ମୂଳା ଖାଉଥିବା ଲୋକ ଏହି 2 ଟି ଜିନିଷ ଏକା ସହିତ ଭୁଲରେ ବି ଖାଆନ୍ତୁ ନାହିଁ (Health Tips)

ବନ୍ଧୁଗଣ, ମୂଳାକୁ ସାଲାଡ଼ କରି ଖାଇବାକୁ ସମସ୍ତେ ବହୁତ ପସନ୍ଦ କରିଥାନ୍ତି । ମୂଳାରେ ଫାଇବର ଅଧିକ ମାତ୍ରାରେ ରହିଥାଏ । ଶରୀର ପାଇଁ ଏହାଠୁ ଭଲ ଆଉ କେଉଁ ପରିବା ହୋଇ ପାରିବ ନାହିଁ । ମୂଳା ଖାଇବାକୁ ବହୁତ ସ୍ଵାଦ ଲାଗିଥାଏ । କିନ୍ତୁ ଏହାକୁ ଖାଇବା ପରେ ଆପଣଙ୍କ ପୁରା ଦିନ ଖରାପ ମଧ୍ୟ ହୋଇଥାଏ । ଯଦି ଆପଣଙ୍କର ପେଟ ର ସମସ୍ୟା ରହିଥାଏ, ଯଦି ଆପଣଙ୍କର ପେଟର ସମସ୍ୟା ନାହିଁ ଆପଣ ଅଧିକ ମାତ୍ରାରେ ମୂଳା ର ସେବନ କରୁଛନ୍ତି ତେବେ ଏହା ମଧ୍ୟ ଆପଣଙ୍କର ପେଟକୁ ଗ୍ୟାସ ମଧ୍ୟ କରାଇଥାଏ । ତେବେ ଆସନ୍ତୁ ଜାଣିବା ମୂଳାକୁ କିଭଳି ସଠିକ ଭାବରେ ସେବନ କରିବେ ?

୧:- ଯଦି ଆପଣ ସକାଳୁ ସାଲାଡ଼ ରେ ମୂଳା ଖାଇବାକୁ ଚାହୁଁଛନ୍ତି ତେବେ ଆପଣ ଖାଇ ପାରିବେ କିନ୍ତୁ ଖାଲିପେଟ ରେ ମୂଳାର ସେବନ କରନ୍ତୁ ନାହିଁ । କାରଣ ମୂଳାରେ ଆଇରନ ର ମାତ୍ରା ଅଧିକ ରହିଥାଏ । ଏହା ଆପଣଙ୍କ ଶରୀରରେ ଗ୍ୟାସର ମାତ୍ରା କୁ ବଢ଼ାଇ ଥାଏ । ଆପଣଙ୍କ ପାଚନ ପ୍ରକ୍ରିୟା କୁ ଧୀର କରିଥାଏ ।

୨:- ଯଦି ଆପଣ ମୂଳା ର ପରଟା କରି ଖାଉଛନ୍ତି । ଏବଂ ତାସହିତ ଚାହା କିମ୍ବା କ୍ଷୀର ନେଉଛନ୍ତି ତେବେ ଏହା ଭୁଲ ରେ ବି କରନ୍ତୁ ନାହିଁ । କାରଣ କ୍ଷୀର ଏବଂ ମୂଳା କୁ ଏକାଠି ଖାଇବା ଉଚିତ ହୋଇନଥାଏ । ଏହା ବହୁତ କ୍ଷତିକାରକ ହୋଇଥାଏ । ଏହା ଆପଣଙ୍କ ପାଚନ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ ଏବଂ ସ୍କିନ ରୋଗ ମଧ୍ୟ ହୋଇଥାଏ  ।

୩:- ବହୁତ ଲୋକ ସାଲାଡ଼ରେ କାକୁଡି ମୂଳା ଗାଜର ଏବଂ ପିଆଜ ପକାଇଥାନ୍ତି । କିନ୍ତୁ କାକୁଡି ସହ ମୂଳା ର ସେବନ ଆଦୌ କରିବା ଉଚିତ ନୁହେଁ । ଏହାକୁ ସେବନ କଲେ ଆପଣଙ୍କ ପେଟ ରୋଗ ଭଳି ସମସ୍ୟା ଦେଖା ଯାଇଥାଏ ।

୪:- କମଳା ସାଙ୍ଗରେ ମୂଳାର ସେବନ କରନ୍ତୁ ନାହିଁ । ଏହା ବହୁତ ହାନିକାରକ ହୋଇଥାଏ । କମଳା ସହ ମୂଳାର ସେବନ କରିବା ବିଷ ସହ ସମାନ ହୋଇଥାଏ । ଯଦି ଆପଣ କମଳା ଖାଉଛନ୍ତି ତେବେ ୧୦ ଘଣ୍ଟା ପରେ ମୂଳା ର ସେବନ କରିପାରିବେ  ।

୫:- କଲରା ସହ ମୂଳା ର ସେବନ ମଧ୍ୟ କରନ୍ତୁ ନାହିଁ । ଏହାକୁ ଏକାଠି ସେବନ କରିବା ଦ୍ୱାରା ଶ୍ୱାସ ସମ୍ବନ୍ଧିତ ଅସୁବିଧା ହୋଇଥାଏ । ଯଦି ଆପଣ କଲରା ଖାଉଛନ୍ତି ତେବେ ୨୪ ଘଣ୍ଟା ଯାଏ ମୂଳା ର ସେବନ କରନ୍ତୁ ନାହିଁ । ମୂଳା ରେ ଫଲିକ ଏସିଡ, ଆଇରନ, ଭିଟାମିନ ସି ଓ କ୍ୟାଲସିୟମ ମଧ୍ୟ ରହିଥାଏ । ମୂଳାରେ ଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ମଧ୍ୟ ରହିଥାଏ, ଯାହା ଆପଣଙ୍କର ଡ଼ାଇବେଟିସ, ଥାଇରଏଡ, ପେଟରୋଗ, କିଡନୀ, ଲିଭର ଓ କ୍ୟାନସର ଭଳି ରୋଗରୁ ରକ୍ଷା ଦେଇଥାଏ ।

ଶୀତଦିନେ ମୂଳା ର ସେବନ କରିବା ଶ୍ଵାସ୍ଥ୍ୟ ପାଇଁ ଭଲ ହୋଇଥାଏ । ମୂଳାକୁ ସନ୍ଧ୍ୟା ସମୟରେ ସେବନ କରନ୍ତୁ ନାହିଁ । ଦିନ ବା ମଧ୍ୟାହ୍ନ ଭୋଜନ ସମୟରେ ଆପଣ ଖାଇପାରିବେ । ଶରୀରରେ ରକ୍ତର ଅଭାବ ହେଲେ ମୂଳା ର ପତ୍ର କୁ ବାଟି ସେଥିରୁ ରସ ବାହାର କରି ଆପଣ ସେବନ କରିପାରିବେ । ଏହା ବହୁତ ଫାଇଦା ଦେଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *