କେଉଁମାନେ ଅଲକ୍ଷଣ ମଣିଷ ଦେଖିଲେ ଜାଣିବେ -Ajira Anuchinta

ବନ୍ଧୁଗଣ ଆଜି ଆମେ ଜାଣିବା କେଉଁମାନେ ଅଲକ୍ଷଣ ପ୍ରକୃତିର ମଣିଷ। ସେମାନଙ୍କ ର କେଉଁ କାର୍ଯ୍ୟ କୁ ଦେଖିଲେ ଆମେ ଜାଣି ପାରିବା ସେମାନେ ଅଲକ୍ଷଣ ପ୍ରକୃତିର ମଣିଷ। ଏହାର ଉଦ୍ଦେଶ୍ୟ କାହା ମନରେ ଦୁଃଖ ଦେବା ନୁହଁ ଏହା କେବଳ ବହି ଲିଖିତ କଥା ଏଠି ପ୍ରସ୍ତୁତ କରୁଛୁ।

୧- ପ୍ରଥମ ଲକ୍ଷଣ ହେଲା ଯେଉଁ ବ୍ୟକ୍ତି ନିଜ ବସିବା ସ୍ଥାନରେ ବସି ସେଠି ବିନା କାରଣ ରେ ଗାର ଟାଣୁ ଥିବେ ତେବେ ତାହା ହେଉଛି ଅଲକ୍ଷଣ ର ଲକ୍ଷଣ।

୨- ଦ୍ୱିତୀୟ ଲକ୍ଷଣ ହେଲା ଯେଉଁ ବ୍ୟକ୍ତି ଗୋଡ ଧୋଇଲା ବେଳେ କେବଳ ଆଗ ପଟେ ପାଣି ପକାନ୍ତି ଓ ପଛ ପଟେ ପାଣି ଢାଳନ୍ତି ନାହିଁ ତେବେ ତାହା ମଧ୍ୟ ଏକ ଅଲକ୍ଷଣ ର ଲକ୍ଷଣ।

୩- ତୃତୀୟ ଲକ୍ଷଣ ହେଲା ଯେଉଁ ମାନେ ଗାଧେଇ ସାରିବା ପରେ ଦାନ୍ତ ଘଷିବା ଟା ଏକ ଅଲକ୍ଷଣ ର ଲକ୍ଷଣ। ଏହା ବେଳେ ବେଳେ ହେବା ଅଲଗା କଥା କିନ୍ତୁ ସବୁବେଳେ ଏଭଳି କରିବା ଟା ଭଲ ଗୁଣ ନୁହେଁ।

୪- ଚତୁର୍ଥ ଲକ୍ଷଣ ହେଲା ଯେଉଁ ବ୍ୟକ୍ତି ମାନେ ସବୁବେଳେ ମଳିନ ବସ୍ତ୍ର ପରିଧାନ କରୁ ଥିବେ ତାହା ମଧ୍ୟ ଏକ ଅଲକ୍ଷଣ ର ଲକ୍ଷଣ।

୫- ପଞ୍ଚମ ଲକ୍ଷଣ ହେଲା ଯେଉଁ ବ୍ୟକ୍ତି ମାନେ ଅନ୍ନ କୁ ପାଟି ରେ ରଖି ହାତ ରେ ଆଉ ଅନ୍ନ ଧରି ଥିବେ ତେବେ ସେମାନେ ମଧ୍ୟ ଅଲକ୍ଷଣ ପ୍ରକୃତି ର ବ୍ୟକ୍ତି।

୬- ଷଷ୍ଠ ଲକ୍ଷଣ ହେଲା ଯେଉଁ ବ୍ୟକ୍ତି ମାନେ ନିଜ ଦେହ ରେ ତାଳି ମାରିଥାନ୍ତି ଏପରି ବ୍ୟକ୍ତି ମାନେ ମଧ୍ୟ ଅଲକ୍ଷଣ ପ୍ରକୃତି ର।

୭- ସପ୍ତମ ଲକ୍ଷଣ ଏହା କି ଯେଉଁ ବ୍ୟକ୍ତି ମାନେ ଗୋଟେ ଦିନରେ ଦୁଇ ଥର ରୁ ଅଧିକ ଶୋଉଥିବା ବ୍ୟକ୍ତି ମାନେ ଅଲକ୍ଷଣ ର ପ୍ରକୃତି ର।

ଏହି ସବୁ କଥା କୌଣସି ବ୍ୟକ୍ତି ବିଶେଷ ଙ୍କ ପାଇଁ ନଥିଲା ଏହା କହିବା ର ଅର୍ଥ ହେଲା ଏହି ଲକ୍ଷଣ ସବୁ ଅଲକ୍ଷଣ ପ୍ରକୃତିର କାର୍ଯ୍ୟ ସେଥିପାଇଁ ଏହି କାର୍ଯ୍ୟ ନ କରିବା ଉଚିତ ଏବଂ କିଏ ଏପରି କରୁଥିଲେ ତାକୁ ବାରଣ ମଧ୍ୟ କରିବା ଆବଶ୍ୟକ ଅଟେ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *