ବନ୍ଧୁଗଣ, ଆମ ଶରୀରରେ ହାତ ଠାରୁ ଆରମ୍ଭ କରି ଗୋଡ ମୁହଁ ପର୍ଯ୍ୟନ୍ତ କିଛି ନା କିଛି ସମସ୍ୟା ଦେଖାଦେଇଥାଏ । ଏବଂ ଆମ୍ଭେ ଏହି ତ୍ଵଚାର ଉପଚାର ନିମନ୍ତେ ଅନେକ ପ୍ରକାରର ଔଷଧ ସେବନ କରିଥାଉ । ଏହା ସହିତ ଅନେକ କ୍ରିମ ମଧ୍ୟ ବ୍ୟବହାର କରିଥାଉ । ଅନେକ ଡାକ୍ତର ଙ୍କ ପାଖକୁ ଯାଇଥାଉ ମାତ୍ର ଏହି ତ୍ଵଚା ଜନିତ ସମସ୍ୟା ଦୂର ହୋଇ ନଥାଏ । କିନ୍ତୁ ଆମ୍ଭେ ଯେତେ ପର୍ଯ୍ୟନ୍ତ ଔଷଧ ସେବନ କରିଥାଉ ଆମ୍ଭର ତ୍ଵଚା ସମସ୍ୟା ଭଲ ହୋଇଥାଏ ।
ମାତ୍ର ଯଦି ଆମ୍ଭେ ଔଷଧ ମାନ ବନ୍ଦ କରିଦେଉ ପୁନର୍ବାର ଏହି ସମସ୍ୟା ମାନ ଦେଖାଦେଇଥାଏ । ଏହି ସବୁ ଔଷଧ ର ମୂଲ୍ୟ ମଧ୍ୟ ବହୁତ ଅଧିକ ହୋଇଥାଏ । ଅନେକ ସମୟରେ ଆମ୍ଭ ତ୍ଵଚରେ ଏହିଭଳି ସମସ୍ୟା ଦେଖାଯାଏ ଯାହାକୁ ଯେତେ ଭଲ କଲେ ମଧ୍ୟ ତାହା ଭଲ ହୁଏ ନାହିଁ । ଆସନ୍ତୁ ଜାଣିନେବା ଏହି ତ୍ଵଚା ରେ ହେଉଥିବା ସହଜ ଏବଂ ଘରୋଇ ଉପଚାର । ସାଧାରଣ ଜୀବନରେ ଆମ୍ଭ ତ୍ଵଚା ଖରାପ ହେବାର ମୁଖ୍ୟ କାରଣ ହେଉଛି ଆମ୍ଭେ ଅଧିକ ଚିନ୍ତା କରିଥାଉ ।
ଦ୍ଵିତୀୟ କାରଣ ହେଉଛି ଆମ୍ଭ ପେଟ ଖରାପ ହେଲେ । ତୃତୀୟରେ ଆମ୍ଭେ ଅଧିକ ମସଲା ଜାତୀୟ ଖାଦ୍ୟ ଖାଇଲେ । ଆମ୍ଭେ ଯେତେ ଅଧିକ ଚିନ୍ତା କରିବା ଆମ୍ଭ ତ୍ଵଚା ସେତେ ମଳିନ ପଡିଯିବ । ଏଥି ନିମନ୍ତେ ଆମ୍ଭ ମାନଙ୍କ ଆଖି ତଳେ କଳାଦାଗ ମଧ୍ୟ ଦେଖାଯାଇଥାଏ । ଏହାର ଅନ୍ୟ ଏକ କାରଣ ହେଉଛି ସଠିକ ଭାବରେ ନ ଶୋଇବା । ଏହା ସହିତ ଆମ୍ଭ ଶରୀରର ରକ୍ତ ଯଦି ସଫା ନ ରହିବ ତେବେ ଆମ୍ଭ ମୁହଁରେ ବ୍ରଣ ଭଳି ସମସ୍ୟା ଦେଖାଯାଇଥାଏ ।
ଏଥି ନିମନ୍ତେ ଆମ୍ଭକୁ ନୀତିଦିନ ସବୁଜ ପଣି ପାରିବା ସେବନ ସହିତ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ । ଏବଂ ମସଲା ଜାତୀୟ ଖାଦ୍ୟ ବେସୀ ପରିମାଣରେ ଖାଇଲେ ଆମ୍ଭ ରକ୍ତ ଖାରାପ ହୋଇଥାଏ । ଏଥିପାଇଁ ଆମ୍ଭ ମୁହଁରେ ବ୍ରଣ ହୋଇଯାଇଥାଏ । ମାତ୍ର ଆପଣ ଯଦି ଏହି ଘରୋଇ ଉପଚାର କୁ ପ୍ରୟୋଗ କରନ୍ତି ତେବେ ଆପଣଙ୍କର ତ୍ଵଚା ଜନିତ ସମସ୍ତ ସମସ୍ୟା ସମାପ୍ତ ହୋଇଯିବ । ପ୍ରଥମେ ଆପଣ ଏକ ଆଳୁ ନିଅନ୍ତୁ । ଏହାପରେ ଏହାର ସମସ୍ତ ଚୋପା କୁ ବାହାର କରି ଦିଅନ୍ତୁ । ଏହାପରେ ଆଳୁ କୁ ଭଲ ଭାବରେ ଧୋଇ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ ।
ଏହାପରେ ଆପଣ ଆଳୁ ର ରସ ବାହାର କରି ନିଅନ୍ତୁ । ଏହାପରେ ଅଧଚାମଚ କଫି ପକାନ୍ତୁ । ଅଧା ଚାମଚ ଏଥିରେ ପକାନ୍ତୁ । ଏହାପରେ ଭଲ ଭାବରେ ଏହାକୁ ମିଶାଇ ଦିଅନ୍ତୁ । ଏହା ପରେ ତୁଳା ସାହାର୍ଯ୍ୟରେ ଏହାକୁ ମୁହଁରେ ଲଗାନ୍ତୁ । ଶେଷରେ ଆପଣ ପାଣିରେ ନିଜ ମୁହଁ କୁ ଧୋଇ ନିଅନ୍ତୁ । ଏହିଭଳି ଭାବରେ ଏହି ଘରୋଇ ଉପଚାର କୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଚେହେରା ଉଜ୍ଵଳ ହୋଇଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ