ରାମବାଣ ଉପାୟ ! ମାତ୍ର 7 ଦିନରେ ହିଁ ଭଲ ହେଇଯିବ ହାଇ ବ୍ଲଡପ୍ରେସର, ବାସ କରିବାକୁ ହେବ ଏହି ସହଜ କାମ (Health Tips)

ବନ୍ଧୁଗଣ, ସାଧାରଣତ ହାଇ ବ୍ଲଡ଼ ପ୍ରେସର ଏକ ମହାମାରୀ ଭଳି ସଂପୂର୍ଣ୍ଣ ଦେଶରେ ବ୍ୟାପିବାରେ ଲାଗିଅଛି । ଏହାର କାରଣ ହେଉଛି ଲୋକ ମାନଙ୍କର ଖାଦ୍ୟପେୟ ର ଖରାପ ଅଭ୍ୟାସ । ଆଜି ଆମ୍ଭେ ଏହି ମାରାତ୍ମକ ସମସ୍ୟା ରୁ କିଭଳି ଭାବରେ ବଞ୍ଚିତ ହୋଇ ରହିବେ ତାହା ସମ୍ବନ୍ଧରେ କହିବାକୁ ଯାଉଅଛୁ । ଆପଣ ରାତିରେ ଶୋଇବା ପୂର୍ବ ରୁ ଏକ ଗ୍ଳାସ ଗରମ ପାଣିରେ ଅଧ ଚାମଚ ମେଥି ଭିଯାଇ ରଖି ଦିଅନ୍ତୁ ।

ଏହା ପରେ ସକାଳୁ ଉଠି ଏହି ପାଣି ଆପଣ ସେବନ କରି ନିଅନ୍ତୁ । ଏହା ପରେ ଭିଯାଇଥିବା ମେଥିଦାନା କୁ ଚୋବାଇ ଖାଇ ନିଅନ୍ତୁ । ଏହା ଉଚ୍ଚ ରକ୍ତ ଚାପ କୁ ବହୁତ ଜଲ୍ଦି ସମାପ୍ତ କରିଥାଏ । ଆଉ ଏକ ଉପାୟ ମଧ୍ୟ ଆପଣ କରି ପାରିବେ । ଆପଣ ୫ ଟି ତୁଳସୀ ପତ୍ର ଏବଂ ଦୁଇଟି ନିମ୍ବ ପତ୍ର କୁ ପେଶୀ ପାଣିରେ ମିଶାଇ ଦିଅନ୍ତୁ । ଏହାପରେ ଏହାକୁ ଖାଲି ପେଟରେ ସକାଳେ ସେବନ କରନ୍ତୁ । ୧୫ ଦିନରେ ଏହାର ବହୁତ ଜବରଦସ୍ତ ଇଫେକ୍ଟ ଆପଣଙ୍କୁ ଦେଖିବାକୁ ମିଳିବ ।

ଆପଣଙ୍କର ହାଇ ବ୍ଲଡ଼ ପ୍ରେସର ବହୁତ ଶୀଘ୍ର ତଳକୁ ଖସିବାରେ ଲାଗିବ । ଆଉ ଏକ ଉପାୟ ହେଉଛି, ରଶୁଣ ଏହା ବହୁତ ଉଆପକାର କରିଥାଏ । ରଶୁଣ ର ଗୋଟିଏ କୋଲ କୁ ଆପଣ ଟାବ୍ଲେଟ ଭଳି ପାଣିରେ ସେବନ କରନ୍ତୁ । ଏହା ଆପଣଙ୍କୁ ନୀତିଦିନ ସେବନ କରିବାର ଅଛି । ରଶୁଣ ବ୍ଲଡ଼ ପ୍ରେସର କୁ ସଠିକ କରିବାର ଏକ ଚମତ୍କାରୀ ଘରୋଇ ଉପଚାର ଅଟେ । ଏହା ଆପଣଙ୍କ ରକ୍ତରେ ଜମାଟ ବାନ୍ଧିବାକୁ ଦେଇନଥାଏ । ଏହା କୋଲେଷ୍ଟ୍ରୋଲ କୁ ମଧ୍ୟ କାଟିଥାଏ ।

ରଶୁଣ ହାଇ ବ୍ଲଡ଼ ପ୍ରେସରର ବହୁତ ଜଣାଶୁଣା କାରିଗର ଉପାୟ ଅଟେ । ଏହାକୁ ଆପଣ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ ୭ ରୁ ୧୫ ଦିନ ମଧ୍ୟରେ ଆପଣଙ୍କ ଉଚ୍ଚ ରକ୍ତ ଚାପ ଭଳି ସମସ୍ୟା ନିଶ୍ଚିତ ଭାବରେ ଦୂର ହେବ । ଏହା ସହିତ ଆପଣ ନିୟମିତ ଭାବରେ ସକାଳୁ ଉଠି ବ୍ୟାୟାମ କରନ୍ତୁ । ସତେଜ ସୂର୍ଯ୍ୟ କିରଣରେ ବ୍ୟାୟାମ କରିବା ଦ୍ଵାରା ଶରୀରର ନାନା ପ୍ରକାରର ରୋଗ ରୁ ଛୁଟକାରା ମିଳିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *