ରହିଥାଏ ସେମାନେ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭାରତୀୟ ପରମ୍ପରା ରେ ନାରୀ ମାନଙ୍କୁ ଲକ୍ଷ୍ମୀ ଙ୍କ ସ୍ୱରୂପ ରୂପରେ ବିବେଚନା କରାଯାଏ । ଯେଉଁ ଘରେ ନାରୀ ମାନଙ୍କୁ ପୂଜା କରାଯାଏ ସେହି ଘରେ ଦେବୀ ଦେବତା ଙ୍କ ବାସ ରହିଥାଏ ଏବଂ ଯେଉଁ ଘରେ ନାରୀ ମାନଙ୍କ ଅପମାନ ହୋଇଥାଏ ସେହି ଘରେ କେବେବି ମାତାଲକ୍ଷ୍ମୀ ବାସ କରନ୍ତି ନାହିଁ ।

ନାରୀ ହେଉଛନ୍ତି ଘରର ଆଧାର । ନାରୀ ଘରକୁ ସ୍ଵର୍ଗ ଠାରୁ ବି ସୁନ୍ଦର କରିପାରେ ଏବଂ ନର୍କ ମଧ୍ୟ ମଧ୍ୟ କରିପାରେ । ଶାସ୍ତ୍ର ରେ ନାରୀ ମାନଙ୍କ ଅଙ୍ଗ ସମ୍ବନ୍ଧରେ ବିଶେଷ ରୂପରେ ବର୍ଣ୍ଣନା କରାଯାଇଛି । ସାଧାରଣତଃ ନାରୀ ମାନଙ୍କ ଶରୀର ରେ ହାଲକା ରୁମ ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ନାରୀ ମାନଙ୍କ କେଉଁ ଅଙ୍ଗ ରେ କେଶ ରହିବା ଶୁଭ ହୋଇଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଯେଉଁ ନାରୀ ମାନଙ୍କ ଦେହ ରେ ହାଲକା କେଶ ଥାଏ ସେହି ନାରୀ ମାନେ ସର୍ବଦା ନିଜ ପତି ଙ୍କ ସାଥ ଦେଇଥାନ୍ତି ଏବଂ ଏମାନେ ଘର ପାଇଁ ଲକ୍ଷ୍ମୀ ପ୍ରତିମା ହୋଇଥାନ୍ତି । ଏହି ନାରୀ ମାନେ ନିଜ ପରିବାର ର ଧ୍ୟାନ ରଖନ୍ତି ଏବଂ କେବେବି କୌଣସି କାର୍ଯ୍ୟ ପାଇଁ ନିଜ ମନରେ ଡର ରଖନ୍ତି ନାହିଁ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଯେଉଁ ନାରୀ ମାନଙ୍କ ଆଇବ୍ରୋ ପତଳା ହୋଇଥାଏ ସେହି ନାରୀ ମାନେ ନିଜ ସ୍ୱାମୀ ଙ୍କ ପ୍ରତି ବିଶ୍ୱସ୍ତ ହୋଇଥାନ୍ତି । ଏମାନେ ନିଜ ପତି ଙ୍କୁ ହୃଦୟ ରୁ ଭଲ ପାଇଥାନ୍ତି ଏବଂ ଏହି ନାରୀ ମାନେ ବହୁତ ସଂସ୍କାରୀ ମଧ୍ୟ ହୋଇଥାନ୍ତି ।

୩. ବନ୍ଧୁଗଣ ତୃତୀୟତଃ, ଯେଉଁ ନାରୀ ମାନଙ୍କ ମଥା ରେ ହାଲକା କେଶ ରହିଥାଏ ସେମାନେ ବହୁତ ବୁଦ୍ଧିମତୀ ଏବଂ ଉଚ୍ଚ ଆତ୍ମବିଶ୍ୱାସୀ ହୋଇଥାନ୍ତି । ଏହି ନାରୀ ମାନେ କେବେବି ନିଜର ଘରର ପରମ୍ପରା ଏବଂ ସଂସ୍କାର କୁ ଭୁଲି ନଥାନ୍ତି ଏବଂ ନିଜ ପରିବାର ର ନାମ କୁ ଉଜ୍ଜ୍ବଳ କରିଥାନ୍ତି । ଏହି ନାରୀ ମାନେ ନିଜ ପତି ଙ୍କୁ ବହୁତ ଭଲ ପାଆନ୍ତି ଏବଂ ସମସ୍ତ କାର୍ଯ୍ୟ ରେ ତାଙ୍କ ସାଥ ଦିଅନ୍ତି ।

୪. ବନ୍ଧୁଗଣ ଚତୁର୍ଥତଃ, ଯେଉଁ ନାରୀ ମାନଙ୍କ ନିଶ ରେ ହାଲକା ଓ ନରମ କେଶ ରହିଥାଏ ସେମାନେ ଦାନ ଧର୍ମ ରେ ଅଧିକ ବିଶ୍ୱାସ କରନ୍ତି । ଏହି ନାରୀ ମାନେ ସର୍ବଦା ନିଜ ସ୍ୱାମୀ ଙ୍କୁ ଖୁସି ରେ ରଖିବାକୁ ଚେଷ୍ଟା କରନ୍ତି ଏବଂ ଏମାନଙ୍କ ଉପରେ ପରିବାର ସଦସ୍ୟ ଙ୍କ ଆଶୀର୍ବାଦ ରହିଥାଏ । ଏହି ନାରୀ ମାନଙ୍କ ସନ୍ତାନ ବହୁତ ତେଜସ୍ୱୀ ଓ ଚତୁର ହୋଇଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *