ମୂର୍ଖ ବ୍ୟକ୍ତି ଙ୍କ ପାଖରେ ଥାଏ ଏହି 5 ଟି ଖରାପ ଅଭ୍ଯାସ, କଣ ଆପଣ ଏମିତି କରୁ ନାହାଁନ୍ତି ତ ? Chanakya Niti

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ସହିତ ଜଣେ ନୀତିକାର ମଧ୍ୟ ଥିଲେ, ସେ ତାଙ୍କ ନୀତିଶିକ୍ଷାରେ ମନୁଷ୍ୟଙ୍କ ପାଇଁ ବହୁତ କିଛି ଲେଖି ଯାଇଛନ୍ତି ।

କିନ୍ତୁ ମଣିଷ ନିଜ ମନ ଇଚ୍ଛା କାମ କରୁଥାଏ, ଏହିଭଳି ମଣିଷ ମଧ୍ୟରେ ମିଳୁଥିବା 5ଟି ଲକ୍ଷଣ ମୂର୍ଖତା ର ପରିଚୟ ଦିଏ । ପ୍ରଥମେ କାହା ପିଠି ପଛପଟେ କୌଣସି ମନ୍ଦ ବାର୍ତାଳାପ କରୁଥିବା ବ୍ୟକ୍ତି ମୂର୍ଖତାର ପରିଚୟ ଦିଏ, ଏଭଳି ବ୍ୟକ୍ତି କାହାର ସୁଖ ଦେଖି ପାରନ୍ତିନୀ ।

2ୟ ରେ ମନ୍ଦବ୍ୟକ୍ତି ର ଲୋକମାନେ ଜଣଙ୍କଠାରୁ କୌଣସି ମହତ୍ଵପୂର୍ଣ କଥା ଶୁଣି ଯାହାକୁ କହିଲେ ଅନ୍ୟ ବ୍ୟକ୍ତି ଜଣଙ୍କ ଅସୁବିଧାର ସମ୍ମୁଖୀନ ହେଇପାରେ ସେମାନେ ତାକୁ ହିଁ ଯାଇକି ସବୁ କହିଥାନ୍ତି । ଏହା ଫଳରେ ଅଶାନ୍ତି ଆସି ଥାଏ, ପରସ୍ପର ପ୍ରତି ଘୃଣା ଭାବ ଆସିଥାଏ । ଏଭଳି ବ୍ୟକ୍ତି ଠାରୁ ଦୂରେଇ ରହିବା ଆବଶ୍ୟକ ।

3ୟ ଲକ୍ଷଣ ହେଉଛି ନିଜକୁ ବଞ୍ଚେଇବା ପାଇଁ ଅନ୍ୟକୁ କୌଣସି କଥାରେ ଫସାଇବା, ଏବ ନିଜ ବିଷୟରେ ଅଧିକରୁ ଅଧିକ ବଢେଇ କହିବା । ଏହା ଛାତ୍ର ଛାତ୍ରୀ ଠାରେ ଅଧିକ ଦେଖିବାକୁ ମିଳିଥାଏ ।

ଚତୁର୍ଥ ଲକ୍ଷଣ ଅନ୍ୟକୁ ସବୁ କଥା ରେ ଉପଦେଶ ଦେବେ କେଉଁ କେଉଁ କାର୍ଯ୍ୟ କଲେ ଖ୍ଯାତି ହେବ ସେ ବିଷୟରେ କହିବେ କିନ୍ତୁ ନିଜେ ସେ ସବୁ କରୁନଥିବେ । ଅନ୍ୟକୁ ଉପଦେଶ ବହୁତ ବଡ ବଡ ଦେବେ କିନ୍ତୁ ନିଜେ ସେସବୁର ସଠିକ ପାଳନ କରୁ ନଥିବେ ।

ପଞ୍ଚମ ଲକ୍ଷଣ ସ୍ୱାସ୍ଥ୍ୟ କୁ ହାନି କରୁଥିବା ନିଶାସେବନ କରି ଘରେ ଅଶାନ୍ତି ସୃଷ୍ଟି କରିବା । ବହୁତ ରାତି ପର୍ଯ୍ୟନ୍ତ ଟିଭି ଦେଖିବା । ଏଭଳି ବ୍ୟକ୍ତି ସଦା ସର୍ବଦା ଅସୁବିଧାର ସମ୍ମୁଖୀନ ହେଇଥାଏ, ଏଭଳି ବ୍ୟକ୍ତି କେବେ ଶାନ୍ତିରେ ଜୀବନଯାପନ କରିପାରେ ନାହି ।

 

ଏହି ସବୁ ହେଉଛି ଆଚାର୍ଯ୍ୟ ଚାଣକ୍ୟଙ୍କର ନୀତିବାଣୀ । ଯଦି ଆପଣଙ୍କୁ ଏସବୁ ନୀତି ବାଣୀ ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି ତେବେ ଗୋଟେ ଲାଇକ କରି ଦିଅନ୍ତୁ । ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *