ମୋଟାପା, Belly Fat, ଅଣ୍ଟା ଓ ଜଙ୍ଘରେ ଜମିଥିବା ଚର୍ବି ମହମ ପରି ତରଳିଯିବ, କେବଳ କରନ୍ତୁ ଏହି ଉପାୟ (Fitness Tips)

ବନ୍ଧୁଗଣ, ଯଦି ଆପଣ ଦୃତ ଗତିରେ ମୋଟାପଣ କମାଇବା କୁ ଚାହୁଁଛନ୍ତି ତେବେ ଏହାକୁ ଆପଣାଇ ନିଅନ୍ତୁ । ଏହା ସହିତ ଯେଉଁ ମହିଳା ଡେଲିଭରୀ ପରେ ମଧ୍ୟ ମୋଟାପଣ କୁ କମ କରି ନପାରନ୍ତି ତଥା ସେମାନଙ୍କ ପେଟ ତଳୁ ଝୁଲି ପଡିଛି ସେମାନଙ୍କ ନିମନ୍ତେ ଏହି ରେମେଡି ବହୁତ ଲାଭ ଦାୟକ ଅଟେ । ଏହା ଯଥା ଶୀଘ୍ର ଶରୀରର ଚର୍ବି କୁ ପିଗଲାଇ ଫ୍ୟାଟ ରୁ ମୁକ୍ତି ଦେବ । ଯଦି ଆପଣ ଏହି ରେମେଡି କୁ ୬ ରୁ ୭ ମାସ ପର୍ଯ୍ୟନ୍ତ ପ୍ରୟୋଗ କରୁଛନ୍ତି ତ ଆପଣ ନିଜର ମୋଟାପଣ କୁ ସହଜରେ କମାଇ ପାରିବେ ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

ଆପଣଙ୍କୁ ପ୍ରଥମେ ଅଲସି ର ବୀଜ ନେବାକୁ ଅଛି । ଏଥିରେ ଓମେଗା-୩ ଫ୍ୟାଟି ଏସିଡ ଏବଂ ଫାଇଭର ର ଭଣ୍ଡାର ରହିଥାଏ । ଏହା ଆପଣଙ୍କ ମେଟାବେଲିଜିୟମ ର ରେଟ କୁ ହାଇ କରିଥାଏ । ଏହାଦ୍ଵାରା ଓଜନ କଣ୍ଟ୍ରୋଲୋ ହୋଇଥାଏ । ଏହା ପେଟର ଭୋକ କୁ ନିୟନ୍ତ୍ରଣ କରିଥାଏ ଏବଂ ଆପଣଙ୍କ ପେଟ କୁ ଲମ୍ବା ସମୟ ପର୍ଯ୍ୟନ୍ତ ସନ୍ତୁଷ୍ଟ ରଖିଥାଏ । ଦ୍ଵିତୀୟ ଜିନିଷ ଜୁଆଣୀ ନେବା ଏହା ଆପଣଙ୍କ ଶରୀରକୁ ଗରମତା ଦେଇଥାଏ ।

ଏଥିରେ ଅନେକ ଗୁଡିଏ ଫାଇଭର ରହିଥାଏ ଯାହା ଆପଣଙ୍କ ଡାଇଜେସନ ସିଷ୍ଟମ କୁ ସଠିକ କରିଥାଏ । ତୃତୀୟ ଜିନିଷ ନିଅନ୍ତୁ ଜୀରା, ଏଥିରେ ଫ୍ୟାଟ ରହିଥାଏ ଏହା ଚର୍ବି କୁ ବହୁତ ଜଲ୍ଦି ପିଗେଲାଇବାରେ ସାହାର୍ଯ୍ୟ କରିଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଶରୀରରେ ଡାଇଜେସନକୁ ସଠିକ ରଖିଥାଏ । ଏହା ଦ୍ଵାରା ଚର୍ବି ପିଗିଳିଥାଏ ଏବଂ ଆମ୍ଭର ମେଟାବେଲିଜିୟମ ଫାଷ୍ଟ ହୋଇଥାଏ ।

ଚତୁର୍ଥ ରେ ଆପଣ ପାନମଧୁରୀ ନିଅନ୍ତୁ ଏହା ଶରୀରରେ ବ୍ଲଡ଼ ପ୍ଲୋ କୁ ବଢାଇବାରେ ସାହାର୍ଯ୍ୟ କରିଥାଏ । ଏହା ସହିତ ଏହା ଗ୍ୟାଷ୍ଟ୍ରୋଲୋଜିର ପ୍ରୋବ୍ଲେମ କୁ ରିଡ୍ୟୁସ କରିଥାଏ । ଆପଣଙ୍କୁ ଖଣ୍ଡେ ଡାଲଚିନି ନେବାର ଅଛି ଏହା ଆପଣଙ୍କ ମେଟାବେଲିଜିୟମ ର ରେଟ କୁ ହାଇ କରିଥାଏ । ଆପଣ ବର୍ତ୍ତମାନ ତାୱା ରେ ଏହି ସମସ୍ତ ଜିନିଷ କୁ ଗରମ କରି ନିଅନ୍ତୁ । ଯେତେବେଳେ ଏଥିରୁ କଟକଟ ର ଆବାଜ ଆସିବ ଆପଣ ଗ୍ୟାସ କୁ ବନ୍ଦ କରି ଦିଅନ୍ତୁ । ଏହାପରେ ଆପଣ ଦେଖିବେ ଯେ ଏହା ହାଲ୍କା ବ୍ରାଉନ ହୋଇଯିବ ।

ଏହାପରେ ଏହାକୁ ଗ୍ରାଇଣ୍ଡର ସାହାର୍ଯ୍ୟ ରେ ଏହାର ପାଉଡର ବନାଇ ନିଅନ୍ତୁ । ଆପଣ ନୀତିଦିନ ସକାଳେ ହାଲ୍କା ଗରମ ପାଣିରେ ଏକ ଚାମଚ ଏହି ପାଉଡର କୁ ମିଶାଇ ସେବନ କରନ୍ତୁ । ଆପଣ ଏଥିରେ ଅଧ ଚାମଚ ମହୁ ଏବଂ ଅଧ କଟା ଲେମ୍ବୁ ମଧ୍ୟ ମିଶାଇ ସେବନ କରି ପାରିବେ । ତେବେ ଆପଣ ଏହି ରେମେଡି କୁ ନିୟମିତ ପ୍ରୟୋଗ କରନ୍ତୁ ଦେଖିବେ ଆପଣଙ୍କୁ ଏହାର ଶୁଭ ପରିଣାମ ନିଶ୍ଚିତ ଭାବରେ ମିଳିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *