ବାସ୍ତୁ ଶାସ୍ତ୍ର ନୁସାରେ ଆମେ ଘରର ପ୍ରତତେକ ଜିନିଷ କୁ ସଠିକ ଜାଗାରେ ରଖି ଦେଇ ଥାଉ । ଆମେ ଜାଣିଛେ ଗ୍ଘରର ଜିନିଷ କିମ୍ବା କିଛି ଭି ପଦାର୍ଥ ଯଦି ଏପାଖ ସେପାଖ ହୋଇ ଯାଏ ତେବେ ଏହା କିଭଳି ସଜାଡି ବା ଉଚ୍ଚିତ ଅଟେ । କହିବା ପାଇଁ ଗଲେ ଦେଖିବା କି ଆମେ ଯାହା ଭି କାମ କରୁଛୁ କିମ୍ବା କରିବା ପାଇଁ ଯାଉଛୁ ତାହା ଆମକୁ କିଭଳିଇ ଫଳ ଦେବ ।
ଦେଖନ୍ତୁ ଘର ପ୍ରତେକ ମଣିଷ ଚାହେଁ ମାତ୍ର ପ୍ରତେକ ଲୋକମାନଙ୍କ ଘରେ ମନ୍ଦିର ଘର ମାନ ମଧ୍ୟ ରହି ଥାଏ । ଆମେ ଜାଣିଛୁ କି ମନ୍ଦିର ଘର ଆମକୁ ସକାରାତ୍ମକ ଊର୍ଜା ଦେଇ ଥାଏ । ଯଦି ଏହାର ଅବସ୍ଥାନ ଭୁଲ ଜାଗାରେ ରହି ଥାଏ ତେବେ କେହି ଭି ଖରାପ ସମୟ ଓ ଅସାନ୍ତି କୁ ଅଟକାଇ ପାରିବେ ନି ଆଜି ଆମେ ସେହି ବିଷୟରେ ଆପଣଙ୍କୁ କିଛି କହିବା ପାଇଁ ଯାଉଛୁ କି ଆପଣ କଣ କଣ କରିବେ ଓ କିଭଳି ଭାବେ ନିଜ ଘରକୁ ସୁରକ୍ଷିତ କରିବେ ।
ଏହା ସହ ଯଦି ଆପଣଙ୍କ ଘରେ ଭଙ୍ଗା ମୂର୍ତି କିମ୍ବା ଭଙ୍ଗା ଜିନିଷ ଥାଏ ତାହେଲେ ଆପଣ କଣ କରିବେ । କୁହା ଯାଏ କି ଘରର ଐଶାନ୍ୟ କଣରେ ଦେବୀ ଦେବଙ୍କ ବାସ ହୋଇ ଥାଏ । ତେଣୁ କରି ଆପଣ ଘରେ ନିଜର ଠାକୁର ମନ୍ଦିର କୁ ସେହି ଦିଗରେ ରଖିବା କଥା ଓ ଠାକୁରଙ୍କ ମୁହଁ ସବୁ ବେଳେ ପୂର୍ବ ଓ ଉତ୍ତର ଦିଗରେ ରହିବା ଆବଶ୍ୟକ ଅଟେ । ଯଦି ଏହାର ମୁହଁ ପଶ୍ଚିମ ଦିଗକୁ ରହିବ ତାହେଲେ ଏହା ଖୁବ ଅଶୁଭ ଅଟେ ।
କୁହାଯାଏ କି ଯଦି ଆପଣ ଘରେ ମନ୍ଦିର କରୁଛନ୍ତି ତେବେ ଆପଣ ନିଜ ଘରେ ଥିବା ସବୁ ଦେବା ଦେବୀ ଙ୍କ ମଧ୍ୟରେ ନିଜ ଇଷ୍ଟ ଦେବଙ୍କୁ ମଧ୍ୟ ରଖି ପୂଜା କରିବା ଆବଶ୍ୟକ ଅଟେ । କୁହା ଯାଏ କି ଆପଣ ଯଦି ଏହା ନ କରିବେ ତାହେଲେ ଆପଣ ଜାଣି ନିଅନ୍ତୁ କି ଆପଣ ତାଙ୍କ କୃପା ରୁ ବଞ୍ଚିତ ହୋଇ ରହିବେ । ଏହା ପରେ କୁହା ଯାଏ କି ଭଗବାନ ଙ୍କ ଏକ ରୁ ଅଧିକ ମୂର୍ତ୍ତି କିମ୍ବା ଫଟ ରଖିବା ଅନୁଚିତ ଅଟେ ।
ଏହା ସହ ଆପଣ ରାଗି କିମ୍ବା ଉଗ୍ର ରୂପକୁ ରଖି ପୂଜା କରିବା ଖରାପ ମଧ୍ୟ ଅଟେ । ଆପଣ ଜାଣିଥିବେ କି ଆମେ ଯେଉଁ ରୂପରେ ପୂଜା କରିବୁ ସେହି ଭଳି ଫଳ ମଧ୍ୟ ପାଇବୁ । ଏହା ସହ ଯଦି ନାଚିବାର ମୂର୍ତ୍ତି ଆପଣ ରଖିଛନ୍ତି ତେବେ ଏହାକୁ ହଟାଇ ଦିଅନ୍ତୁ । ଏହା ସହ ଯଦି ଆପଣଙ୍କ ଘରେ ଥିବା ମୁତତି ଭାଙ୍ଗି ଯାଏ ତେବେ ଏହାକୁ ଆପଣ ଖରାପ ସଂକେତ ବୋଲି ଭାବି ବେନି ।
ଏହାର ଦୁଇଟି କାରଣ ଥାଏ ଏକାଠି ହେଉଛି ଆପଣଙ୍କ ପରିବାର ଉପରେ ଆସୁଥିବା କିଛି ଖରାପ ସମୟ କୁ ଭଗବାନ ତାଙ୍କ ଉପରକୁ ନେଇ ଗଲେ କିମ୍ବା ଆପଣଙ୍କ ଉପରେ କିଛି ସଂକଟ ଆସିବା ପାଇଁ ଯାଉଛି ଆଗାମୀ ଦିନରେ ସେଥି ପାଇଁ ଆପଣ ସଚେତନ ରହିବା ଆବଶ୍ୟକ ଅଟେ । ଏହା ସହ ଆପଣ ଭନଗି ଯାଇଥିବା ମୂର୍ତ୍ତି କୁ ନଦୀରେ ବିସର୍ଜନ କରି ନିଅନ୍ତୁ କିମ୍ବା ଆପଣ ଏହାକୁ ନେଇ ଓସ୍ତ ଗଛ ତଳେ ରଖି ଦିଅନ୍ତୁ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।