ହିନ୍ଦୁ ଧର୍ମ ଅନୁସାରେ ଦିନକୁ କେତେଥର ଏବଂ କେଉଁଭଳି ଗାଧୋଇବା ଉଚିତ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ । ଆସନ୍ତୁ ଜାଣିବାଯେ ଦିନକରେ କେତେଥର ଗାଧୋଇବା ଉଚିତ ।

ହିନ୍ଦୁ ଧର୍ମ ଅନୁସାରେ ଜଣେ ବ୍ୟକ୍ତି କୁ ତିନିଥର ସ୍ନାନ କରିବା ଉଚିତ । ଯଦି କୌଣସି ବ୍ୟକ୍ତି ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ନିଜଯିବନକୁ ପ୍ରତିପଦିତ କରନ୍ତି ତେବେ ତାଙ୍କୁ ବ୍ରହ୍ମ ମୁହୂର୍ତ୍ତ ଯାହାକି ସକାଳ ୪-୫ ସମୟ ମଧ୍ୟରେ ପ୍ରଥମ ଥର ସ୍ନାନ କରିବାକୁ ହେବ

ତଥା ଦୁଇପହରେ ଦୁର୍ତ୍ତୀୟ ଥର ପାଇଁ ଏବଂ ଶେଷ ଥର ପାଇଁ ସନ୍ଧ୍ୟା ୬ଟାରେ ସ୍ନାନ କରିବାକୁ ପଡିବ । ହିନ୍ଦୁ ଧର୍ମ ଅନୁସାରେ ନକେବଲ ଗାଧୋଇବା ହାତ ଓ ଗୋଡ ଧୋଇବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଶାସ୍ତ୍ର ଅନୁସାରେ ବ୍ୟକ୍ତି ନିଜ ଘରକୁ ପହଞ୍ଚିବା ପରେ ନିଜ ଗୋଡ ଓ ହାତ ନିର୍ମଳ ପାଣିରେ ଧୋଇବା ଉଚିତ ଏହାପରେ ବ୍ୟକ୍ତି କୁ ଖାଇସାରିଲା ପରେ ମଧ୍ୟ ନିଜ ଗୋଡ ଓ ହାତକୁ ଧୋଇବା ଉଚିତ ଅଟେ ।

ହିନ୍ଦୁ ଧର୍ମ ରେ ଉଲ୍ଲେଖ ରହିଛି ଯେ ନିର୍ମଳ ପାଣିକୁ ନିଜ ଶରୀରରେ ପ୍ରୟୋଗ କରିବା ଦ୍ୱାରା ମଣିଷକୁ ଅତ୍ମ୍ୟ ଶକ୍ତି ସହିତ ଶାରୀରିକ ଶକ୍ତି ଯୋଗେଇଥାଏ । ଏହା କରିବା ଦ୍ୱାରା ମାଂସ ପେଶୀ ସହ ମସ୍ତିଷ୍କ କୁ ମଧ୍ୟ ସୁସ୍ଥ କରାଇ ଥାଏ ।ଧର୍ମ ପୁସ୍ତକ ଗୁଡିକରେ କିଛି ଶୁଭ କାର୍ଯ୍ୟ କରିବା ଆଗରୁ ଗାଧୋଇବା ନିତ୍ୟନ୍ତ ଦରକାର ବୋଲି ଉଲ୍ଲେଖ ଯାଇଛି । ସବୁଦିନ ଗାଧୋଇବା ଦ୍ୱାରା ଦେହ ସଫା ହେବ ସହ ମାନରେବି ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ ।

ସବୁଦିନ ଗଗାଧୋଇବା ଦ୍ୱାରା ମନ ଚଞ୍ଚଳ ଓ ଶରୀର ସୁସ୍ଥ ହୋଇଥାଏ । ଗାଧୋଇବା ସମୟରେ କିଛି ଜାଣିବା ର କଥା- ଗାଧୋଇବା ସମୟରେ କିଛି କଲାଜିରା ପାଣିରେ ପକେଇ ଗଧିଲେ ଭାଗ୍ୟ ବଦଳି ଯାଇଥାଏ । ଘରର ଦରିଦ୍ରତା ମଧ୍ୟ ଦୁରେଇ ଜେଇଥାଏ । ଧନର ରାଶି ସହ ଦେହ ବି ସୁସ୍ଥ ହୋଇଥାଏ । ଅଳେଇଚ ଆଉ କେସର ଫୁଲ ଗାଧୋଇବା ପାଣିରେ ପକେଇ ଗାଧୋଇଲେ ଧନ ର ବୃଦ୍ଧି, ସୁନ୍ଦର ସୁସ୍ଥ ଶରୀର ଓ ଖରାପ ସମୟ ଦୁରେଇଜେଇଥାଏ । ଅଶୁଭ ସକ୍ତି ଠାରୁ ମୁକ୍ତି ମିଳିଥାଏ ।

ଜୋତିସ ଶାସ୍ତ୍ର ଅନୁସାରେ ଗୋରସ କୁ ପାଣିରେ ମିଶେଇ ଗଧିଲେ ଆୟୁଷ ବୁଦ୍ଧି ହେବା ସଙ୍ଗେ ସଙ୍ଗେ ଶରୀର ସୁନ୍ଦର ତଥା ଚର୍ମ ଚିକଣ ହୋଇଥାଏ । ଘିଅ କୁ ପାଣିରେ ମିଶାଇ ଗାଧୋଇଲେ ତ୍ୱଚା ସୁନ୍ଦର ହୋଇଥାଏ ଓ ନେଗେଟିଭି ଭାବନା ଆସିବା ଦୁରେଇଥାଏ ।


ଗାଧେଇବା ପାଣିରେ ଲୁଣ ପାଇକେଇ ଗାଧୋଇବା ଦ୍ୱାରା ରହିଯାଇଥିବା କାମ ସଫଳତାର ସହ ପୁର୍ନ ହୋଇଥାଏ ତା ସହିତ ଧନ ର ମଧ୍ୟ ବୃଦ୍ଧି ହୋଇଥାଏ । ଲୁଣ ଆପଙ୍କୁ ଭୁତ ପ୍ରେତ ଆଦି ଭୟାନକ ଶକ୍ତି ଠାରୁ ଦୂରେଇ ରଖିଥାଏ । ହଲଦୀକୁ ପାଣିରେ ପକେଇ ଗାଧୋଇଲେ ଭାବିଥିବା କାମ ପୁରାଣ ହୁଏ । ପରୀକ୍ଷା ରେ ଭଲ ହୋଇଥାଏ । ଗାଧୋଇବା ପାଣିରେ ଚନ୍ଦନ ପକେଇ ଗାଧୋଇଲେ ଘରେ କଳହ ରୁ ଦୁରେଇ ରହେ ଓ ଆର୍ଥିକ ପରିସ୍ତତି ରୁ ମଧ୍ୟ ମୁକ୍ତି ମିଳିଥାଏ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *