ମାତ୍ର 3 ଦିନ ଦହିରେ ମିଶେଇ ଖାଇ ନିଅନ୍ତୁ, 20 ବର୍ଷର ପୁରୁଣା ସୁଗାର ରୋଗ, କୋଲେଷ୍ଟ୍ରୋଲ, ହାଇ Blood Pressure, ବାତ ରୋଗ ସବୁଦିନ ପାଇଁ ହେଇଯିବ ଭଲ (Health Tips)

ବନ୍ଧୁଗଣ, ଯଦି ଆପଣଙ୍କ ଘରେ ଏଭଳି ସଦସ୍ୟ ଅଛନ୍ତି ଯାହାଙ୍କ ଗଣ୍ଠି ମାନଙ୍କରେ ବହୁତ ଅସୁବିଧା ହେଉଅଛି । ଏହାର ଅର୍ଥ ସେମାନଙ୍କ ଗଣ୍ଠି ମାନଙ୍କର ଯେଉଁ ଗ୍ରୀସ ରହିଛି ତାହା ସମାପ୍ତ ହୋଇ ଯାଇଛି । ଏହି କାରଣରୁ ସେମାନଙ୍କ ଆଣ୍ଠୁ ଗଣ୍ଠିରେ ଦରଦ ଅନୁଭବ ହୋଇଥାଏ । ଶରୀରରେ କ୍ୟାଲସିୟମ ର ଅଭାବ ହୋଇଥାଏ । ଅଥବା ଶରୀର ମଧ୍ୟରେ ଓମେଗା-୩ ର ଅଭାବ ହୋଇଥାଏ ।

ତେବେ ଏହାକୁ ଦୂର କରିବା ନିମନ୍ତେ ଆପଣଙ୍କୁ ନୀତିଦିନ କେବଳ ଏକ ଚାମଚ ଏହି ପାଉଡର କୁ ଦହି ସହିତ ସେବନ କରନ୍ତୁ । ଆସନ୍ତୁ ବର୍ତ୍ତମାନ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ଏହାକୁ ସେବନ କରିଲେ ବହୁତ ଲାଭ ମିଳିଥାଏ । ଯଦି ଆପଣଙ୍କ ଶିରା ରେ ବ୍ଲକେଜ ହେଉଅଛି । ଆପଣାକୁ ହାଇ ବ୍ଲଡ ପ୍ରେସର ର ଔଷଧ ନୀତିଦିନ ଖାଇବାକୁ ପଡୁଅଛି, ଅଥବା ଆପଣଙ୍କ ଶରୀର ରେ ଟାଇପ-୨ ଡାଇବେଟିକ୍ସ ହୋଇ ଯାଇଅଛି, ଆପଣ ମଧୁମେୟ ର ଶିକାର ହୋଇଛନ୍ତି,

ଆପଣଙ୍କ ଓଜନ ବହୁତ ଅଧିକ ବଢୁଅଛି, ଅଥବା ଆପଣଙ୍କ ରକ୍ତ ବହୁତ ଗାଢ ଅଛି ଏହା କାରଣରୁ ଆପଣଙ୍କ ଶିରା ମାନଙ୍କରେ ବ୍ଲକେଜ ଆସୁଅଛି, ତେବେ ଆପଣ ଆଲସି ର ବ୍ୟବହାର କରନ୍ତୁ । ଯେଉଁ ମାନଙ୍କର ବିପି ହାଇ ରହୁଅଛି ତଥା ସେମାନେ ନୀତିଦିନ ଔଷଧ ସେବନ କରୁଛନ୍ତି କିନ୍ତୁ ତାଙ୍କର ଉଚ୍ଚ ରକ୍ତ ଚାପ ନିୟନ୍ତ୍ରଣ ହେଉ ନାହିଁ, ଆପଣ ଅଲସି କୁ ପାଉଡର ବନାଇ ଦହି ସହିତ ମିଶାଇ ତାହାକୁ ସେବନ କରନ୍ତୁ । ଏହା ଖରାପ କଲେଷ୍ଟ୍ରୋଲ କୁ ବାହାର କରିଦେଇଥାଏ ।

ଏହାଫଳରେ ଆପଣ ହୃଦଘାତ ଭଳି ସମସ୍ୟାରୁ ବଞ୍ଚିତ ରହିପାରିବେ । ଏଥିରେ ଫାଇଭର ଭରପୁର ମାତ୍ରାରେ ରହିଥାଏ । ଏହା କୋଲେଷ୍ଟ୍ରୋଲ କୁ ଶରୀରରୁ ବାହାର କରିବାର କାର୍ଯ୍ୟ କରିଥାଏ । ଏହା ସହିତ ରକ୍ତ କୁ ସଫା କରିବାର କାର୍ଯ୍ୟ କରିଥାଏ । ଯେଉଁ ମାନଙ୍କ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ରହୁଛି ସେମାନଙ୍କୁ ମଧ୍ୟ ଅଲସି ର ସେବନ ଦହି ସହିତ ମିଶାଇ ଅବଶ୍ୟ କରିବା କଥା ।

ଅଲସି ମଧ୍ୟରେ ଥିବା ତତ୍ଵ ଆମ୍ଭ ଶରୀରର କୋଷିକା ନିମନ୍ତେ ବହୁତ ଲାଭ ଦାୟକ ଅଟେ । ଯଦି ମନୁଷ୍ୟ ର ଟ୍ୟୁମର ହେଉଅଛି ତେବେ ସେମାନଙ୍କୁ ନୀତିଦିନ ଅଲସୀ ର ସେବନ କରିବା ଆବଶ୍ୟକ । ଅଲସି ର ସେବନ କରିବା ଦ୍ଵାରା ସେହି ଟ୍ୟୁମର ସଂପୂର୍ଣ୍ଣ ଭାବରେ ସମାପ୍ତ ହୋଇଯିବ । ଯେଉଁ ମାନଙ୍କ ଶିରା କମଜୋର ହୋଇଯାଏ ଅଥବା ଶିରା ମାନଙ୍କରେ ବ୍ଲକେଜ ହୋଇଯାଏ, ତେବେ ଅଲସି ଶରୀର ମଧ୍ୟରେ ଥିବା ଏହି ଗମ୍ଭୀର ସମସ୍ୟା କୁ ଦୂର କରିବାରେ ସହାୟକ ହୋଇଥାଏ ।

କିଛି ଲୋକଙ୍କୁ ଆପଣ ଦେଖିଥିବେ ଯେ ତାଙ୍କ ମୁହଁରେ ବହୁତ ଅଧିକ ବ୍ରଣ ହୋଇଥାଏ ତଥା ସେମାନଙ୍କ ଚେହେରା ବହୁତ ଶୁଖିଲା ଦେଖାଯାଏ, ସେମାନଙ୍କ ଚେହେରା ଗ୍ଲୋ ଆଦୌ କରି ନଥାଏ, ଏହାର କାରଣ ହେଉଛି ରକ୍ତ ଅପରିଷ୍କାର ହେବା । ଆପଣ ଏକ ଚାମଚ ଅଲସି କୁ ଦହି ରେ ମିଶାଇ ସେବନ କରିଲେ ଆପଣଙ୍କ ରକ୍ତ ସଫା ହୋଇଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *