ମାତ୍ର ୩ ଦିନରେ ଅର୍ଶ (Piles) କୁ ମୂଳରୁ ଗାୟବ ହେଇଯିବ, କେବଳ କରନ୍ତୁ ଏହି ଉପାୟ- Health Tips

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଦେଇଥାଏ।ଏହା ଆମକୁ ବହୁତ ଯନ୍ତ୍ରଣା ମଧ୍ୟ ଦେଇଥାଏ।

ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ କିନ୍ତୁ ସେଥିରୁ ବିଶେଷ କିଛି ଲାଭ ମିଳି ପାରି ନ ଥାଏ।

ଆମକୁ ସେହିପରି ହିଁ ଯନ୍ତ୍ରଣା ଭୋଗିବାକୁ ପଡିଥାଏ।ତେଣୁ ଆମେ ଅନେକ ଡାକ୍ତର ଙ୍କ ସହିତ ମଧ୍ୟ ପରାମର୍ଶ କରିଥାଉ।ଆମକୁ ଆମ ପ୍ରକୃତି ରୁ ଅନେକ ଔଷଧ ମିଳିଥାଏ କିନ୍ତୁ ଆମେ ତାହାର ସଠିକ ବ୍ୟବହାର ବିଷୟ ରେ ଜାଣି ନ ଥାଉ ତେଣୁ ବଜାର ରେ ମିଳୁଥିବା ଆଧୁନିକ ଔଷଧ ଉପରେ ଭରସା କରିଥାଉ।କିନ୍ତୁ ବନ୍ଧୁଗଣ ପ୍ରକୃତି ରେ ମଧ୍ୟ ଏପରି କିଛି ଜିନିଷ ରହିଛି ଯାହାକୁ ପ୍ରୟୋଗ କିମ୍ବା ସେବନ କରିବା ଦ୍ୱାରା ମଧ୍ୟ ସମସ୍ତ ପ୍ରକାର ରୋଗ ଭଲ ହୋଇ ଯାଇଥାଏ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହିପରି କିଛି ପ୍ରାକୃତିକ ଉପାୟ ଵିଷୟ ରେ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆମର ଅର୍ଶ ଭଳି ସମସ୍ୟା ଦୂର ହୋଇଯିବ।

ବନ୍ଧୁଗଣ ଭୁଲ ଜୀବନ ଶୈଳୀ ଓ ଖାଦ୍ୟ ରେ ଅନିୟମିତତା କାରଣ ରୁ ବର୍ତ୍ତମାନ ସମୟ ରେ ଅନେକ ଲୋକ ଅର୍ଶ ବା ପାଇଲସ ଭଳି ରୋଗ ର ସମ୍ମୁଖୀନ ହେଉଛନ୍ତି।ଆଜି ଆମେ ଯେଉଁ ଉପଚାର ଵିଷୟ ରେ କହିବାକୁ ଯାଉଛୁ ତାହା ବହୁତ ସହଜ ଅଟେ ଓ ଅର୍ଶ ଭଳି ସମସ୍ୟା ରୁ ମୁକ୍ତି ମଧ୍ୟ ମିଳେ।ଏହି ଉପାୟ କୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ ପ୍ରଥମ ଉପାଦାନ ଟି ହେଉଛି ଗୋଟିଏ କପ କ୍ଷୀର।ଦ୍ଵିତୀୟ ଆବଶ୍ୟକୀୟ ସାମଗ୍ରୀ ଟି ହେଉଛି ଲେମ୍ବୁ।

ଗୋଟିଏ ବଡ଼ କିମ୍ବା ଛୋଟ ଲେମ୍ବୁ ନିଅନ୍ତୁ ଏହାକୁ ମଝିରୁ ଦୁଇ ଫାଳ କରି କାଟି ଦିଅନ୍ତୁ।ଏହା ପରେ ଏକ ପାତ୍ର ରେ ସମସ୍ତ ରସ ବାହାର କରିଦିଅନ୍ତୁ।ଏହି ରସ ରେ ଏକ କପ କ୍ଷୀର କୁ ଢାଳି ଦିଅନ୍ତୁ ଓ ତାହାକୁ ସାଙ୍ଗେ ସାଙ୍ଗେ ପିଇ ଦିଅନ୍ତୁ।ନଚେତ କ୍ଷୀର ଛିଣ୍ଡି ଯିବ ଓ ଆପଣଙ୍କ ର କୌଣସି କାମ ରେ ଲାଗିବ ନାହିଁ।ତେଣୁ ଆପଣ ସାଙ୍ଗେ ସାଙ୍ଗେ ପିଇବା ଉଚିତ।ଏପରି କରିବା ଦ୍ୱାରା ଆପଣଙ୍କ ର ଅର୍ଶ ରୋଗ ଖୁବ ଶୀଘ୍ର ଭଲ ହୋଇଯିବ।ଏହାକୁ ୩ ଦିନ ପର୍ଯ୍ୟନ୍ତ ନିୟମିତ ପିଇବା ଦ୍ୱାରା ଆପଣଙ୍କ ର ବହୁତ ଲାଭ ହୋଇଥାଏ।

ବନ୍ଧୁଗଣ ବର୍ତ୍ତମାନ ଜାଣିବା ଦ୍ଵିତୀୟ ଉପାୟ ଵିଷୟରେ।ଏହି ଉପାୟ କୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆମକୁ ଆବଶ୍ୟକ ହେବ ଏକ କଦଳୀର।ଏହା ପରେ ଆବଶ୍ୟକୀୟ ଦ୍ଵିତୀୟ ସାମଗ୍ରୀ ଟି ହେଉଛି କର୍ପୂର।ମନେରଖନ୍ତୁ ଆପଣ କେବଳ ଖାଇବା କର୍ପୂର ହିଁ ନିଅନ୍ତୁ।ଏହା ପରେ ସେହି କର୍ପୂର କୁ ଭଲ ଭାବରେ ଗୁଣ୍ଡ କରିଦିଅନ୍ତୁ।ଏହା ପରେ ସେହି କଦଳୀ ର ଚୋପା ଛଡାଇ ଦିଅନ୍ତୁ।ଚୋପା ଛଡାଇ ସାରିବା ପରେ କଦଳୀ କୁ ମଝି ରୁ କାଟି ଦିଅନ୍ତୁ।

ଏହା ପରେ ଆପଣ ସେହି କର୍ପୂର ରୁ ଦୁଇଟି ଚଣା ସଦୃଶ କର୍ପୂର କୁ ସେହି କଦଳୀ ମଝି ରେ ଭର୍ତ୍ତି କରନ୍ତୁ।ପ୍ରତିଦିନ ସକାଳୁ ଉଠିବା ପରେ ନିଜର ନିତ୍ୟକର୍ମ ସାରିବା ପରେ କିଛି ଖାଇବା ପୂର୍ବରୁ କଦଳୀ କୁ ସମ୍ପୂର୍ଣ୍ଣ ଭାବରେ ଗିଳି କରି ଖାଇଦିଅନ୍ତୁ।ଏହାକୁ ମଧ୍ୟ ଆପଣ କେବଳ ୩ଦିନ ପର୍ଯ୍ୟନ୍ତ ନିୟମିତ ଖାଆନ୍ତୁ।ଏପରି କରିବା ଦ୍ୱାରା ଆପଣଙ୍କ ର ଅର୍ଶ ରୋଗ ଖୁବ ଶୀଘ୍ର ଭଲ ହୋଇଯିବ।ତେଣୁ ଆପଣ ଏହାକୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ ଓ ଏହି ରୋଗ ରୁ ମୁକ୍ତି ପାଆନ୍ତୁ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିବରଣୀ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *