ନବବର୍ଷ 2021 ରେ ମହାସଂଯୋଗ ୫ ଟି ରାଶିର ଭାଗ୍ୟ ଆକାଶ ଛୁଇଁବ, ମିଳିବ ଖୁସି ଖବର, ୭ଟି ରାଶି ରୁହନ୍ତୁ ସାବଧାନ- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ରାଶିଫଳ ସମ୍ବନ୍ଧରେ କହିବାକୁ ଯାଉଛୁ।ବନ୍ଧୁଗଣ ଆସନ୍ତା ନବବର୍ଷ ରେ କିଛି ରାଶି ମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି ଏବଂ ସେମାନଙ୍କ ଜୀବନ ରେ ଖୁସି ର ଆଗମନ ହେବାକୁ ଯାଉଛି ଏବଂ କିଛି ରାଶି ଙ୍କ ଉପରେ ବିପଦ ଆସିବାର ସମ୍ଭାବନା ରହିଛି ଏବଂ ସେମାନଙ୍କୁ ସତର୍କତା ର ସହ ରହିବାକୁ ପଡ଼ିବ।ଆସନ୍ତା ନବବର୍ଷ ରେ ମେଷ ରାଶି ଠାରୁ ଆରମ୍ଭ କରି ମୀନ ରାଶି ପର୍ଯ୍ୟନ୍ତ ସମସ୍ତ ରାଶିରେ କିଛି ନା କିଛି ପରିବର୍ତ୍ତନ ହେବାକୁ ଯାଉଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆସନ୍ତା ନବବର୍ଷ କେଉଁ ରାଶି ମାନଙ୍କ ପାଇଁ ସୁଖ ଏବଂ କେଉଁ ରାଶି ମାନଙ୍କ ପାଇଁ ଦୁଃଖ କୁ ନେଇ ଆସୁଛି।

୧. ବନ୍ଧୁଗଣ ପ୍ରଥମ ରାଶି ଟି ହେଉଛି ମେଷ ରାଶି। ଏହି ରାଶିର ବ୍ୟକ୍ତି ମାନଙ୍କୁ ଚାକିରୀ ଏବଂ ବ୍ୟାପାର କ୍ଷେତ୍ରରେ ଲାଭ ହେବାକୁ ଯାଉଛି। ଏମାନଙ୍କ ବୈବାହିକ ଜୀବନ ସୁଖ ଏବଂ ଶାନ୍ତି ର ସହିତ ଅତିବାହିତ ହେବ।ଏହି ରାଶି ଥିବା ଯେଉଁ ବ୍ୟକ୍ତି ମାନଙ୍କ ବିବାହ ହୋଇପାରୁ ନାହିଁ, ଆସନ୍ତା ନବବର୍ଷ ରେ ସେମାନଙ୍କର ବିବାହ ଯୋଗ ରହିଛି।ଏହି ରାଶି ର ବ୍ୟକ୍ତି ମାନଙ୍କ ପ୍ରେମ ସମ୍ପର୍କ ମଧୁର ରହିବ ଏବଂ ପରିବାର ର ସଂଯୋଗ ପାଇବା ନିମନ୍ତେ ଚେଷ୍ଟା କରନ୍ତୁ।ଯେଉଁ ମାନଙ୍କ ଅଣ୍ଟା ବିନ୍ଧା ଭଳି ସମସ୍ୟା ରହିଛି ସେହି ବ୍ୟକ୍ତି ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

୨. ଦ୍ୱିତୀୟ ରାଶି ଟି ହେଉଛି ବୃଷ ରାଶି। ଲକ୍ଷ୍ୟ ହାସଲ କରିବା ନିମନ୍ତେ ଚେଷ୍ଟା ଏବଂ ଯଥା ସମ୍ଭବ ପରିଶ୍ରମ କରିବାକୁ ପଡ଼ିବ। ଦାମ୍ପତ୍ୟ ଜୀବନ ରେ କିଛି ସମସ୍ୟା ଆସିବ କିନ୍ତୁ ଏଥିରେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ ବର୍ଷର ଶେଷ ରେ ଏହାର ସମାଧାନ ହେବ। ଛାତ୍ରଛାତ୍ରୀ ମାନେ କରିଥିବା ପରିଶ୍ରମର ଫଳ ପାଇବେ। ରକ୍ତ ଚାପ ଥିବା ବ୍ୟକ୍ତି ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

୩. ତୃତୀୟ ରାଶି ହେଉଛି ମିଥୁନ ରାଶି। ସଫଳତା ପାଇବା ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଚାକିରୀ ରେ ସଫଳତା ଲାଭ କରିବେ ଏବଂ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଲାଭ ହେବ।ଏହି ରାଶିର ବିବାହ ଯୋଗ ମଧ୍ୟ ରହିଛି।

୪. ଚତୁର୍ଥ ରାଶି ଟି ହେଉଛି କର୍କଟ ରାଶି। ଏହି ରାଶିର ବ୍ୟକ୍ତି ଙ୍କ ବୈବାହିକ ଜୀବନ ରେ ସମସ୍ୟା ଆସିବ। ସମସ୍ୟା ର ସମୁଖୀନ୍ନ ହେବାକୁ ପଡ଼ିବ ଏବଂ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

୫. ପଞ୍ଚମ ରାଶି ହେଉଛି ସିଂହ ରାଶି। ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ବିଭିନ୍ନ ପ୍ରକାର ସମସ୍ୟା ଆସିବାର ସମ୍ଭାବନା ଅଛି ଏଥିପ୍ରତି ସତର୍କ ହେବେ।ଛାତ୍ରଛାତ୍ରୀ ମାନେ ପରୀକ୍ଷା ରେ ସଫଳତା ପାଇବେ।

୬. ଷଷ୍ଠ ରାଶି ହେଉଛି କନ୍ୟା ରାଶି। ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏକ ଉତ୍କୃଷ୍ଟ ବର୍ଷ ଚାହିଁ ରହିଛି। ଏମାନେ ସବୁ କ୍ଷେତ୍ରରୁ ସଫଳତା ଲାଭ କରିବେ। ଶତ୍ରୁ ମାନେ କିଛି କ୍ଷତି କରି ପାରନ୍ତି।ଏଥିପ୍ରତି ସଜାଗ ରୁହନ୍ତି।

୭. ସପ୍ତମ ରାଶି ହେଉଛି ତୁଳା ରାଶି।ଏହି ରାଶିର ବ୍ୟକ୍ତି ମାନେ ସବୁ କ୍ଷେତ୍ରରେ ସତର୍କତା ର ସହ କାର୍ଯ୍ୟ କରନ୍ତୁ ସଫଳତା ଲାଭ କରିବେ। ବ୍ୟବସାୟ କ୍ଷେତ୍ରରେ ଲାଭ ହେବ।

୮. ଅଷ୍ଟମ ରାଶି ହେଉଛି ବିଚ୍ଛା ରାଶି। ଏହି ରାଶିର ବ୍ୟକ୍ତି ମାନଙ୍କୁ ନୂଆ ଚାକିରୀ ର ସଂଯୋଗ ରହିଛି। ଛାତ୍ରଛାତ୍ରୀ ମାନେ ସଫଳତା ପାଇବେ। ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ସଂକ୍ରମକ ରୋଗରେ ପୀଡ଼ିତ ହେବାର ସମ୍ଭାବନା ରହିଛି ଏଥିପ୍ରତି ଯତ୍ନବାନ ହୁଅନ୍ତୁ।

୯. ନବମ ରାଶି ହେଉଛି ଧନୁ ରାଶି। ଏମାନଙ୍କ ଜୀବନ ସୁଖ ଶାନ୍ତି ରେ ପରିପୂର୍ଣ୍ଣ ରହିବ ଏବଂ ଯୁବକ ଯୁବତୀ ମାନଙ୍କର ବିବାହ ଯୋଗ ରହିଛି।

୧୦. ଦଶମ ରାଶି ହେଉଛି ମକର ରାଶି। ଏହି ରାଶି ର ବ୍ୟକ୍ତି ମାନଙ୍କ ପାରିବାରିକ ଜୀବନ ରେ ସୁଖ ସମୃଦ୍ଧି ସ୍ଥାପନ ହେବ ଏବଂ ନୂତନ କାର୍ଯ୍ୟ ଆରମ୍ଭ କରିବେ ଏବଂ ସଫଳତା ମଧ୍ୟ ଲାଭ କରିବେ।

୧୧. ଏକାଦଶ ରାଶି ଟି ହେଉଛି କୁମ୍ଭ ରାଶି।ଆସନ୍ତା ନବବର୍ଷ ରେ ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନ ରେ ଏଭଳି ଜଣେ ଆସିବେ ଯାହା ସହାୟତାରେ ସବୁ କ୍ଷେତ୍ରରେ ସଫଳତା ଲାଭ କରିବେ। ଏହି ରାଶିର ଆସନ୍ତା ବର୍ଷ ରେ ଯାତ୍ରା ଯୋଗ ମଧ୍ୟ ରହିଛି।

୧୨. ଦ୍ୱାଦଶ ଏବଂ ଶେଷ ରାଶି ଟି ହେଉଛି ମୀନ ରାଶି। ଏହି ରାଶି ର ବ୍ୟକ୍ତି ମାନେ ବ୍ୟବସାୟ କ୍ଷେତ୍ର ରେ ସଫଳତା ଲାଭ କରିବେ ଏବଂ ଇଂଜିନିୟରିଂ ଛାତ୍ର ମାନଙ୍କର ଚାକିରୀ ର ସମ୍ଭାବନା ରହିଛି। ଭୂମି ଅଥବା ଗୃହ କିଣିବାର ସମ୍ଭାବନା ଅଛି। ଏହି ରାଶିର ବ୍ୟକ୍ତି ମାନେ ଚର୍ମ ରୋଗରେ ପୀଡ଼ିତ ହେବାର ସମ୍ଭାବନା ରହିଛି।ଏଥିପ୍ରତି ସତର୍କ ରୁହନ୍ତୁ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ । ଆଗକୁ ଏମିତି କିଛି ନୂଆ ନୂଆ ଆଷ୍ଟ୍ରୋଲୋଜି ସମ୍ବନ୍ଧୀୟ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *