Odia GK Questions- କୁହନ୍ତୁ ତାହା କେଉଁ ସ୍ଥାନ, ଯେଉଁଠି ନଈ ଅଛି ପାଣି ନାହିଁ, ସଡ଼କ ଅଛି ଗାଡ଼ି ନାହିଁ, ଜଙ୍ଗଲ ଅଛି ଗଛ ନାହିଁ, ସହର ଅଛି ଘର ନାହିଁ ? ୯୯% ଲୋକ ଫେଲ୍

ମଜାଳିଆ ପ୍ରଶ୍ନର ମଜାଳିଆ ଉତ୍ତର, ଆପଣ ବି ପଢ଼ିଲେ ହସିବେ । ଏହି କୌତୁକିଆ ମଜାଳିଆ ପ୍ରଶ୍ନ ସମସ୍ତଙ୍କୁ ଶୁଣିବାକୁ ଭଲ ଲାଗିଥାଏ । ଗଣିତ ହେଉଛି ଏକ ମାନବ କୃତ ଜିନିଷ । ଆମେ ଜାଣିବା ଯେ ଗଣିତ କହିଲେ ଖାଲି କାଲକୁଳେଶନକୁ ବୁଝାଏ ନାହିଁ । ଏହା ଜୀବନର ପ୍ରତିଟି କ୍ଷେତ୍ରରେ ଆବଶ୍ୟକ ହୋଇଥାଏ । ସମସ୍ତେ ଗଣିତ କରିବାକୁ ଭଲ ପାଇନଥାନ୍ତି । ଗଣିତ ସମସ୍ତଙ୍କୁ କଷ୍ଟ ଲାଗିଥାଏ ।

ଏହି ଗଣିତକୁ ଆମେ ଯେତେ କସିଥାଉ ତାହା କରିବାକୁ ଭଲ ଲାଗିଥାଏ । ନଚେତ ଗଣିତର ନାମ ଶୁଣିଲେ ଆମେ ଭୟ କରିଥାଉ । ବିଦ୍ୟାଳୟ ରେ ପିଲାମାନେ ବହୁତ ଗଣିତ ସାରଙ୍କୁ ଭୟ କରିଥାନ୍ତି । ତେଣୁ ଆମେ ଗଣିତକୁ ଯେତେ ଭଲ ପାଇବା ଗଣିତ ଆମକୁ ସେତେ ଭଲ ପାଇବ । ତେଣୁ ଗଣିତ ଉପରେ ଆମେ ନିର୍ଭରଶୀଳ ହେବା ଆବଶ୍ୟାକ ।

୧-ଆପଣଙ୍କୁ ଯେତେବେଳେ ୧୦ବର୍ଷ ହଉଥିଲା ସେ ସମୟରେ ଆପଣଙ୍କ ଭାଇଙ୍କ ବୟସ ଆପଣଙ୍କ ଠାରୁ ଅଧା ହୋଇଥିଲା, ତାହେଲେ ଏବେଯଦି ଆପଣଙ୍କ ବୟସ ୫୦ବର୍ଷ ତାହେଲେ ଆପଣଙ୍କ ଭାଇ ର ବୟସ କେତେ?

ଉତ୍ତର-ଯେତେବେଳେ ଆପଣଙ୍କ ବୟସ ୧୦ ବର୍ଷ ହୋଇଥିଲା ସେତେବେଳେ ଆପଣଙ୍କ ଭାଇଙ୍କ ବୟସ ଅଧା ହୋଇଥିଲା ମନେ ତାକୁ ୫ବର୍ଷ ହୋଇଥିଲା ୟାମାନେ ସେ ଆପଣଙ୍କ ଠାରୁ ୫ବର୍ଷ ର ସାନ, ଯଦି ଏବେ ଆପଣଙ୍କୁ ୫୦ବର୍ଷ ହେଉଛି ତାମାନେ ତା ବୟସ ୪୫ବର୍ଷ କାରଣ ସେ ଆପଣଙ୍କ ଠାରୁ ୫ବର୍ଷ ର ଛୋଟ ।

୨-ଜେନି ବାପାଙ୍କ ର ଚାରୋଟି ପିଲା-ପ୍ରଥମ ଟି ପୂର୍ବ, ଦୁର୍ତ୍ତୀୟ ଟି ପଶ୍ଚିମ, ତୃତୀୟଟି ଉତ୍ତର ତାହେଲେ ଚତୁର୍ଥ ପିଲାଟିର ନାମ କଣ?

ଉତ୍ତର-ପ୍ରଶ୍ନ ଟିର ଉତ୍ତର ପ୍ରଶ୍ନ ଠି ଏକା ରହିଛି ଏଇଠି କୁହାଯାଇଛିଯେ ଜେନିର ବାପା ମନେ ଜେନି ବି ତାଙ୍କର ପୁଅ ମାନଙ୍କ ମଧ୍ୟରୁ ଜଣେ ।

୩-ଗୋଟିଏ ଅଣ୍ଡା ସିଝିବା ପାଇଁ ୧୦ମିନିଟ ସମୟ ନିଏ ତାହେଲେ ଦଶଟି ଅଣ୍ଡା ଗୋଟିଏ ପାତ୍ର ରେ ସିଜେଇବା ପାଇଁ କେତେ ସମୟ ନେବ?

ଉତ୍ତର-୧୦ମିନିଟ ନେବା କାରଣ ଗୋଟିଏ ଅଣ୍ଡା ର ସିଯିବା ସମୟ ଯେତେ ୧୦ଟି ଅଣ୍ଡାର ମଧ୍ୟ ସେତିକି ସମୟ ଲାଗିବ ।

୪-ଏପରି ଏକ ଜାଗା କୁହ ନଈ ଅଛି ପାଣି ନାହିଁ, ଜଙ୍ଗଲ ଅଛି ଗଛ ନାହିଁ, ସଡକ ଅଛି ଗାଡି ନାହିଁ, ସହର ଅଛି ଘର ନାହିଁ?

ଉତ୍ତର- ମାନଚିତ୍ର

ଏହି ମାନଚିତ୍ରର ଏପରି ଏକ ଜିନିଷ ଯେଉଁଥିରେ ଆମେ ସମସ୍ତେ ବାଟ ଜାଣି ପାରିଥାଉ । ମାନଚିତ୍ର ଗୁଡିକୁ ଆମେ ଯଦି ନୀତିଦିନ ଜୀବନରେ ବ୍ୟବହାର କରିବା ତାହାହେଲେ ବହୁତ ଆଗକୁ ଯାଇପାରିବା । ମାନଚିତ୍ର ର ଦେଶର ପ୍ରତେକ ଜିନିଷ ଥାଏ । ଯଦି କେହିଁ ବାଟ ବଣା ହେଇଯାଉଛି ସେ ମାନଚିତ୍ରକୁ ଦେଖି ନିଜର ବାଟର ପତା ଲାଗେଇ ଦେଇଥାଏ । ଆଜିକାଲି ଜୀବନରେ ମାନଚିତ୍ରକୁ ବହୁତ ଗୁରୁତ୍ୱପୁର୍ଣ । ଏହି ମାନଚିତ୍ର ବିଭିନ୍ନ ନୀତିଦିନ ଜୀବନରେ ଅର୍ଥାତ ଡେଲିଭରି ବୟ ମାନେ ନିଜର କାମକୁ ହାଲୁକା କରିବାପାଇଁ ବ୍ୟବହାର କରିଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ତେବେ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରି ନିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *