ନମସ୍କାର ବନ୍ଧୁଗଣ । ବନ୍ଧୁଗଣ ଦିନସାରା କାମ କରିବା ଦ୍ଵାରା ଶରୀରରେ ଥକାପଣ ବା ଦୁର୍ବଳତା ଆସିଯାଇଥାଏ । କିନ୍ତୁ ଆଜିକାଲି ବିନା ପରିଶ୍ରମ ରେ ହିଁ, ନା କେବଳ ବୟସ୍କ ଅପିତୁ ଛୋଟ ପିଲାମାନେ ମଧ୍ୟ ଥକାପଣ ଓ ଶରୀରରେ ଦୁର୍ବଳତା ଅନୁଭବ କରୁଛନ୍ତି । ଏହାର ଏକ ମାତ୍ର କାରଣ ଶରୀରରେ କ୍ୟାଲସିୟମ ର ଅଭାବ । ଯଦି ଆପଣଙ୍କ ର ଗଣ୍ଠି ଜନିତ ସମସ୍ଯା ଦେଖା ଦେଉଛି ତେବେ ଏହାର ଅର୍ଥ ଆପଣଙ୍କ ଶରୀରରେ କ୍ୟାଲସିୟମ ର ଅଭାବ ରହିଛି ।
ଯଦି ଆପଣ ବହୁ ଦିନ ଧରି ଏହି ସମସ୍ଯା ଗୁଡିକୁ ଅଣଦେଖା କରି ଚାଲନ୍ତି, ତେବେ ଆପଣଙ୍କ ଶରୀରର ହାଡ ଗୁଡିକ ସବୁ ଦୁର୍ବଳ ହୋଇଯିବ । ତାହାସହ ଆଖି ସମ୍ବନ୍ଧ, ତ୍ଵଚା ସମ୍ବନ୍ଧ ଓ କେଶ ସମ୍ବନ୍ଧ ସମସ୍ତ ସମସ୍ଯା ଗୁଡିକ ଦେଖାଦେବ । ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଘରୋଇ ଉପଚାର ଯାହାର ସେବନ ଦ୍ଵାରା ଶରୀରରେ ପ୍ରାୟତଃ ୯୦ ବର୍ଷ ପର୍ଯ୍ୟନ୍ତ କ୍ୟାଲସିୟମ ଜନିତ କୌଣସି ସମସ୍ଯା ଦେଖା ଦେଇ ନଥାଏ ।
ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ସର୍ବପ୍ରଥମେ ଆବଶ୍ୟକ ପଡିବ ରାଶି । ବନ୍ଧୁଗଣ ଆପଣ ଜାଣନ୍ତି କି, ମାତ୍ର ୧ ଚାମଚ ରାଶି ରୁ ହିଁ ପ୍ରାୟ ୧୦୦ ଗ୍ରାମ୍ ର କ୍ୟାଲସିୟମ ମିଳିଥାଏ । ତାହାସହ ଏଥିରେ ଏପରି ଗୁଣ ରହିଛି ଯେ, ଏହା ଶରୀରକୁ ବିଭିନ୍ନ ରୋଗ ରୁ ମୁକ୍ତ କରିବା ସହ ହାଡ କୁ ମଧ୍ୟ ଦୁର୍ବଳ ହେବାରୁ ରକ୍ଷା କଋଥାଏ ।
ବନ୍ଧୁଗଣ ଆପଣ ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ନିମନ୍ତେ ଏକ ତାଟିଆ ରାଶି ନେଇ ତାହାକୁ ଭଲ ଭାବରେ ଗୁଣ୍ଡ କରି କୌଣସି ଏକ ଜାର ମଧ୍ୟରେ ଷ୍ଟୋର କରି ରଖି ନିଅନ୍ତୁ । ବନ୍ଧୁଗଣ ଆପଣ ପ୍ରତିଦିନ ସନ୍ଧ୍ୟାରେ ଏହି ଗୁଣ୍ଡ ରୁ ଏକ ଚାମଚ ଏକ ଗ୍ଳାସ ପାଣିରେ ମିଶାଇ ଏହାର ସେବନ କଲେ, ଶରୀରରେ କୌଣସି ପ୍ରକାରର କ୍ୟାଲସିୟମ ର ଅଭାବ ରହେ ନାହିଁ । ତାହାସହ ଶରୀରକୁ ଥକା ମଧ୍ୟ ଲାଗି ନ ଥାଏ ।
ବନ୍ଧୁଗଣ ତାହାଛଡା ଆପଣ ପ୍ରତିଦିନ ରାତିରେ ୪ ଟି ଆଲ୍ମଣ୍ଡ କୁ ପାଣି ରେ ଭିଜାଇ ଦିଅନ୍ତୁ । ଏହାପର ସକଳେ ସେହି ଆଲ୍ମାଣ୍ଡ କୁ ପାଣି ରୁ କାଢି ଏହାର ଚୋପା ଛଡାଇ ଦିଅନ୍ତୁ । ଏବ॰ ପ୍ରତିଦିନ ସକାଳେ ଆଲ୍ମାଣ୍ଡ ସହ ଏକ ଗ୍ଳାସ କ୍ଷୀର ର ସେବନ କରନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଶରୀରରେ ଥିବା ସମସ୍ତ ଭିଟାମିନ୍ସ ର ଅଭାବ ଦୂର ହୋଇ ଯାଇଥାଏ ।
ବନ୍ଧୁଗଣ ମାତ୍ର ଲଗାତର ୩ ଦିନ ସେବନ କରିବା ଦ୍ଵାରା ଆପଣ ଦେଖିବେ ଆପଙ୍କ ଶରୀରରେ କ୍ୟାଲସିୟମ ର ମାତ୍ରା ବଢିବାକୁ ଲାଗିବ । ତାହା ସହ ଶରୀରରେ ଅଧିକ କାମ କରିବା ପାଇଁ ଶକ୍ତି ମଧ୍ୟ ସଂଚାର ହେବ । ମାସରେ ୩ ଥର ଆପଣ ଏହାକୁ ନିହାତି ସେବନ କରନ୍ତୁ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ