ନାଭିରେ କେଉଁ ଜିନିଷ ଲଗେଇଲେ ବିଭିନ୍ନ ପ୍ରକାର ସମସ୍ୟା ଦୂର ହୋଇଥାଏ ? (Astrologer Pragyan Tripathy)

ନମସ୍କାର ବନ୍ଧୁଗଣ ,  ଆଜିର ଭାଗ୍ୟ ଦର୍ଶନ  ରେ ଆପଣର ବିଭନ୍ନ ସମସ୍ୟା ର ପରିଷ୍କାର ବିଷୟରେ କୁହାଯାଇଅଛି । ନାଭିରେ କେଉଁ ଜିନିଷ ଲଗେଇଲେ ଆପଣଙ୍କ ବିଭିନ୍ନ ପ୍ରକାରର ସମସ୍ୟା ଦୂର ହୋଇଥାଏ । ଆମ ଶରୀରରେ ନାଭି ର ଭୂମିକା ଅନ୍ୟତମ ରହିଛି । ମହିଳା ଯେବେ ଗର୍ଭବତୀ ହୋଇଥାଏ ତେବେ ନାଭି ମାଧ୍ୟମରେ ଖାଦ୍ୟ ଶିଶୁ ପାଖକୁ ଯାଇଥାଏ । ତେଣୁ ନାଭି ସହିତ ମାତା ର ସମ୍ପର୍କ  ରହିଥାଏ । ନାଭି ହେଉଛି ଶରୀରର ଗୁରୁତ୍ଵ ପୂର୍ଣ୍ଣ ଅଙ୍ଗ ।

ଏହି ନାଭିରେ କେଉଁ  ଜିନିଷ ଲଗେଇଲେ ଆମ ବିଭିନ୍ନ ସମସ୍ୟା ସବୁ ଦିନ ପାଇଁ ଦୂର ହୋଇଥାଏ । ଯଦି ଆପଣଙ୍କ ଭିତରେ ସାହସିକତା କମିଯାଇ ଥାଏ କୋଣସି କାମ କରିବାକୁ ସାହସ ପାଇଁ ନ ଥାଏ । ଏହି  କ୍ଷେତ୍ରରେ ଆପଣଙ୍କୁ ନିଜର ସାହସକୁ ବୃଦ୍ଧି କରିବା ପାଇଁ  , ତେବେ ଆପଣ ସବୁ ଦିନ ସ୍ନାନ ପରେ ପୂଜା ପାଠ ପୂର୍ବରୁ କିଛି ଲୁଣ ପାଟିରେ ପକେଇବେ  ଏବଂ ସ୍ନାନ ପରେ  କଦାପି ତଳ ଚୁଇବେ ନାହିଁ ।

ତେଣୁ ସ୍ନାନ ର କିଛି ସମୟ ପରେ ରିଙ୍ଗ ବା ପରୀ ଆଙ୍ଗୁଳି ରେ ସୋରିଷ ତେଲ ନେଇ ନାଭିରେ ଲଗେବେ । ଏହା ଦ୍ଵାରା  ଆପଣଙ୍କର ସାହସ ବଢିଥାଏ । ଏହାକୁ ସବୁ ଦିନ କରିବା ଉଚିତ୍ । ଯଦି ଆପଣ ଅନୁଭବ କରନ୍ତି କି ଆପଣଙ୍କ ଉପରେ କିଏ କଳା ଜାଦୁ କରିଛନ୍ତି , ତେବେ ଆପଣ କଣ କରିବେ ନା ହନୁମାନଙ୍କର ସିନ୍ଦୁର ଆଣିବେ ଏହାକୁ ନିଜେ ପ୍ରସ୍ଥୁସ କରିବା ଅନୁଚିତ୍ ହୋଇଥାଏ ।

ତେଣୁ ଆପଣ ମନ୍ଦିରକୁ ଯାଇ ପୂଜା କରାଯାଇଥିବା ସିନ୍ଦୁର ସଂଗ୍ରହ କରି ସ୍ନାନ ପରେ ଅଳ୍ପ ଟିକେ ସିନ୍ଦୁର ନାଭିରେ ଲଗାଇବେ , ଯାହା ଦ୍ଵାରା କଳା ଜାଦୁ ହେଉ , ଆପଣ ଡରଭୟ , ରାତିରେ ଚମକି ପଡ଼ୁଛନ୍ତି । ଆପଣ ଅନୁଭବ କରିଥାନ୍ତି କି କିଏ ଆପଣଙ୍କ ଉପରେ ନଜର ରଖୁଛି , ଆପଣଙ୍କ ଯେ କୋଣସି କାମ କରିବାକୁ ଯାଉଛନ୍ତି ତାହା ଅଶୁଭ ହୋଇଥାଏ , ତେବେ ଏହି ପରିସ୍ଥିତିରେ  ହନୁମାନଙ୍କର ସିନ୍ଦୁର ନାଭିରେ ଲଗେଇବେ ଦ୍ଵାରା ଏହି ସମସ୍ତ ଅସୁବିଧା ଦୂର ହୋଇଥାଏ ।

ଯଦି ଆପଣଙ୍କୁ ସମାଜରେ ନିଜର ଗୌରବକୁ ବୃଦ୍ଧି କରିବାକୁ ଚାହୁଛନ୍ତି । କାରଣ ସମାଜ ପାଇଁ ଯେତେ କାମ କରିଲେ ମଧ୍ୟ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେଉନି ପ୍ରତିଷ୍ଟାରେ ବାଧା ଆସୁଛି , ସମ୍ମାନ ରେ କ୍ଷତି ଆସୁଛି  । ଏହା ପାଇଁ ଆପଣ ଏକ ସାମାନ୍ୟ ବିଷୟ କରିବେ ନା ଚନ୍ଦନ ରେ ଗଙ୍ଗା ଜଳ ମିଶେଇ ନାଭିରେ ଲଗାଇବେ , ଏହା ଦ୍ଵାରା ସମାଜରେ ସମ୍ମାନ ପାଇଥାଉ । ଯଦି ପ୍ରେମ ସମ୍ପକରେ ଆହୁରି ଅଧିକ ମଜବୁତ ହେବାକୁ ଚାହିଥାନ୍ତି  , ଭଲ ପାଇବା ସବୁ ଦିନ ପାଇଁ ବହୁତ ବହଳ ରହୁ ।

ଆପଣ କଣ କରିବେ ନା ସୁଗନ୍ଧ ଦ୍ରବ ବା ଅତର କହିଥାଉ , ତାହାକୁ ଆଣି ନାଭିରେ ଲଗେଇବେ । ଏହା ଦ୍ଵାରା ଆପଣଙ୍କ ସମ୍ପକ ଭଲ ରହିଥାଏ ସୁଖ , ଆନନ୍ଦ ରେ ଚାଳିଥାଏ । ଏହି ଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ଅନ୍ୟମାନଙ୍କୁ ଏହାକୁ ଶେୟାର କରି କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *