Health Tips- କେତେ ବି ପୁରୁଣା ମୋଟାପା ହେଉ ପଛେ, Belly Fat, ଅଣ୍ଟା ଓ ଜଙ୍ଘ ର ଚର୍ବି କୁ ଲହୁଣୀ ଭଳି ତରଳେଇ ଦେବ, କରନ୍ତୁ ଏହି ଉପାୟ

ଆଜି ଆମେ ଆପଣ ମାନଙ୍କୁ ପେଟରେ ଗ୍ଯାସ, ପାଚନ କ୍ରିୟା ଠିକ ନ ହେଉଥିଲେ । ପେଟରେ ଚର୍ବି ବଢିବା ଶରୀରରେ ଗରମ ହେବା, ମୋଟାପା କମ ହେବା ପାଇଁ ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ପ୍ରଥମ ସାମଗ୍ରୀରର ଆବଶ୍ୟକତା ହେଉଛି ସବୁ ଧନିଆ ଯାହା ଶରୀରର ଚର୍ବି କମ କରିବା ସହ ମୋଟାପା କମ କରିଥାଏ । ଏହା ଡାଇବେତିସ, ହାଇ ବିପିକୁ ନିୟନ୍ତ୍ରଣରେ ରଖିଥାଏ । ଏହ ସହ ପେଟ ମଧ୍ୟ ଥଣ୍ଡା ରହିଥାଏ ।

ଦିତୀୟ ସାମଗ୍ରୀ ହେଉଛି ପାନମଧୁରୀ ଯେଉଁଥିରେ କ୍ୟାଲସିୟମ,, ପୋଟାସିୟମ, ଆଇରନ ପ୍ରଚୁର ପରିମାଣରେ ରହିଥାଏ । ଏହା ଖାଇବା ଦ୍ଵାରା ଶରୀରରେ ମେଟାବୋଲିଜିମ କମ ହେବ ସହ ଚର୍ବି ଅଂସ କମିଥାଏ । ଖାଇବା ପରେ ପାନମଧୁରୀ ଖାଇଲେ ହଜାମ ଶକ୍ତି ହେବ ସହ ପାଟି ବହୁତ ଭଲ ସ୍ମେଲ କରିଥାଏ । ପାନମଧୁରି ଖାଇବା ଦ୍ଵାରା ଆଖିର ଦ୍ରୁଷ୍ଟି ତେଜ ହେବା ସହ ରକ୍ତ ସଂଚାଳନ ଠିକ କରିଥାଏ ।

ତୃତୀୟ ସାମଗ୍ରୀ ହେଉଛି ଜୀରା ଯାହାକୁ ଆମେ ମଶାଲା ଭାବେ ରୋଷେଇ ଘରେ ବ୍ୟବହାର କରିଥାଉ । ଜିରାର ବ୍ୟବହାର ଲୋକ ମାନେ ଓଜନ କମ କରିବା ପାଇଁ ବ୍ଯବହର କରାଯାଏ । ଏହା ଆମ ଶରୀର ପାଇଁ ସୁସ୍ଥ ହୋଇଥାଏ । ପେଟ ସଫା ରଖିବା ସହ କୋଲେଷ୍ଟର ନିୟନ୍ତ୍ରଣ, କିଡନି ସୁସ୍ଥ ରଖିବା, ବ୍ଲଡ଼ ପ୍ରେସର ନିୟନ୍ତ୍ରଣରେ ରଖିଥାଏ ଜୀରା । ଜୀରା ରେ ଆଇରନର ମାତ୍ରା ଅଧିକ ଥିବାରୁ ଶରୀରରେ ରକ୍ତ ହୀନତା ଦେଖାଯାଏ ନାହି ।

ଏଥିପାଇଁ ଅଧ ଚାମଚ ସବୁ ଧନିଆ, ଜୀରା ଓ ପାନମଧୁରି ଆଡ କରନ୍ତୁ । ଏହି ପାଣିକୁ ରାତି ସାରା ପାଣିରେ ଭିଯାଇ ରଖନ୍ତୁ । ଏହା ପରେ ସକାଳୁ ଏହି ପାଣି କୁ ଭଲ ଭାବେ ଫୁଟାଇ ଦିଅନ୍ତୁ । ଏହା ପରେ ଏହାକୁ ଏକ ଅପତର ରେ କାହାଣୀ ଦିଅନ୍ତୁ । କମ ସେ କମ ୧୦ ରୁ ୧୫ ମିନିଟ ଯାଏଁ ଏହାକୁ ଭଲ ଭଏ ଫୁଟାନ୍ତୁ ।

ଏହି ୩ଟି ସାମଗ୍ରୀକୁ ଆପଣ ଶୁଖାଇ ମସାଲାରେ ବ୍ୟବହାର କରି ପାରିବେ । ସକାଳୁ ଖାଲି ପେଟରେ ଚାହା ସେବନ କରିବା ଭଳି ଏହାକୁ ସେବନ କରିପାରିବେ । ଏହାକୁ ଦିନକୁ ୨ଥର ସେବନ କରିଲେ ପେଟ ଥଣ୍ଡା ହୋଇଥାଏ । ଏଥିରେ ଆପଣ ମହୁ ବା କଳା ଲୁଣ ଆଡ କରିପାରିବେ । ଏହି ଡ୍ରିଂକ୍ସ ୨୦ ରୁ ୨୫ ଦିନ ସେବନ ଲଗାତାର କରିବାକୁ ପଡିବ । ଏହା ଦ୍ଵାରା ମେଟାବୋଲିଜିମ ବୃଦ୍ଧି ହେବା ସହ ମୋଟାପା କମ ହେବ । ନ୍ୟାଚୁରାଲ ଉପାୟରେ ଆପଣଙ୍କର ମୋଟାପଣ କମ ହେବ ସହ ଶରୀରରେ କମାଜୋରି ଆସିବ ନାହି ।

ଶରୀରରେ କଫ, ବାଟ, ପିତା ବାଲାନ୍ସ କରିବାରେ ସହାୟକ ହେବ । ପେଟରେ ଗ୍ଯାସ, ଜ୍ଵଳନ ହେଉଥିଲେ, ଏସିଡିଟି ଦୂର ହୋଇଥାଏ । ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ସହ କିଡନି କୁ ସୁସ୍ଥ ରଖିଥାଏ । ମିଠା ଜାତୀୟ ଖାଦ୍ୟ ବର୍ଜନ କରିବା ସହ ପଣି ସଫିସେଣ୍ଟ ସେବନ କରିବାକୁ ହେବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *