ମାତ୍ର ୭ ଦିନରେ 25 କିଲୋ ଓଜନ ଓ ପେଟର ଚର୍ବି କମାଇଦେବ ଏହି ଚମତ୍କାରୀ ଉପାୟ- Fitness Tips

ବନ୍ଧୁଗଣ, ସାଧାରଣତ ଆଜିଭଳି ଦିନରେ ସମସ୍ତେ ନିଜ ଜୀବନରେ ବହୁତ ଭାବରେ ବ୍ୟସ୍ତ ଅଛନ୍ତି । ବ୍ୟସ୍ଥତା ହେତୁ ଆମ୍ଭେମାନେ ନିଜ ଶରୀରର ସଂପୂର୍ଣ୍ଣ ଧ୍ୟାନ ରଖି ପାରୁନାହୁଁ । ଯାହା ଫଳରେ ଆମ୍ଭକୁ ନାନା ସମସ୍ୟା ର ସମୁଖୀନ ହେବାକୁ ପଡୁଛି । ଆଜି ଆମ୍ଭେ ଆପଣଙ୍କୁ ଏହି ବିଶେଷ ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଆପଣ ପ୍ରୟୋଗ କରି ନିଜ ଶରୀରର ବିଭିନ୍ନ ସ୍ଥାନରେ ଥିବା ମୋଟାପା ଅଥବା ଚର୍ବି କୁ କମାଇ ପାରିବେ ।

କେତେକ କ୍ଷେତ୍ରରେ ଯଦି ଆପଣଙ୍କ ମାତା ପିତା ମୋଟା ଅଛନ୍ତି ତେବେ ଆପଣ କ୍ରମଶ ବଡ ହେଲେ ଆପଣଙ୍କ ମୋଟାପା ସେତେ ବଢିବାକୁ ଲାଗିବ । ମାତ୍ର ଏହାକୁ ମଧ୍ୟ ଆପଣ କଣ୍ଟ୍ରୋଲ କରିପାରିବେ । କିଛି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଜଙ୍କଫୁଡ ଅଥବା ତୈଳ ଜାତୀୟ ଖାଦ୍ୟ ପଦାର୍ଥ ଅଧିକ ଖାଇଥାନ୍ତି । ଆପଣ ମାନେ କ୍ୟାଲେରୀ ର ଧ୍ୟାନ ଆଦୌ ଦିଅନ୍ତି ନାହିଁ । ମନ ଇଛା ଆପଣ ଖାଦ୍ୟ ଗ୍ରହଣ କରିଥାନ୍ତି । ଆମ୍ଭ ଶରୀରର ଶ୍ରମ ମଧ୍ୟ ବହୁତ କମିବାରେ ଲାଗିଛି । ଆସନ୍ତୁ ଏବେ ଜାଣିବା କେଉଁ କେଉଁ ଜଡିବୁଟି ରହିଛି ଯାହାକୁ ସେବନ କରିବା ଦ୍ଵାରା ଆପଣଙ୍କୁ ବହୁତ ଲାଭ ମିଳିଥାଏ ।

୧- ଅଶ୍ଵଗନ୍ଧା ର ପତ୍ର;- ଏହି ଗଛର ପତ୍ରକୁ ଆପଣ ୪ ରୁ ୫ ଟି ନେଇ ତାକୁ ଛେଚି ସେଥିରେ ମହୁ ଏବଂ ଲେମ୍ବୁ ରସ ମିଶାଇ ୧ ଗ୍ଳାସ ପାଣିରେ ପିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ଚର୍ବି ଦୃତ ଗତିରେ କମିବାକୁ ଲାଗିବ ।

୨- ଆପଣ ସକାଳୁ ପଇଡ ପାଣି ପିଅନ୍ତୁ ଏବଂ ପ୍ରାଏ ୧୦ ଟା ପର୍ଯ୍ୟନ୍ତ କିଛି ସେବନ କରନ୍ତୁ ନାହିଁ । ଆପଣ ଲାଉ ର ଜୁଷ ମଧ୍ୟ କରି ସେବନ କରି ପାରିବେ ମାତ୍ର ସେଥିରେ କୌଣସି ପ୍ରକାରର ମିଠା ଜାତୀୟ ଦ୍ରବ୍ୟ ନ ମିଶାଇ ସେବନ କରିଲେ ଆପଣଙ୍କ ପକ୍ଷେ ଲାଭ ଦାୟକ ସାବ୍ୟସ୍ଥ ହେବ ।

୩- ଏହାପରେ ୧୦ ବେଳେ ଆପଣ ସାଲାଡ ଖାଆନ୍ତୁ । ଆପଣ ୨ ଟି ଫଳ କୁ କାଟି ତାହାର ସାଲାଡ ବନାଇ ଖାଆନ୍ତୁ । ଏହା ଆପଣଙ୍କ ଓଜନ କମାଇବା ସହିତ ଆପଣଙ୍କ ଚେହେରାରେ ଆସୁଥିବା ଗ୍ଲୋ କୁ ମଧ୍ୟ ବଢାଇବାରେ ସାହାର୍ଯ୍ୟ କରିଥାଏ ।

୪- ଏହାପରେ ଖରାବେଳେ ଆପଣ ୧ ରୁ ୨ ଟି ରୋଟି ଖାଇ ନିଅନ୍ତୁ । ଏହା ସହିତ ଆପଣ ନର୍ମାଲି ଜେଭଳି ଭଜା ଅଥବା ଡାଲି ବନାଇ ଖାଉଅଛନ୍ତି ତାହାକୁ ଖାଇ ପାରିବେ । ମାତ୍ର ସେଥିରେ ମରୀଚ ତଥା ଲୁଣ କମ ମାତ୍ରାରେ ରହିବା ଆବଶ୍ୟକ ।

୫- ଆପଣ ସକାଳେ ଉଠି ୫ ରୁ ୬ କି.ମି ଚାଲନ୍ତୁ ଅଥବା ଦୌଡନ୍ତୁ । ଆପଣଙ୍କ ଶରୀରରୁ ଝାଳ ବାହାରିବା ଉଚିତ । ସକାଳୁ ପ୍ରାଣାୟମ ତଥା ଯୋଗ ମଧ୍ୟ ଆମ୍ଭ ମାନଙ୍କ ଶରୀର ନିମନ୍ତେ ବହୁତ ଲାଭ ଦାୟକ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ନିଜର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ  । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *